Odia News Portal

୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ ; ବାତ୍ୟାର ରୂପ ନେବା ସମ୍ଭାବନା ନାହିଁ

ଖରାଦିନେ ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏଭଳି ପୂର୍ବାନୁମାନ କରୁଛନ୍ତି । ଏବେ ଭାରତ ମହାସାଗରର ବିଷୁବରେଖା ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେ ଧୀରେ ଘନୀଭୂତ ହେବ । ୨୦ ତାରିଖ ବେଳକୁ…

ଚୀନ୍‌ରୁ ଋଷ ମାଗିଛି ସଶସ୍ତ୍ର ଡ୍ରୋନ୍

ଆମେରିକା ଅଭିଯୋଗ କରିଛି ଯେ, ଋଷ- ଚୀନ୍ ଠାରୁ ଅସ୍ତ୍ରଶସ୍ତ୍ର ସଜ୍ଜିତ ଡ୍ରୋନ ମଗାଇଛି ଏବଂ ଏହାକୁ ନେଇ ଆାମେରିକା ତାର ସହଯୋଗୀ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକୁ ଚେତାବନୀ ଦେଇ ସାରିଛି। ବ୍ଳୁମବର୍ଗର ରିପୋର୍ଟ ମୁତାବକ ଆମେରିକାର କହିବା କଥା ହେଲା, ଫେବୃଆରୀ ଶେଷ ବେଳକୁ ଋଷ-ଚୀନ୍ ଠାରୁ…

ଫଟୋଗ୍ରାଫର ମାନସଙ୍କ ହତ୍ୟା ପଛରେ ୱେବ୍ ମାଲିକାଣୀ

ଫଟୋଗ୍ରାଫର ମାନସଙ୍କ ହତ୍ୟା ପଛରେ କଣ ରହିଥାଇପାରେ କାରଣ । କାହିଁକି ଏବଂ କଣ ପାଇଁ ମାନସଙ୍କୁ ହତ୍ୟା କରାଗଲା । ଭୁବନେଶ୍ବର ଉପକଣ୍ଠ ପୁହା କଣ୍ଟିଲୋଠାରେ ଥିବା ଦୟାଲ ବୃଦ୍ଧାଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଚାନ୍ଦବାଲିରୁ ଅପହରଣ କରି ମାନସଙ୍କୁ ଏହି ଆଶ୍ରମର…

ଆକ୍ସନ ମୋଡରେ କମିଶନରେଟ ପୋଲିସ

ଆକ୍ସନ ମୋଡରେ କମିଶନରେଟ ପୋଲିସ । ସାଇଲେନ୍ସର ମୋଡିଫିକେଶନ ସୋ’ ରୁମରେ ଚଢଉ । ପୁରୀ-କଟକ ରୋଡରେ ଥିବା ସାଇଲେନ୍ସର ସୋ’ ରୁମରେ ଚଢଉ କରିଛି କମିଶନରେଟ ପୋଲିସ । ୨୭ଟି ସାଇଲେନ୍ସର ଜବତ ହୋଇଛି । ଏହାପରେ ରାଜଧାନୀର ସମସ୍ତ ମୋଡିଫିକେସନ ସୋ’ ରୁମରେ ଚଢାଇ କରିବ ଟିମ୍ । ଗତ ରବିବାର ୧୧ଟି…

୧୩,୫୦୦ ସୈନିକକୁ ମାରିଲାଣି ୟୁକ୍ରେନ ସେନା

ରୁଷ-ୟୁକ୍ରେନ ମଧ୍ୟରେ ଏବେବି ଚାଲିଛି ଘମାଘୋଟ ଲଢେଇ । ତେବେ ୟୁକ୍ରେନର ସେନା ଦାବି କରିଛନ୍ତି ଯେ, ଏବେ ସୁଦ୍ଧା ସେ ରୁଷର ୧୩,୫୦୦ ସୈନିକକୁ ମାରିଛନ୍ତି । ଗତ ୨୪ ଘଣ୍ଟାରେ ରୁଷର ୪ ହେଲିକପ୍ଟର , ଗୋଟିଏ ବିମାନ ସହିତ ଲଢୁଆ ବିମାନକୁ ନଷ୍ଟ କରିଦେଇଛନ୍ତି ବୋଲି ୟୁକ୍ରେନ ସେନା କହିଛି । ବିଗତ…

ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା

ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା ଅଧିବେଶନ । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଧାୟକଙ୍କ ବସିବା ପାଇଁ ସ୍ଥାନ ନିରୂପଣ କରାଯାଇଛି। ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ବିଧାୟିକା ଏବଂ କର୍ମଚାରୀଙ୍କ ସମେତ ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ହେବ । ୫ ଘଣ୍ଟା ରହିବ ବିଧାନସଭା…

ଗାନ୍ଧୀ ପରିବାର ଉପରେ ସିବଲଙ୍କ ବଡ ହମଲା

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ହାରିବା ପରେ କଂଗ୍ରେସରେ ଉଠିଛି ବିରୋଧର ସ୍ଵର। କିଛି ନେତା ଗାନ୍ଧୀ ପରିବାର ହାତରେ କଂଗ୍ରେସର ନେତୃତ୍ଵ ରହିବା ଉଚିତ୍ ବୋଲି କହୁଥିବା ବେଳେ ଆଉ କିଛି ନେତା ଖୋଲାଖୋଲି ଗାନ୍ଧୀ ପରିବାରକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ଗାନ୍ଧୀ ପରିବାର…

ହୋଲି ପରେ ଗୋଆରେ ଗଠନ ହେବ ନୂଆ ସରକାର

ପ୍ରମୋଦ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ । ଅର୍ଥାତ ଦ୍ୱିତୀୟଥର ପାଇଁ ସେ ଗୋଆର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ପ୍ରତି ଦଳର ୨୦ ବିଧାୟକଙ୍କ ମଧ୍ୟରୁ ୧୭ ଜଣଙ୍କ ସମର୍ଥନ ରହିଛି । କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ହୋଲି ପରେ ଗୋଆରେ ନୂଆ ସରକାର ଗଠନ ହେବ ।…

ରସିକିଆ ଡାକ୍ତରଙ୍କ ପ୍ରଥମ ସ୍ତ୍ରୀଙ୍କୁ ପଚରାଉଚରା କରୁଛି ପୋଲିସ

ଆଉ ଲୁଚିଛି କେତେ ରହସ୍ୟ । ଖୋଲତାଡ଼ କରୁଛି ପୋଲିସ । ଏହିକ୍ରମରେ ଆଜି ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଛନ୍ତି ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ । ଖବର ଅନୁଯାୟୀ, ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ…

ମିଜାଇଲ୍ ମିସ୍ ଫାୟାର୍ : ଉଚ୍ଚସ୍ତରୀୟ ତଦନ୍ତ କରୁଛି ଭାରତ

ଭାରତୀୟ ମିଜାଇଲ ମିସ୍ ଫାୟାର ହେବା ଏବଂ ପାକିସ୍ତାନରେ ପଡିବା ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ସରକାର । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗତ 9 ତାରିଖ ଦିନ ରକ୍ଷଣବେକ୍ଷଣ ଓ ତଦାରଖ ସମୟରେ ଭୁଲ୍ ବଶତଃ ଏକ ମିଜାଇଲ୍…