Odia News Portal

ଅପରେସନ ପରେ ବି ଖାଉନି ଖାଦ୍ୟ, ମୃତ୍ୟୁ ସହ ଲଢୁଛି ୫ ବର୍ଷର ହାତୀ ଛୁଆ

ମୃତ୍ୟୁ ସହ ଲଢେଇ କରୁଛି ହାତୀ ଛୁଆ । ଶିକାରୀ ମାନେ ବନ୍ୟଜନ୍ତୁ ଶିକାର ପାଇଁ ପକାଇଥିବା ବମ ଖାଇଦେବାରୁ ହାତୀ ଛୁଆର ଜୀବନ ଏବେ ସଂକଟରେ । ଓଏୟୁଟିର ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତର ହାତୀଛୁଆର ଅପରେସନ କରି ଯାଇଥିଲେ ମଧ୍ୟ ଖାଦ୍ୟ ଖାଉନଥିବାରୁ ଏହି ହାତୀଛୁଆର ଜୀବନ ଏବେ ସଂକଟରେ ପଡିଯାଇଛି ।

କରୋନାର ଶେଷ ନୁହେଁ ଓମିକ୍ରନ ଆଗକୁ ଆହୁରି ଆସିପାରେ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ସାରା ବିଶ୍ୱରେ ବଢ଼ୁଥିବା ଓମିକ୍ରନ ମାମଲାକୁ ଲକ୍ଷ୍ୟ କରି ଟିକାକରଣକୁ ଜୋରଦାର କରିବା ଏବଂ ମାସ୍କ ପିନ୍ଧିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୈଷୟିକ ବିଭାଗ ମୁଖ୍ୟ ମାରିଆ ଭ୍ୟାନ୍ କ୍ରେକୋଭେ କହିଛନ୍ତି ଯେ, ଓମିକ୍ରନ

ରାଜଧାନୀ ରେ ପାଇକ ମେଳି

ରାଜଧାନୀରେ ପାଇକ ମେଳି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଓ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ପାଇକ ରେଜିମେଣ୍ଟ ଗଠନ ଦାବିରେ ମେଳି। ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ହସ୍ତାନ୍ତର କରିବା ପାଇଁ ଓଡ଼ିଶା ପାଇକ ଏକାଡ଼େମୀର ଦାବି। ଏନେଇ ଭୁବନେଶ୍ଵର କଳ୍ପନା

ଗଛରୁ ଉଦ୍ଧାର ହେଲା ଭାଲୁ

ଦୀର୍ଘ ୩୦ ଘଣ୍ଟା ଗଛରେ ରହିବା ପରେ ଶେଷରେ ଗଛରୁ ଉଦ୍ଧାର ହେଲା ଭାଲୁ । ଉମରକୋଟ ଓ ନବରଙ୍ଗପୁର ବନ ବିଭାଗର ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗଛରୁ ଉଦ୍ଧାର ହେଲା ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ଗ୍ରାମରେ ଖାଦ୍ୟ ଅନ୍ୱେଷଣରେ ଆସି ଗଛରେ ଚଢ଼ି ଯାଇଥିବା ଭାଲୁକୁ

ଗାନ୍ଧୀମାର୍ଗରେ ସାଧାରଣତନ୍ତ୍ର ଦିବସ ପାଇଁ ରିହର୍ସଲ

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ ରିହରସେଲ। କୋଭିଡ଼ କଟକଣାରେ ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି ପରେଡ଼୍। ପୋଲିସ ଡିଜି ସୁନିଲ୍ ବଂଶଲ ଆଜିର ଫୁଲ ଡ୍ରେସ ରିହରସେଲକୁ ନୀରକ୍ଷଣ କରିଥିଲେ। ଏଥର ପରେଡ଼ରେ ୧୦ ଟି କଣ୍ଟିଜେଣ୍ଟ ଭାଗ ନେବେ। ଏଥିରେ ୩ ଟି ବ୍ରାସ ବ୍ରାଣ୍ଡ ସହ

ଚିନ୍ତା ବଢାଉଛି ଓମିକ୍ରନର ସବ୍ ଭାରିଆଣ୍ଟ

ଦେଶରେ ଚିନ୍ତା ବଢାଇଲା ଓମିକ୍ରନର ସବ୍‌ -ଭାରିଆଣ୍ଟ BA. ୨ । ଭାରତରେ ବର୍ତ୍ତମାନ ସୁଦ୍ଧା ଏହି ଭାରିଆଣ୍ଟ ଜରିଆରେ ୫୩୦ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । କେବଳ ଭାରତ ନୁହେଁ ବିଶ୍ବର ୪୦ ଦେଶରେ BA.୨ ମାତିଲାଣି । ପ୍ରଥମେ ଗତ ଡିସେମ୍ବର ୬ରେ ଏହି ଭାରିଆଣ୍ଟର ସଂକ୍ରମଣ ସୂଚନା

ଢେଙ୍କାନାଳ ଜିଲ୍ଲା କୋର୍ଟ ତିନି ଦିନ ପାଇଁ ସିଲ୍

ଢେଙ୍କାନାଳ ଜିଲ୍ଲା କୋର୍ଟ ପରିସରକୁ ଜିଲ୍ଲା ପ୍ରଶାସନ ତିନି ଦିନ ପାଇଁ ସିଲ୍ କରିଛି। କୋର୍ଟ ପରିସରରେ କିଛି ଜଜଙ୍କ ସମେତ ଦଶରୁ ଉର୍ଦ୍ଧ୍ବ କରୋନା ଚିହ୍ନଟ ହେବା ପରେ ପ୍ରଶାସନ ଏହି ନିଷ୍ପତି ନେଇଛି। ଆଜିଠାରୁ ତିନି ଦିନ ପାଇଁ କୋର୍ଟ ସିଲ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ

ରାଜ୍ୟରେ ଦଶମ ଓ ଦ୍ୱ।ଦଶ ପରୀକ୍ଷା ଠିକ୍ ସମୟରେ ହେବ :ସମୀର ଦାଶ

ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଠିକ ସମୟରେ ହେବା ସମ୍ଭାବନା। ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଯଥେଷ୍ଟ ଆଶାବାଦୀ। ଦଶମ ସମ୍ମଟେଭି ପରୀକ୍ଷା ସରିଛି। ପରୀକ୍ଷା ଠିକ୍

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କରୋନା

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନା ପଜିଟିଭ୍ । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ନିରଞ୍ଜନ । ସଂକ୍ରମିତ ଚିହ୍ନଟ ହୋଇ ସେ ଏବେ ଚିକିତ୍ସିତ ହେଉଛନ୍ତି । ଗତ କିଛିଦିନରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି କରୋନା ପରୀକ୍ଷା କରିବା ସହିତ

ପୁରୀରେ ଲଜ୍ୟା

ପୁରୀ: ପୁରୀରେ ଶିଶୁ କନ୍ୟାକୁ ଦୁଷ୍କର୍ମ । ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି ପୀଡିତା । ସୂଚନା ଅନୁସାରେ ଗତକାଲି ନାବାଳିକା ଜଣକୁ ଛାତ ଉପରେ ଏକୁଟିଆ ଦେଖି ସେହି ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ