Odia News Portal

ଶସ୍ତା ହେବ କରୋନା ଟିକା

ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଥିବା କରୋନା ଟିକା ।ଆଣ୍ଟି-କୋଭିଡ୍ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପ୍ରତି ଡୋଜର ମୂଲ୍ୟ ୨୭୫ ଟଙ୍କାରୁ ଅଧିକ ହେବ ନାହିଁ । ଅତିରିକ୍ତ ସେବା ଚାର୍ଜର ମୂଲ୍ୟ ୧୫୦ ଟଙ୍କା ଲାଗୁ ହେବ । ଉଭୟ ଟିକା ଖୁବ ଶୀଘ୍ର ଭାରତର ଔଷଧ ନିୟାମକଙ୍କଠାରୁ

ପୁରୀରେ ଫୁଟିଲା ବୋମା

ପୁରୀ ସଦର ନିର୍ବାଚନୀ ମଣ୍ଡଳୀରେ ବୋମା ମାଡ। କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ୩ଟି ବୋମାରୁ ଗୋଟିଏ ଫୁଟିଛି ଓ ଅନ୍ୟ ଦୁଇଟି ଅଫୁଟା ରହିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ୍ ତଦନ୍ତ ଜାରି ରଖିଛି ।

କୋକୋ ରହିବ ଜଙ୍ଗଲରେ

ଶେଷରେ ଜଙ୍ଗଲକୁ ଗଲା ଶୁଆ କୋକୋ। ଜଙ୍ଗଲରେ କୋକୋକୁ ଛାଡ଼ିଲା ବନବିଭାଗ। ଭୁବନେଶ୍ୱର ପାତ୍ରପଡ଼ା ନଲେଜ ସେଣ୍ଟରରେ ଶୁଆକୁ ଛାଡ଼ିଛି ବନବିଭାଗ। ଶୁଆକୁ କଟକ ତୁଳସୀପୁର ଅଞ୍ଚଳର ସସ୍ମିତା ବେହେରା ପୋଷିଥିଲେ। ପିଞ୍ଜରାରେ ନରଖି ଖୋଲାରେ ପାଳିଥିଲେ । କୋକୋକୁ ନିଜ ପିଲା ଭଳି ସ୍ନେହ କରୁଥିଲେ । ମୁକ୍ତ

କାଲିଠାରୁ ବଢିବ ଜାଡ,ଥରିବ ଓଡିଶା

କାଲିଠୁ ବଢିବ ଶୀତ ଶୀତ ଲହରୀ । ଥରିବ ଓଡ଼ିଶା । ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଶୀତ ବଢ଼ିବ । ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୨୮ ରୁ ୨୯ ତାରିଖ ସକାଳ

ରାଜ୍ୟରେ କମି କମି ଯାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୭ ହଜାର ୪୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଓଡିଶାରେ ୫ ହଜାର ୯୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୪୧୯ ଜଣ ଚିହ୍ନଟ

ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଯୋରଦାର ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଯୋରଦାର ପ୍ରଚାର କାର୍ଯ୍ୟକ୍ରମ । ପଞ୍ଚାୟତ ପରୀକ୍ଷା ପାଖେଇ ଆସୁଥିବାରୁ ତତ୍ପର ନେତା ଓ ଜନତା । ଗାଁ ଗାଁରେ ପୋଷ୍ଟର, ବ୍ୟାନର ଛାଇଗଲାଣି । କରୋନା କଟକଣା ଯୋଗୁଁ ସାଧାରଣ ସଭା, ଶୋଭାଯାତ୍ରା ଉପରେ ଅଙ୍କୁଶ ଥିବାରୁ ଡୋର୍ ଟୁ ଡୋର୍

ସୁନ୍ଦର ପିଚାଇଙ୍କ ବିରୋଧରେ ଥାନାରେ ଏତଲା

ଗୁଗଲ୍ ସିଇଓଙ୍କ ବିରୋଧରେ ଥାନାରେ ଏତଲା ରୁଜୁ ହୋଇଛି । ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ବିରୋଧରେ ଏତଲା ରୁଜୁ କରିଛି ମୁମ୍ବାଇ ପୋଲିସ । ଏକ ଅଦଲାତଙ୍କ ଆଦେଶ କ୍ରମେ ମୁମ୍ବାଇ ପୋଲିସ ପିଚାଇଙ୍କ ବିରୋଧରେ କପି ରାଇଟ୍ ଧାରାରେ ଏଫଆଇଆର୍ ରୁଜୁ କରିଛି । ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ

ଟ୍ରକ ଧକ୍କାରେ ଓଲଟିଲା କାର୍

ଢେଙ୍କାନାଳ: ଢେଙ୍କାନାଳ ଜିଲା ସଦର ଥାନା ବାରଦା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମିନିଟ୍ରକ୍ ସହିତ ଧକ୍କା ଦେଇଥିଲା । ଏଥିରେ କାର୍ଟି ରାସ୍ତା ତଳକୁ

ସାଙ୍ଗଙ୍କ ଅଶ୍ଲୀଳ ଭିଡିଓ ଭାଇରାଲରେ ଅଭିଯୁକ୍ତ ଗିରଫ

ମହିଳା ସାଙ୍ଗଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡିବା ପଡିଲା ମହଙ୍ଗା । ପୁରୀ ସାଇବର କ୍ରାଇମ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗ୍ରାମର ସରୋଜ କୁମାର ସାହୁ। ଅଭିଯୁକ୍ତ ସରୋଜ ପୁରୀରେ ଥିବା ତାଙ୍କର ଜଣେ ମହିଳା ବନ୍ଧୁଙ୍କ

ଜମି ବାଡି ବିବାଦକୁ ନେଇ ମାଆକୁ ହତ୍ୟା କଲା ପୁଅ

ରାକ୍ଷାସ ସାଜିଲା ପୁଅ । ସମ୍ପତ୍ତି ପାଇଁ ବୃଦ୍ଧା ମାଆକୁ କଟୁରୀରେ ହାଣି ମାରିଦେଲା ପୁଅ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଶ୍ରୀବିହାର କଲୋନୀରେ । ମୃତକ ହେଲେ ପରେଶ କୁମାରୀ ଦେବୀ । ସେ କନିକା ରାଜାଙ୍କ ନାତୁଣି ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁଅ ଗୋପାଳ