Odia News Portal

ରେଳ ଧାରଣା ଉଡ଼ାଇଦେଲେ ମାଓବାଦୀ

ରାଉରକେଲା: ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା – ମୁମ୍ବାଇ  ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ

ପୁଣି ଦୁଲୁକିବ ମଞ୍ଚ

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ । କରୋନା କଟକଣା କାରଣରୁ ରାଜ୍ୟରେ ବନ୍ଦ ରହିଥିବା ସମସ୍ତ ପ୍ରକାରର ସାଂସ୍କୃତିକା କାର୍ୟ୍ୟକ୍ରମକୁ ଅନୁମତି ମିଳିଛି। ଦୁଇବର୍ଷ ହେବ ବନ୍ଦ ରହିଥିଲା ସମସ୍ତ ପ୍ରକାରର ସାଂସ୍କୃତିକ

ଲାଡଲୀ ମିଡିଆ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ସାମାଜିକ ଲିଙ୍ଗଗତ ସମ୍ବେଦନଶୀଳତା ପାଇଁ ଦିଆ ଯାଉଥିବା ‘ଲାଡଲି ମିଡିଆ ଆଣ୍ଡ ଆଡଭଟାଇଜିଂ ଆଓ୍ଵାର୍ଡ ଗ୍ଦକ୍ଟ-୨୦୨୧’ ଆଜି ଅନଲାଇନ୍ ଯୋଗେ ପ୍ରଦାନ କରାଯାଇଛି। ଓଡ଼ିଶାରୁ ତିନି ଜଣ ସାମ୍ବାଦିକ ଏବଂ ସ୍ତମ୍ଭକାର ଏହି ପୁରସ୍କାର ପାଇଛନ୍ତି। ସମ୍ବାଦ ସାମ୍ବାଦିକ ଶୁଭକାନ୍ତ

ଆଜି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ସେବାର ଶୁଭାରମ୍ଭ କରିବେ…

ଭୁବନେଶ୍ୱର: ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ସେବାରେ ସାମିଲ ହେବେ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଜିଲ୍ଲାରେ ଏହି ସେବାର ଶୁଭାରମ୍ଭ କରିବେ । ପ୍ରଥମେ ଅନୁଗୁଳ ଯାଇ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ସେବାର ଶୁଭାରମ୍ଭ କରିବା

ଅତିଥୀଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ବର୍ତ୍ତମାନ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ବଲିଉଡ ଦମ୍ପତି ସାୱାଇ ମାଧୋପୁରର ସିକ୍ସସେନ୍ସ ଦୁର୍ଗରେ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହରେ ସାମିଲ୍ ହୋଇଥିବା ଅତିଥିଙ୍କ ତାଲିକା ମଧ୍ୟ ସାମ୍ନକୁ ଆସିଛି। ଦମ୍ପତିଙ୍କ ବିବାହ

ଅତିଥୀଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ବର୍ତ୍ତମାନ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ବଲିଉଡ ଦମ୍ପତି ସାୱାଇ ମାଧୋପୁରର ସିକ୍ସସେନ୍ସ ଦୁର୍ଗରେ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହରେ ସାମିଲ୍ ହୋଇଥିବା ଅତିଥିଙ୍କ ତାଲିକା ମଧ୍ୟ ସାମ୍ନକୁ ଆସିଛି। ଦମ୍ପତିଙ୍କ ବିବାହ

ସ୍ମରଣଶକ୍ତି ବୃଦ୍ଧି ପାଇଁ କରନ୍ତୁ ଏହି କାମ

ବହୁତ ସମୟରେ କମ ବୟସରୁ ଲୋକେ କଥା, ଜିନିଷ, କାମ କରିବା ଭୁଲିଯାଆନ୍ତି। ଏହି ସମସ୍ୟା ସ୍ମରଣ ଶକ୍ତି କମ ପାଇଁ ହୋଇଥାଏ। ଶରୀରରେ କୌଣସି ଆଘାତ, ରୋଗ କିମ୍ବା ପୋଷକ ତତ୍ୱ କମ ଥିଲେ ଏହି ସମସ୍ୟା ଦେଖାଦିଏ। ଜାଣନ୍ତୁ କିଛି ଘରୋଇ ତରିକା ଯାହାକୁ ଆପଣାଇ ଆପଣ ଏହି ସ୍ମରଣ ଶକ୍ତି ହୀନତା ସମସ୍ୟାରୁ

ନିୟମିତ ବୁଟ ଖାଇବା ଦ୍ୱାରା ଏହି ସବୁ ଫାଇଦା ହୋଇଥାଏ

ପ୍ରାୟ ସମସ୍ତଙ୍କ ଘରେ କଳା ଚଣା ବା ବୁଟ ଖିଆଯାଏ। ଏହାକୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ସକାଳୁ ଗୋଟିଏ ମୁଠା ବୁଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କିନ୍ତୁ ଅଧିକ ମାତ୍ରାରେ ଖାଇଲେ ପେଟ ସମସ୍ୟା ହୋଇପାରେ।

ଟିକା ନେଇ ନଥିଲେ ମିଳିବନି ମଦ

କରୋନା ମହାମାରୀ ବିରୋଧରେ ଲଢିବାକୁ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ତେବେ ଗୁରୁବାର କୋ-ୱିନ୍ ଆପରୁ ମିଳିଥିବା ରିପୋର୍ଟ ଅନୁସାରେ ଦେଶରେ ୧ ଶହ ୧୫ କୋଟି ଲୋକ ଟିକା ନେଇସାରିଲେଣି । ମାତ୍ର କିଛି ଲୋକ ଟିକାର ଉଭୟ ଡୋଜ ବା ଗୋଟିଏ ଡୋଜ ବି ନେଇନାହାନ୍ତି । ସେଥିପାଇଁ ସେମାନଙ୍କୁ ସଚେତନ

ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଦିନ ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ହେଲିକାପ୍ଟର ଯୋଗେ ଅନୁଗୋଳ ଷ୍ଟାଡିୟମରେ ପହଞ୍ଚି BSKY କାର୍ଡ଼ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ଷ୍ଟେଜ ଉପରେ ୫ଟି ବ୍ଲକର ୫ ଜଣଙ୍କୁ କାର୍ଡ ବଣ୍ଟନ କରିବା ସହ ଜିଲ୍ଲାରେ ମୋଟ