ବହୁତ ଶୀଘ୍ର ବ୍ୟାପୁଛି ଭାଇରସ୍ ଓମିକ୍ରନ
ଶୀଘ୍ର ବ୍ୟାପୁଛି କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ । ମାତ୍ର ସଂକ୍ରମିତଙ୍କୁ ବେଶି ଗୁରୁତର କରୁନାହିଁ। ଏପରି ରିପୋର୍ଟ ଦେଇଛି ଡଐଙ । ଓମିକ୍ରନ ଟିକାର ପ୍ରଭାବ କମାଇ ଦେଉଛି। ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହୋଉଛନ୍ତି। ମାତ୍ର ସେତେଟା ଗୁରୁତର ହେଉନାହାନ୍ତି।!-->…
