Odia News Portal

୨୨ରେ ବାତ୍ୟା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଓଡିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ଏହା ବାଙ୍ଗଲାଦେଶ ଆଡକୁ ମୁହାଁଇବ । ଆସନ୍ତା ୨୨ ତାରିଖରେ ଏହା ବାତ୍ୟାର ରୂପ ନେବ । ୨୩ ତାରିଖ ପୂର୍ବାହ୍ନରେ ବାଙ୍ଗଲାଦେଶରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଓଡିଶା ଉପରେ ଏହାର କୌଣସି…

ଶିକ୍ଷାନୁଷ୍ଠାନରେ ହିଜାବ କଟକଣାକୁ କାଏମ ରଖିଲେ କର୍ଣ୍ଣାଟକ ହାଇକୋର୍ଟ

ହିଜାବକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କ ବହୁ ପ୍ରତୀକ୍ଷିତ ରାୟ ଆସିଛି। ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ କଟକଣାକୁ ହାଇକୋର୍ଟ କାଏମ ରଖିଛନ୍ତି । ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ ହିଜାବ ଇସଲାମରେ ଅନିର୍ବାଯ୍ୟ ନୁହେଁ ଏବଂ…

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୬ ଦିନିଆ ଅଧିବେଶନ। ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଦିନ ୧୧ଟା ୩୦ରେ ବସିବ ବୈଠକ। ବିଧାନସଭାର ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ। ଅଧିବେଶନରେ ପ୍ରଶ୍ନକାଳ,…

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ । ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ୍ ଚଢାଉ । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ନବରଙ୍ଗପୁର ବାସଭବନ ସହ, ମାଲକାନଗିରି କାର୍ୟ୍ୟାଳୟ ବାସଭବନ ଏବଂ ବିଶାଖାପାଟଣାରେ ଚାଲିଛି ରେଡ୍ । ଆୟ ବହିର୍ଭୂତ…

ସମ୍ କୋଭିଡ୍ ଯୋଦ୍ଧା କମଳିନୀ ମଲ୍ଲିକଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ

ଭୁବନେଶ୍ୱର:ସମ୍ କୋଭିଡ୍ ହସ୍ପିଟାଲର କୋଭିଡ୍ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “କଳିଙ୍ଗ ବିରାଙ୍ଗନା”ସମ୍ମାନରେ ସମ୍ମାନିତ କରାଯାଇଛି । ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ…

ରଙ୍ଗର ପର୍ବରେ ‘ରଙ୍ଗିଲା’

ଓଟିଟି ପ୍ଲାଟ୍ଫର୍ମର କଞ୍ଚାଲଙ୍କାରେ ନୂତନ ସୋ ‘ରଙ୍ଗିଲା । ଏହି ସୋ ଟି ମାର୍ଚ୍ଚ ୧୮ ତାରିଖରୁ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ପ୍ରସାରଣ ହେବ। ହୋଲି ଉତ୍ସବରେ ଆୟୋଜିତ ଏହି କାହାଣୀରେ ହୋଲିର ରଙ୍ଗ ଭିତରେ ବିଭିନ୍ନ ପ୍ରକାରର ରଙ୍ଗର ଭାବପ୍ରବଣତା ଓ ଅଭିନୟ ଦେଖିବାକୁ ମିଳିବ। ଏହିପରି…

ଦିନ ୧୧ ଟା ରୁ ୩ ଟା ଗଡିବନି ବସ୍

ହିଟଓ୍ୱେଭ୍ ମୁକାବିଲା ଲାଗି ପରିବହନ ବିଭାଗର ମାର୍ଗଦର୍ଶିକା । ଦିନ ୧୧ଟାରୁ ୩ଟା ଯାଏ ଗଡ଼ିବନି ବସ୍ । ବସରେ ରହିବ ବିଶୁଦ୍ଧ ପାନୀୟ ଜଳ ଏବଂ ଓଆରଏସ । ବସଷ୍ଟପରେ ରହିବ ବିଶ୍ରାମଗାର, ଖୋଲିବ ଜଳଛତ୍ର । ବସରେ ଗହଳିକୁ ବାରଣ କରାଯାଇଛି । ଜାତୀୟ ରାଜପଥରେ ଖୋଲିବ ଓ୍ୱାଟର କିସ୍କକୋ । ପରିବହନ…

ଆସିଲା ମାଟ୍ରିକ ପରୀକ୍ଷାର କାର୍ଯ୍ୟସୂଚୀ

ମାଟ୍ରିକ ପରୀକ୍ଷା ପାଇଁ କାର୍ୟ୍ୟସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ବୋର୍ଡ । ୨୯ ଅପ୍ରେଲରୁ ୭ ମେ ଯାଏଁ ପରୀକ୍ଷା କରାଯିବ । ପ୍ରତି ବିଷୟରେ ୩୦ ମାର୍କ ସବଜେକଟିଭ୍ ଏବଂ ୫୦ ମାର୍କ ଅବଜେକଟିଭ୍ ରହିବ । ମୋଟ ୮୦ ନମ୍ବରର ପରୀକ୍ଷା ପାଇଁ ସମୟ ଅବଧି ଦୁଇଘଣ୍ଟା ରହିବ । କେବଳ ଗଣିତ ପାଇଁ ୨…

ପତ୍ନୀ ମହିଳା ନୁହଁନ୍ତି,ସୁପ୍ରିମକୋର୍ଟରେ ସ୍ୱାମୀ

ବାହାଘର ପରେ ପତ୍ନୀଙ୍କ ସହ ମିଶିବା ପାଇଁ ସ୍ବାମୀ ଚାହୁଁଥିଲେ । କିନ୍ତୁ ବାହାନା ଦେଖାଇ ସ୍ତ୍ରୀ ଆଡଛଡା ହେଉଥିଲେ । ପିରିଅଡ୍ସ ହୋଇଛି କହି ସ୍ବାମୀଙ୍କ ସହ ଯୌନ ସଂପର୍କ ରଖିବାକୁ ମନା କରିଦେଇଥିଲେ । ଏମିତିକି କିଛିଦିନ ପାଇଁ ପତ୍ନୀ ବାପଘରକୁ ପଳାଇଲେ । ବାପଘରୁ ଫେରିଲା ପରେ ବି ସ୍ବାମୀଙ୍କ…

ବିଜେଡିର ୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା : ସୁପ୍ରିମୋ ନବୀନଙ୍କୁ ଶ୍ରେୟ ଦେଲା ଦଳ

ପଞ୍ଚାୟତ ନିର୍ବାଚନରେ ବିଜେଡିର ମହିଳା ପ୍ରାର୍ଥୀଙ୍କ ସଫଳତା । ୭୦ ପ୍ରତିଶତ ମହିଳା ପ୍ରାର୍ଥୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନରେ ୮୦ ପ୍ରତିଶତରୁ ଅଧିକ ଆସନ ବିଜେଡି ଜିତିଛି । ଏହା BJD ର ଏକ ଐତିହାସିକ ବିଜୟ । ଏହାକୁ ହିଁ ପରିବର୍ତ୍ତନ…