Odia News Portal

ବିଜେପି ଇଶାରାରେ କାମ କରୁଛନ୍ତି କଂଗ୍ରେସ ନେତା ଭକ୍ତ ଦାସ: ବିଜେଡି

ଭୁବନେଶ୍ୱର: ବିଗତ ଦୁଇ ଦିନର ସାମ୍ବାଦିକ ସମ୍ମିଳନୀରେ ଆମେ କହିଥିଲୁ ଯେ ଓଡିଶା କଂଗ୍ରେସ ହେଉଛି ଓଡିଶା ବିଜେପିର ବି-ଟିମ୍ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଓଡିଶା କଂଗ୍ରେସ କିମ୍ବା ଓଡିଶା ବିଜେପି କେହି ଏହାକୁ ଖଣ୍ଡନ କରିନାହାଁନ୍ତି । ସେମାନଙ୍କର ନିରବତା ଆମର ବିବୃତ୍ତିକୁ ପ୍ରମାଣ

ପ୍ରମୋଦ ଭଗତଙ୍କୁ ଖେଳରତ୍ନ

ଭୁବନେଶ୍ୱର: ଓଡିଶାର ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ମିଳିଛି । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଜାଭଲିନ

ମହଙ୍ଗା ପଡ଼ିଲା ଭାଉଜ ପ୍ରେମ, ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ

ମୟୂରଭଞ୍ଜ: ମାଡ଼, ନିର୍ଘାତ ମାଡ଼ । ଗାଇଗୋରୁ ଭଳି ମାଡ଼ ମାରିଲେ ଆଉ ଖୁଣ୍ଟରେ ବାନ୍ଧିଦେଲେ । ଭାଉଜ ପ୍ରେମରେ ବାଇଆ ହୋଇ ଧାଇଁ ଆସିଥିଲେ । ଧରା ପଡ଼ିବା ପରେ ହିନସ୍ତା ହେଲେ ଯୁବକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଘୋଷଦା ଗାଁରେ ଘଟିଛି ଏଭଳି ଘଟଣା । ତେବେ ଧରା ହୋଇଥିବା ଯୁବକ ଜଣକ ବିବାହିତ

ହାର୍ଦ୍ଦିକଙ୍କ ନାଁରେ ଆସିଲା ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଦଳର ପ୍ରତିଭାବାନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଦୁଷ୍କର୍ମ ଅଭିଯୋଗ ଆସିଛି ତାଙ୍କ ନାଁରେ । ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭଟିଙ୍କ ପତ୍ନୀ ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ

ଡିସେମ୍ବର ୧୦ ତାରିଖ ସୁଦ୍ଧା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ

ଭୁବନେଶ୍ୱର : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଥିବା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ ଆସନ୍ତା ଡିସେମ୍ବର ୧୦ତାରିଖ ସୁଦ୍ଧା ହୋଇପାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ରରେ ତ୍ରୁଟି ଥାଏ, ତେବେ ସମ୍ପୃକ୍ତ ହାଇସ୍କୁଲର

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗର ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଆଣ୍ଡାମାନ ଉପକୂଳରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏହା ଅବପାତର ରୂପ ନେଇ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ୧୮ ତାରିଖ ସନ୍ଧ୍ୟାରେ ଅତିକ୍ରମ କରିବ। ଏହା ମଧ୍ୟ ଅତିକ୍ରମ କରିବା

୧୫ରୁ ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରୁ ଭାରତ ଓ ଫ୍ରାନ୍ସର ମିଳିତ ସମରାଭ୍ୟାସ ଆରମ୍ଭ ହେବାକୁ ଯାଉଛି । ବନ୍ଦର ନଗରୀ ଫ୍ରେଜସଠାରେ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହେବ । ବିଶେଷକରି ଆତଙ୍କବାଦ ମୁକାବିଲା ଅଭିଯାନକୁ ଏହି ଅଭ୍ୟାସ ସମୟରେ ଅଧିକ ଗୁରୁତ୍ୱ ଦିଆଯିବ । ଏହା ଚଳିତ ନଭେମ୍ବର ମାସ ୨୬

ସାଇବର ଠକେଇ ପଛରେ ବିଦେଶ ଲିଙ୍କ୍

ଭୁବନେଶ୍ୱର: ଓକାକ ସିଓଓଙ୍କ ଫୋନ ହ୍ୟାକ ଓ ସାଇବର ଠକେଇ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ସାଇବର ଠକେଇ ପଛରେ ରହିଛି ବିଦେଶ ଲିଙ୍କ। ସେପଟେ ସାଇବର ଠକର ରହିଛି ଏକାଧିକ ଆକାଉଣ୍ଟ। ୟୁପିଆଇ ଟ୍ରାଞ୍ଜାକସନ ଏବଂ ନେଟ ବ୍ୟାକିଂ ଦ୍ୱାରା ଠକେଇ ହୋଇଛି। ନାଇଜେରିଆ ଲିଙ୍କ ସନ୍ଦେହ

ଟଲିଉଡରେ ଅଭିନୟ କରିବେ ମଲ୍ଲିକା ସେରାୱତ

ନୂଆଦିଲ୍ଲୀ : ଟଲିଉଡ ଫିଲ୍ମରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ମଲ୍ଲିକା ସେରାୱତ । ଏହି ଆଗାମୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ତାମିଲ ନିର୍ଦ୍ଦେଶକ ଭି,ସି ଭାଡିଭୁଡିଆନ୍ କରିବାକୁ ଯାଉଛନ୍ତି । କାରଣ ଏକାସଙ୍ଗରେ ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ଫିଲ୍ମଟି ନିର୍ମାଣ ହେବ । ସେଥିପାଇଁ ତେଲୁଗୁରେ

ଧୂଆଁ ଧୂଆଁ ଦିଲ୍ଲୀ

ନୂଆଦିଲ୍ଲୀ: ବାୟୁ  ପ୍ରଦୁଷଣ  ପାଇଁ ଦିଲ୍ଲୀବାସୀ ଏବେ ଚିନ୍ତାରେ ପଡ଼ିଛନ୍ତି । ସାଧାରଣ ଜୀବନ ଜିଇଁବା ଏବେ କଷ୍ଟକର ହୋଇପଡ଼ିଛି । ଦୀପାବଳିପର ଠାରୁ ବାୟୁ  ପ୍ରଦୁଷଣର ମାତ୍ରା ଅଧିକ ହୋଇ ପଡ଼ିଛି ଯେ ଲୋକମାନେ ଘରେ ରହି ମଧ୍ୟ ମାସ୍କ ଲଗାଇବାକୁ ବାଧ୍ୟ ହେଉଛନ୍ତି । ଯାହାଫଳରେ ଏହାକୁ ନେଇ