Odia News Portal

ଖୁବଶୀଘ୍ର ଆସିବ ସିଙ୍ଘମ-୩

ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ସିଙ୍ଘମ ଫିଲ୍ମ ଦର୍ଶକଙ୍କ ମହଲରେ ବେଶ ଆଦୃଶ ହୋଇସାରିଛି । ୨ଟି ଯାକ ପାର୍ଟ ଅପୂର୍ବ ସଫଳତା ପାଇବା ପରେ ପାର୍ଟ ୩ ଖୁବଶୀଘ୍ର ପରଦାକୁ ଆସିବ । ସୂର୍ୟ୍ୟବଂଶୀ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ ‘ସିଂଘମ୍-୩’ ତିଆରି କରିବା ପାଇଁ ପ୍ଲାନିଂ କରୁଛନ୍ତି । ଏବେ

୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା

ମହାକାଳପଡ଼ାରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ହରତାଳ

କେନ୍ଦ୍ରାପଡ଼ା: ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଦେଖିବାକୁ ମିଳିଛି ରାଜନୈତିକ ଉସ୍ମତା । ମମିତାଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦାବି କରି ଆଜି କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ହରତାଳ କରାଯାଉଛି । ହାଇକୋର୍ଟର ନିର୍ଦ୍ଦେଶ

ଆଜିଠୁ ଧବଳେଶ୍ୱରଙ୍କ ପୀଠରେ ୧୪୪

କଟକ: କମିନି କରୋନା ପ୍ରକୋପ । ଏବେ ବି ଜାରି ରହିଛି ଗାଇଡଲାଇନ୍ । କାର୍ତ୍ତିକ ମାସ ତଥା ପଞ୍ଚକରେ ଦୂରଦୂରାନ୍ତରୁ ଭକ୍ତ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଚଳିତ ବର୍ଷ ସେଥିରେ ଲାଗିଛି କଟକଣା । ଚଳିତ ବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ । ଧବଳେଶ୍ୱରଙ୍କ ପୀଠରେ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୫୦୦ ଟପିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ

ପାଣି ପାଣି ଚେନ୍ନାଇ

ଚେନ୍ନାଇ: ବର୍ଷାରେ ବେହାଲ ତାମିଲନାଡ଼ୁ । ବାଦଲ ଫଟା ବର୍ଷାରେ ସାରା ରାଜ୍ୟ ଏବେ ପାଣି ପାଣି ହୋଇଛି । ୧୪ରୁ ଅଧିକ ଜୀବନ ଗଲାଣି । ରାଜଧାନୀ ଚେନ୍ନାଇରେ ଏବେ ବି ଜାରି ରହିଛି ବର୍ଷା ବିତ୍ପାତ । ୟ ୧୫ ଘଣ୍ଟାରେ ବର୍ଷାରେ ବେହାଲ ହୋଇଛି ଚେନ୍ନାଇ। ବର୍ଷାରେ ଏବେ ଯାଏ ୧୪ଜଣଙ୍କ ମୃତ୍ୟୁ ହୋଇଛି।

୨ ଆତଙ୍କବାଦୀ ସଫା

ଶ୍ରୀନଗର: ସୁରକ୍ଷା ବାହିନୀର ଏନ୍‌କାଉଣ୍ଟରରେ ଗୁରୁବାର ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମୁ କଶ୍ମୀରର କୁଲଗାମରେ ଏନ୍‌କାଉଣ୍ଟର ହୋଇଛି। ଛାୱଲଗାମରେ ୨ରୁ ୩ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀର ଯବାନମାନେ ଘେରିଛନ୍ତି। ସୂଚନା ମିଳିଥିଲା ଯେ, ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୨୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ସେହି ସମୟ ମଧ୍ୟରେ ୩୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୫୩ ଓ ସ୍ଥାନୀୟ ସଂକ୍ରମିତ

ରାଜନଗର ବନବିଭାଗକୁ ବଡ ସଫଳତା

ଆଜି ରାଜନଗର ବ୍ଲକ ଗୋପାଳପୁର ବଜାରରେ ବନବିଭାଗର ଏକ ଟିମ ଅତର୍କିତ ଭାବେ ଏକ ଚିଙ୍ଗୁଡ଼ି ଅର୍ତ୍ତ ଉପରେ ଚଢ଼ାଉକରି ଦୁଇଟି ସାଂକୁଚ ଜବତ କରିଛି । ଏହି ଦୁଇଟି ସାଂକୁଚର ମୂଲ୍ୟ ରାଜ୍ୟ ବାହାରେ ତଥା ଅନ୍ତର୍ଜାତିକ ସ୍ତରରେ ଅଧିକ ହୋଇଥିବାରୁ ମାଛ ମାଫିଆମାନେ ମାଛ ଧରିବା ବାହାନାରେ ବେଆଇନ

କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ  ହରତାଳ ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ