ରାଜନୀତିରେ ପାଦ ଥାପିଲେ ପୋଲିସ ଅଫିସର
ରାୟଗଡା :ଜନସାଧାରଣଙ୍କ ସେବା କରିବା ପାଇଁ ରାଜନୀତିରେ ପାଦ ଥାପିଲେ ପୋଲିସ୍ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାମନଗୁଡ଼ା ବ୍ଲକ ଅଧିନସ୍ଥ ଉକୁମ୍ବା ପଞ୍ଚାୟତରେ।
ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଲକ୍ ନାରାୟଣ ଗୁଡା ଗ୍ରାମରେ ରବି ଶଙ୍କର ଗମାଙ୍ଗଙ୍କ ଜନ୍ମ । ୨୦୦୬ ମସିହାରେ ସେ ଉତ୍କଳ!-->…
