Odia News Portal

ଗାନ୍ଧୀ ଧାମ ପୁରୀ ଏକ୍ସପ୍ରେସ ରେ ଭୟଙ୍କର ଅଗ୍ନିକାଣ୍ଡ

ଗାନ୍ଧୀ ଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ମହାରାଷ୍ଟ୍ରର ନନ୍ଦୁରବାରରେ ଟ୍ରେନ୍ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଟ୍ରେନ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍ରେ ନିଆଁ ଲାଗିବା ପରେ ସମସ୍ତ

ନଦୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହତ୍ୟା ସନ୍ଦେହ

ଯୋଡ଼ା : ନଦୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା, ଯୋଡ଼ା ଥାନା ଅନ୍ତର୍ଗତ ବାସୁଦେବପୁର, ବୈତରଣୀ ନଦୀରୁ ଏକ ଅଖାରେ ଭର୍ତ୍ତି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି, ଚମ୍ପୁଆ ଥାନା ଧୋବାକୁଚୁଡା ଗାଁର ୭୨ ବର୍ଷୀୟା ବୃଦ୍ଧା ମଲ୍ଲୀ ନାଏକ । ମୃତକଙ୍କ

ରାଜ୍ୟରେ ପୁଣି ବଢିଲା ଶୀତ ଥରିଲା ଓଡିଶା

ରାଜ୍ୟରେ ବଢିଲା ଜାଡ, ଥରିଲା ଓଡିଶା । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଓଡିଶା ର ୧୦ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ି ଏବଂ ଫୁଲବାଣୀ ସବୁଠାରୁ ଥଣ୍ଡା ସହର। ଏହି ଦୁଇ ସହରରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଛି।

ରାଜ୍ୟରେ କୋଭିଡ ସ୍ଥିତିର ସୁଧାର ଆସୁଥିଲେ ମଧ୍ୟ ଏବେ ବି ବିପଦ ରହିଛି

ଓଡିଶାରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମ ରାଜ୍ୟରେ ଓମିକ୍ରନ ସହ ଡେଲ୍ଟା ଭରିଆଣ୍ଟ ରହିଛି। କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଜଣାପଡ଼ିଛି ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍ଟା ଅଛି। ଯେହେତୁ ଡେଲ୍ଟା

ଭୁବନେଶ୍ୱର ଓ ବ୍ରହ୍ମପୁର ରୁ ମହିଳା ହେବେ ମେୟର

ଜୋର ଧରିଲା ବିଏମସି ନିର୍ବାଚନ ତାତି । ଆସିଲା ୩ ସହର ପାଇଁ ଓ୍ଵାର୍ଡ ତାଲିକା । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଓ୍ଵାର୍ଡ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱର ବିଏମସି ପାଇଁ ୬୭ ଓ୍ଵାର୍ଡ ରହିବ । କଟକ ପାଇଁ ୫୯ ଏବଂ ବ୍ରହ୍ମପୁର ପାଇଁ ରହିବ ୪୨ଟି ଓ୍ଵାର୍ଡରେ

ପୁଣି ଜଳେଶ୍ୱରରୁ ବ୍ରାଉନସୁଗାର ଜବତ କଲା ପୋଲିସ

ପୁଣି ଜଳେଶ୍ବରରୁ ୩୫୦ ଗ୍ରାମର ବ୍ରାଉନସୁଗାର ଜବତ। ଦିନକୁ ଦିନ ଜଳେଶ୍ଵର ଅଞ୍ଚଳରେ ଧଳା ଜହର ବେପାରୀଙ୍କ ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ଏହାକୁ ରୋକ ଦେବା ପାଇଁ ବିଭିନ୍ନ ସମୟରେ ଏସ ଟି ଏଫ , ଅବକାରୀ ବିଭାଗ ଏବଂ ଜଳେଶ୍ବର ପୋଲିସ ଚଢାଉ କରି ବ୍ରାଉନସୁଗାର ଜବତ କରୁଛି। ତଥାପି ଏହା ଉପରେ

ଜାଣନ୍ତୁ ହଳଦୀ ଓ ଲେମ୍ବୁ ର ଉପକାରିତା

ଆମ ଶରୀରକୁ ଅନେକ ଉପାୟରେ ସୁସ୍ଥ ରଖିବାରେ ହଳଦୀ ଏବଂ ଲେମ୍ବୁ ଉପକାରୀ ହୋଇଥାଏ । କିନ୍ତୁ ଆସନ୍ତୁ ଆପଣଙ୍କୁ କହିବା ଯେ ଯଦି ଲେମ୍ବୁ ଏବଂ ହଳଦୀ ଏକାଠି ଖିଆଯାଏ, ତେବେ ଶରୀରରୁ ଅନେକ ସମସ୍ୟା ଏବଂ ରୋଗ ଦୂର ହୋଇପାରିବ । ଲେମ୍ବୁ ଏବଂ ହଳଦୀ ର ଲାଭ ଶରୀରରେ ମିଳିତ ସମସ୍ୟା ଠାରୁ ଆରମ୍ଭ କରି

ଆଜି ଅଭିନେତ୍ରୀ ଶ୍ରୁତି ହାସନଙ୍କ ଜନ୍ମଦିନ

ଆଜି ହେଉଛି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୁତି ହାସନଙ୍କ ଜନ୍ମଦିନ। ସେ ଆଜି ତାଙ୍କର ୩୬ ତମ ଜନ୍ମ ଦିବସ ପାଳନ କରୁଛନ୍ତି। ତେବେ ସେ ଜଣେ ଭଲ କଳାକାର । ଏମିତିକି ସେ କେବଳ ସାଉଥ୍ ଫିଲ୍ମରେ ନୁହେଁ ବଲିଉଡର ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଶ୍ରୁତି ହାସନଙ୍କୁ ନେଇ ଆଉ କଥା ମଧ୍ୟ

ଫେବୃଆରୀ ପହିଲାରୁ ମିଳିବ ଜଗା ଦର୍ଶନ

ଦୀର୍ଘ ଦିନର ଅପେକ୍ଷା ପରେ ଭକ୍ତଙ୍କ ଲାଗି ଖୁସି ଖବର ମିଳିବ ଜଗା ଦର୍ଶନ । ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର । କୋଭିଡ ପ୍ରଟୋକଲ ମାନି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି । ଏ ନେଇ ପ୍ରେସମିଟରେ ସୂଚନା

ପଞ୍ଜାବରେ ହେବ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା

ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପାର୍ଥୀ କିଏ ହେବ ସେ ନେଇ ଚର୍ଚ୍ଚା । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏହି ପ୍ରଶ୍ନକୁ ନେଇ କଂଗ୍ରେସକୁ ଘେରିଛନ୍ତି । ରାହୁଲ ଗାନ୍ଧୀ ଗତକାଲି ପଞ୍ଜାବ ଯାଇଥିବାବେଳେ ଏହି ପ୍ରସଙ୍ଗ ପୁଣି ଥରେ ଜୋର ଧରିଛି । ତେବେ ଅତିଶୀଘ୍ର ଏନେଇ ଘୋଷଣା