ଓଡ଼ିଆ ସଙ୍ଗୀତରେ ବି ଥିଲା ଲତାଙ୍କ ଯାଦୁ
ଆରପାରିରେ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର। ସୁମଧୁର ସ୍ଵର ପାଇଁ ସ୍ଵର କୋକିଳା ନାମରେ ସେ ଥିଲେ ପରିଚିତ। ସଙ୍ଗୀତ ଜଗତକୁ ସେ ଭେଟି ଦେଇଛନ୍ତି ଅନେକ ଗୀତ। ୨୦ଟି ଭାରତୀୟ ଭାଷାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ଗୀତ ଗାଇ ସେ ସୃଷ୍ଟି କରିଛନ୍ତି ଇତିହାସ। ତାଙ୍କର ପରଲୋକରେ ସ୍ତବ୍ଧ!-->…
