Odia News Portal

ଟାଇମସ ମାନ୍ୟତା: ପୂର୍ବ ଭାରତରେ ସମ୍ ହସ୍ପିଟାଲ୍ ୩ୟ, ଭୁବନେଶ୍ୱରରେ ଶ୍ରେଷ୍ଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୁକ୍ରବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ମଲ୍ଟ ି ସ୍ପେଶିଆଲିଟି ହସ୍ପିଟାଲ୍ ର୍ୟାଙ୍କିଙ୍ଗ୍ରେ ପୂର୍ବାଂଚଳରେ ତୃତୀୟ ସ୍ଥାନରେ ସ୍ଥାନୀତ ହୋଇଛି । ଏହି

ସମ୍ ଶିଶୁଶଲ୍ୟ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱ ର : ଶି ଶୁମାନେ କିଭଳି ସୁରକ୍ଷିତ ରହିବେ ସେ ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇଛନ୍ତି ସମ୍ ଡାକ୍ତର । ଘରେ, ସ୍କୁଲ୍ରେ ଓ ରାସ୍ତାରେ ସେମାନଙ୍କ ସହିତ ଯେଭଳି କୋ÷ଣସି ଅଘଟଣ ନ ଘଟେ ସେ ନେଇ ଉଭୟ ଅଭିଭାବକ ଓ ଶିଶୁମାନଙ୍କୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡି କାଲ୍ ସାଇନସେସ୍ ଆଣ୍ଡ

ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ମୟୂରଭଞ୍ଜ: ସାତ ଜନ୍ମ ଲାଗି ସାଥୀ ହୋଇ ରହିବା ଲାଗି ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲା । ସୁଖ ଦୁଃଖର ସାଥୀ ହେବା ସହ ଜୀବନ ସାରା ସୁରକ୍ଷା ଦେବା ଲାଗି କହିଥିଲା । କିନ୍ତୁ ନିଜେ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ବେତନଟୀ

ଜେଲରୁ ଖସି ଆସୁଥିଲେ କଏଦୀ, ମାଡ଼ି ବସିଲେ ସୁରକ୍ଷା କର୍ମୀ

ଭଦ୍ରକ: ବିଚାରାଧିନ କଏଦୀ ଜେଲରୁ ଖସି ଆସୁଥିଲେ । ଜେଲରୁ ବିଚାରାଧୀନ ବନ୍ଦୀଙ୍କ ଫେରାର ଉଦ୍ୟମ। ପାଇଖାନା ଟାଙ୍କିର ପାଇପ ଦେଇ ସେ ଖସିଯାଇଥିବା ବେଳେ ତାଙ୍କୁ ଅଧା ବାଟ ରେ ମାଡିବସିଲେ ଜେଲର ସୁରକ୍ଷା କର୍ମୀ। ସିସିଟିଭି ରେ କଏଦ ହୋଇଛି ଭିଡିଓ। ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ରୁ ବନ୍ଦୀ

ଗ୍ୟାସ ରାଜନୀତି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଗ୍ୟାସ ସିଲିଣ୍ଡକୁ ନେଇ ଏବେ ଆରମ୍ଭ ହୋଇଛି ରାଜ୍ୟରେ ରାଜନୀତି । ଗ୍ୟାସ ସିଲିଣ୍ଡ ପିଛା ୪୦୦ ଟଙ୍କାର ସବସିଡି ଦେବା ଲାଗି ବିଜେଡି ଦାବି କରିଛି । ଏନେଇ କେନ୍ଦ୍ର ସରକାରଙ୍କ ବିରୋଧରେ

ଖୁଡ଼ିକୁ ନେଇ ପୁତୁରା ଫେରାର

ଜୟପୁର: ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ତାହା ଜଣା ପଡେନାହିଁ । ପ୍ରେମ ଦେଖେ ନା ବୟସର ତାରତମ୍ୟ କି ଜାତି ଧର୍ମ । ପ୍ରେମରେ ପଡ଼ିବା ପରେ ମଣିଷ ଅନ୍ଧ ପାଲଟି ଯାଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ । ଭରତପୁର ଅଞ୍ଚଳର ଜଣେ ଯୁବକ ନିଜ ଖୁଡ଼ିକୁ ନେଇ

ଢେଙ୍କାନାଳବାସୀ ପାଇଲେ ସ୍ମାର୍ଟକାର୍ଡ

ଢ଼େଙ୍କାନାଳ: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ଢେଙ୍କାନାଳ। ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ ଢେଙ୍କାନାଳରେ ମଧ୍ୟ ଆରମ୍ଭ ହୋଇଛି। ଢେଙ୍କାନାଳ ରେ BSKYର ସ୍ମାର୍ଟ କାର୍ଡକୁ ନିଜ ହାତରେ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଦେଢ଼ କୋଟି ଟଙ୍କାର ସାପ ବିଷ ଜବତ

ଦେବଗଡ଼: ସାପ ବିଷ ସ୍ମଗଲିଂ ରାକେଟର ପର୍ଦ୍ଦାଫାଶ କରିଛି ଦେବଗଡ ଜିଲ୍ଲା ରିଆମାଳ ଥାନା ପୋଲିସ । ସାପ ବିଷ ବିକ୍ରି କରିବାକୁ ଉଦ୍ୟମ କରୁଥିବା ୨ ଜଣଙ୍କୁ ଗିରଫ କରିଛି । ଗ୍ରାହକ ସାଜି ଖୁବ୍ ଚତୁରତାର ସହ ଦୁଇ ସାପ ବିଷ ବିକ୍ରେତାଙ୍କୁ ଗିଫ କରିଛି ପୋଲିସ । ଦେବଗଡ ଜିଲ୍ଲା ରିଆମାଳ ଥାନା

କୃଷି ଆଇନ୍ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏମିତି କହିଲେ ଟିକାୟତ

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି କି, ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର କରିବା ଲାଗି । ତେବେ ଦୀର୍ଘଦିନ ଧରି ଧାରଣାରେ ବସିଥିବା କୃଷକମାନେ କେବେ ଆନ୍ଦୋଳନରୁ ଓହରିବେ ତାକୁ ଆରମ୍ଭ ହୋଇଛି ଚର୍ଚ୍ଚା । ଏହାରିଭିତରେ ଚାଷୀନେତା ରାକେଶ ଟିକାୟତ ନିଜର ପ୍ରତିକ୍ରିୟାରେ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସହରାଞ୍ଚଳ ଉନ୍ନତିକରଣ ଲାଗି ୫୦୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ତଥା ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷା ଯୋଗୁଁ ସାରା ରାଜ୍ୟରେ ବିଭିନ୍ନ ସହରାଞ୍ଚଳର କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ