Odia News Portal

ଗାନ୍ଧୀ ଙ୍କୁ ଅସମ୍ମାନ,ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷ୍ୟଟ ବିଦ୍ୟାଳୟ ପରିସରରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ କରିଛନ୍ତି ଅସମ୍ମାନ । ଏଠାରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଦୃବୁତ୍ତ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ, ଦୁଇ ବର୍ଷ ହେବ ଏହି

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତୁଣୀର ସନ୍ଦେହଜନକ ମୃତ୍ୟୁ

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପାଙ୍କ ନାତୁଣୀଙ୍କର ସନ୍ଦେହଜନକ ମୃତ୍ୟୁ । ମାତ୍ର ୩୦ ବର୍ଷୀୟ ସୈନ୍ଦର୍ୟ୍ୟାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେଣ୍ଟ୍ରାଲ ବେଙ୍ଗାଳୁରୁର ବସନ୍ତନଗର ଆପାର୍ଟମେଣ୍ଟରେ ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ଉଦ୍ଧାର

ଉଦ୍ଧାର ହୋଇଛନ୍ତି ଦାଦନ ଶ୍ରମିକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କୁ ବାହାରକୁ ଚାଲାଣ କରୁଥିବା ସର୍ଦ୍ଦାର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଦାଦନ ଶ୍ରମିକ ମାନେ ଲାଠୋର ଥାନା ଓ ପାଟଣାଗଡ଼ ଥାନା ଅଞ୍ଚଳ ର ବିଛିଲିବାହାଲ ଓ ଯୋଗୀମୁଣ୍ଡା

ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି କମିବାରେ ଲାଗିଛି

ଓଡିଶାରେ କମି କମି ଯାଉଛି କରୋନା ସଂକ୍ରମଣ । କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ରାଜ୍ୟରେ କମିବାରେ ଲାଗିଛି । ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ

ଗିରଫ ହେଲେ କେବିଏନ ଗ୍ୟାଙ୍ଗ ର ମୁଖ୍ୟ

ଶେଷରେ ଗିରଫ ହୋଇଛି ବହୁଚର୍ଚ୍ଚିତ କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା । ୩ ମାସ ପରେ ବୁବୁକୁ ଭୁବନେଶ୍ୱରର ଡେଲଟା ଅଞ୍ଚଳରୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । । ମାରଣାସ୍ତ୍ର ଧରି ଭିଡ଼ିଓ ଭାଇରଲ କରିବା ଓ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ବୁବୁକୁ ଖୋଜୁଥିଲା ପୋଲିସ ।

ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

ମହାରଷ୍ଟ୍ର: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିଓ୍ଵଣ୍ଡି ଅଞ୍ଚଳରେ ଏକ ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ନିଆଁ ଲାଗିଛି। ନିଆଁକୁ ଆୟତ କରିବା ପାଇଁ ଦମକଳ ବାହିନୀ ପକ୍ଷରୁ ୪ଟି ଗାଡି ନିୟୋଜିତ କରାଯାଇଛି। ସୂଚନାଅନୁସାରେ, ଭିଓ୍ଵଣ୍ଡି ଅଞ୍ଚଳରେ ଥିବା ସୁମାରସ ଚାମୁଣ୍ଡା କମ୍ପ୍ଲେକ୍ସରେ ଥିବା ଏକ

ଖୋଲିବ ଶ୍ରୀମନ୍ଦୀର

ଖୋଲିବ ଶ୍ରୀମନ୍ଦିର । କୋଭିଡ୍ ସଂକ୍ରମଣ ଆଶଙ୍କାରେ ବନ୍ଦ ଥିବା ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଜି ନିଷ୍ପତ୍ତି ନିଆଯିବ। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସି ଆଲୋଚନା କରାଯିବ। ଆଜି ଅପରାହ୍ନ ସାଢେ ୪ଟାରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଭିଡିଓ କନଫେରେନସିଂ ମାଧ୍ୟମରେ

ବିବାଦରେ ଅଭିନେତ୍ରୀ ଶ୍ୱେତା ତିୱାରି

ବିବାଦରେ ଅଭିନେତ୍ରୀ ଶ୍ୱେତା ତିୱାରି। ଖାଲି ବିବାଦରେ ନୁହେଁ ଚାରିଆଡୁ ଟ୍ରୋଲ ହେବାରେ ଲାଗିଛନ୍ତି ଶ୍ୱେତା ତିୱାରି । କାରଣ ସେ ଏମିତି କିଛି କହିଦେଇଛନ୍ତି ଯାହାକୁ ନେଇ ସବୁଆଡେ ନିନ୍ଦା କରାଯାଉଛି । ୱେବସିରିଜ ପ୍ରମୋସନରେ ଯାଇ ଫସିଛନ୍ତି ଶ୍ୱେତା । ସୂଚନାଅନୁସାରେ ୱେବସିରିଜର ପ୍ରମୋସନରେ

ରାଜ୍ୟରେ କମୁଛି କରୋନା ସଂକ୍ରମଣ

ଓଡିଶାରେ କମୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫ହଜାର ୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୮.୨୦ ପ୍ରତିଶତ । ୨୪ ଘଣ୍ଟାରେ ୬୧ ହଜାର ୬୩୫ ନମୁନା ପରୀକ୍ଷା ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୧୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୪୯୫, ସୁନ୍ଦରଗଡ଼ରୁ

ଟାଟା ଗ୍ରୁପ୍ ହାତକୁ ଗଲା ଏୟାର ଇଣ୍ଡିଆ

ଟାଟା ଗ୍ରୁପ ହାତକୁ ଗଲା ଏୟାର ଇଣ୍ଡିଆ । ଆଜି ବିଧିବଦ୍ଧ ଭାବରେ ହସ୍ତାନ୍ତର ହୋଇଛି ଏୟାର ଇଣ୍ଡିଆ। । ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଏବଂ ସରକାରଙ୍କୁ ପୂର୍ଣ୍ଣ ରାଶି ପୈଠ କଲାପରେ ଏୟାର ଇଣ୍ଡିଆର ମାଲିକାନା ହାସଲ କରିଛି ଟାଟା ଗ୍ରୁପ୍ । ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍.