Odia News Portal

ଓଡିଶାରେ ଗତ ୨୪ ଘଣ୍ଟାରେ ୩୩୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ଗତ ୫ ଦିନ ହେଲା ୫ହଜାର ତଳେ ରହୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩ ହଜାର ୩୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୪୭ ହଜାର ୨୧୦। ତେବେ ଗତ ୨୪ ଘଣ୍ଟାରେ ଓଡିଶାରେ ୧୮ ଆକ୍ରାନ୍ତଙ୍କ

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଚିଠି

ତେଜିଲା କେନ୍ଦ୍ର-ରାଜ୍ୟ ବିବାଦ, ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ପ୍ରତାପ ଜେନାଙ୍କ ଚିଠି ।। ଆବାସ ଯୋଜନାରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଘର ଯୋଗାଣ ପାଇଁ ବାରମ୍ବାର ଦାବି ହୋଇଥି୍ବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି ।

ଧର୍ମଶାଳାରେ ଶିଶୁ କନ୍ୟା ବିକ୍ରି ଅଭିଯୋଗ

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତର ସାନରାଏପଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜନ୍ମିତ ଶିଶୁକନ୍ୟାକୁ ୧୨ହଜାର ଟଙ୍କାରେ ବିକି ଦେଇଛି ବାପା। ସୂଚନା ମୁତାବକ, ସାନରାଏପଡା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଝିଅ କାଂଚନ ଗତ ୨୭ ତାରିଖ ସକାଳ ୬ଟା ୪୫ରେ ଧର୍ମଶାଳା

ଅନଲାଇନ ଗେମ୍ ରେ ପ୍ରଭାବିତ ହୋଇ ମାଆ ସମେତ ୪ ଜଣଙ୍କୁ ହତ୍ୟା କଲା ପୁଅ

ଲାହୋର: ଅନ୍ ଲାଇନ୍ ଗେମ୍ ହେଲା କାଳ । ପବ୍ଜି ଗେମ୍ରେ ପ୍ରଭାବିତ ହୋଇ ଜଣେ ୧୪ ବର୍ଷୀୟ ବାଳକ କରିଛି ହତ୍ୟା । ନିଜ ପରିବାରର ୪ ଜଣଙ୍କୁ ଗୁଳି ମାରି ହତ୍ୟା କରିଛି । ମୃତକଙ୍କ ମଧ୍ୟରେ ହତ୍ୟାକାରୀର ମାଆ, ୩ ଭାଇଭଉଣୀ ରହିଥିବା ଜଣାପଡ଼ିଛି । ଘଟଣାରେ ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି

ଫେବୃୟାରୀ ୧୫ ରୁ ଯୋରନ୍ଦା ମେଳା

ଆସନ୍ତା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ପର୍ବ ଜୋରନ୍ଦା ମେଳା । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମଗାଦିରେ ଏହି ମେଳା ବେଶ ଧୁମ ଧାମରେ ତିନି ଦିନ ଧରି ପାଳିତ ହୁଏ । ଏହି ମେଳାରେ ସାରା ବିଶ୍ୱର ମହିମା ସାଧୁ

ପେଟ୍ରୋଲ ପକେଇବାକୁ ହେଲେ ଦବାକୁ ପଡିବ ଏହି ଡକ୍ୟୁମେଣ୍ଟ

ପେଟ୍ରୋଲ ଭରିବାକୁ ହେଲେ ଏବେ ଦେଖାଇବାକୁ ପଡ଼ିବ ଜରୁରୀ କାଗଜ ପତ୍ର। ଯଦି ଆପଣଙ୍କ ନିକଟରେ ଏହି ଡକ୍ୟୁମେଣ୍ଟ ନାହିଁ, ତେବେ ଆପଣ ଗାଡ଼ିରେ ତେଲ ଭରିପାରିବେ ନାହିଁ। ଏଥିସହ ଆପଣଙ୍କୁ ଜେଲ ଓ ଜରିମାନା ମଧ୍ୟ ହୋଇପାରେ। ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକାର। ଦେଶର ରାଜଧାନୀ

ପୁଣି ରାଜଧାନୀରେ ମାତିଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ପଥରରେ କାର୍ କାଚ ଭାଙ୍ଗି କଲେ । ଏହି ଘଟଣା ଘଟିଛି ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ । ଗତ ୨୭ ତାରିଖରେ ବିଳମ୍ବିତ ରାତିରେ ଲୁଟେରା ବାଇକରେ ଆସି ଉକ୍ତ କାର ଚାରିପଟେ କିଛି ସମୟ ବୁଲିଥିଲେ । କିଛି ସମୟ କାର ଚାରି ପାଖରେ ବୁଲିବା ପରେ ପଥରରେ

ବନ୍ଦ ହେବ ଖଣ୍ଡଗିରି ମେଳା

ଓଡିଶାରେ କରୋନା ସଂକ୍ରମଣ ଏବେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କିଛି ଦିନ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ କହିଛି ସ୍ୱାସ୍ଥ୍ୟ

ମାଲକାନଗିରି ରେ ପୁଣି ମାତିଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ର ଉନ୍ମତ କାଣ୍ଡ । ତିନଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁ ନିକଟରେ ଘଟିଛି ଏହି ଘଟଣା । ଟ୍ରକ୍ ଗୁଡିକ ଜଗଦଲପୁର ରୁ ରାୟପୁର ଯାଇଥିବା ସମୟରେ ହିରଙ୍ଗିଝାଡ

ଧରାପଡିଲେ ଜାମତାରା ଗ୍ରୁପର ସଦସ୍ୟ

ଝାଡ଼ଖଣ୍ଡର ଜାମତାରା ଗ୍ୟାଙ୍ଗର ପର୍ଦାଫାଶ କରିଛି କ୍ରାଇମ ବ୍ରାଞ୍ଚ। ଓଡ଼ିଶା କ୍ରାଇମବ୍ରାଞ୍ଚର ସାଇବର ଟିମ୍ ହାତରେ ଜାମତାରା ଗ୍ୟାଙ୍ଗର ୩ ଜଣ ସଦସ୍ୟ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ ଏହି ୩ଜଣଙ୍କୁ ରାଜଧାନୀରୁ ଗିରଫ କରିଥିବାର ସୂଚନା ମିଳିଛି। ଭୁବନେଶ୍ୱରରେ ହବ୍ କରି ଜାମତାରା ଗ୍ୟାଙ୍ଗ