Odia News Portal

ମହାରାଷ୍ଟ୍ର ମେଣ୍ଟ ସରକାରରେ ପୁଣି ବିବାଦ ଆରମ୍ଭ

ମହାରାଷ୍ଟ୍ର ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ମେଣ୍ଟ ସରକାରରେ ସାମିଲ ଥିବା ଏନ୍ସିପି ଏବଂ କଂଗ୍ରେସ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଯାଇଥିବା ଶୁଣିବାକୁ ମିଳୁଛି । ଏହି କ୍ରମରେ ଗୁରୁବାର ମହାରାଷ୍ଟ୍ର କଂଗ୍ରେସକୁ ବଡ ଝଟ୍କା ଲାଗିଛି । ମାଲେଗାଓଁର ୨୭ ଜଣ କଂଗ୍ରେସ କର୍ପୋରେଟର୍ ଏକାବେଳେ…

ଧରାପଡିଲେ ଲୁଟେରା ଗ୍ୟାଙ୍ଗ୍

ଧରାପଡିଲେ ଲୁଟେରା ଗ୍ୟାଙ୍ଗ୍ । ଭୁବନେଶ୍ୱରରେ ଧରାପଡ଼ିଲେ ରାଜ୍ୟ ବାହରର ୪ ଜଣିଆ ଲୁଟେରା ଗ୍ୟାଙ୍ଗ । ସ୍ପେଶାଲ ସ୍କ୍ଵାଡ ସେମାନଙ୍କୁ ଗିରଫ କରିଛି । ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ନିକଟରୁ ୪ଟି ମୋବାଇଲ ଫୋନ, ୩୯ହଜାର ଟଙ୍କା, ଆଧାର କାର୍ଡ, ଲୁଟ୍ରେ ବ୍ୟବହୃତ ଗାଡି ଜବତ ହୋଇଛି । ମୁଖ୍ୟ…

କେନ୍ଦ୍ର ବିରୋଧରେ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

କେନ୍ଦ୍ର ବିରୋଧରେ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ । ଟ୍ୱିଟରରୁ ଫଲୋଅର୍ସ କମୁଥିବା ନେଇ ଟ୍ୱିଟର କମ୍ପାନୀ ସିଇଓଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧୀ । ସୋସିଆଲ ମିଡିଆରେ ତାଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରାଯାଉଛି । କେନ୍ଦ୍ର ଚାପରେ ଟ୍ୱିଟର କମ୍ପାନୀ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା…

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ନେଇ ରାଜଧାନୀରେ ଗର୍ଜିଲେ ଛାତ୍ରଛାତ୍ରୀ

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ନେଇ ରାଜଧାନୀରେ ରାଜରାସ୍ତାରେ ଗର୍ଜିଲେ ଯୁକ୍ତଦୁଇ ଛାତ୍ରଛାତ୍ରୀ । ମାର୍ଚ୍ଚରେ ହେବାକୁ ଥିବା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଚଳିତ ଶିକ୍ଷା ବର୍ଷରେ ମାତ୍ର ୫ ମାସର ଅଫଲାଇନ ପାଠପଢାରେ ଗୋଟିଏ ତ୍ରୟମାସିକ ଟେଷ୍ଟ…

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଲେ ପୁରୀ ଗଜପତି ମହାରାଜା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗଜପତି ମହାରାଜାଙ୍କ ସାକ୍ଷାତ ଆଲୋଚନା। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହା ଗଜପତିଙ୍କର ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଥିଲା। ଗଜପତି ମହାରାଜା…

ଜବତ ହେଲା ୭ କୋଟିର ଜାଲ ନୋଟ

ମୁମ୍ବାଇ: ୭ କୋଟିର ଜାଲ୍ ନୋଟ ଜବତ । ନକଲି ୨ ହଜାର ଟଙ୍କିଆ ନୋଟ ସବୁ ଜବତ । ୫୦ ହଜାର କି ଲକ୍ଷେ ନୁହେଁ ଏକାବେଳେ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୭ ଜଣଙ୍କୁ ଜାନୁଆରୀ ୩୧ ପର୍ୟ୍ୟନ୍ତ…

କଟକରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ପୋଲିସ

କଟକ ଲାଲବାଗ ଥାନା ଅଞ୍ଚଳରୁ ପୁଣି ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ୧୦୬ ଗ୍ରାମ୍ର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଅଭିମନ୍ୟୁ ପଣ୍ଡା ଓ ଜ୍ୟାକି । ଅଭିଯୁକ୍ତମାନଙ୍କ ଠାରୁ ୨ ଲକ୍ଷ ୮୦ ହଜାର…

ଦେଶରେ ବଢୁଛି କରୋନା ସଂକ୍ରମଣ

ସାରା ଦେଶରେ କରୋନାର ଡର ।ଆଜି ଦେଶରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୫୭୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୯.୫୯…

ଓଡିଶାରେ ୨୧ ଲକ୍ଷ ଲୋକ ନେଇନାହାଁନ୍ତି ଟିକା

ଓଡିଶାରେ ଜାରି ରହିଛି କରୋନା ଟିକାକରଣ । ଏବେ ସୁଦ୍ଧା ରାଜ୍ୟରେ ୫ କୋଟି ୬୨ ଲକ୍ଷ ଡୋଜ୍ ଦିଆସରିଛି । ପ୍ରଥମ ଡୋଜ୍ ଟିକା ୯୩.୫ ପ୍ରତିଶତ ଲୋକ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ୭୪ ପ୍ରତିଶତ ଲୋକ । ଏବେ ସୁଦ୍ଧା ରାଜ୍ୟରେ ୨୧ଲକ୍ଷ ଲୋକ ଟିକା ନେଇ ନଥିବା ପରିବାର…

ଶସ୍ତା ହେବ କରୋନା ଟିକା

ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଥିବା କରୋନା ଟିକା ।ଆଣ୍ଟି-କୋଭିଡ୍ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପ୍ରତି ଡୋଜର ମୂଲ୍ୟ ୨୭୫ ଟଙ୍କାରୁ ଅଧିକ ହେବ ନାହିଁ । ଅତିରିକ୍ତ ସେବା ଚାର୍ଜର ମୂଲ୍ୟ ୧୫୦ ଟଙ୍କା ଲାଗୁ ହେବ । ଉଭୟ ଟିକା ଖୁବ ଶୀଘ୍ର ଭାରତର ଔଷଧ ନିୟାମକଙ୍କଠାରୁ…