ଭୟଙ୍କର ନୁହେଁ ଓମିକ୍ରନ,ଡାକ୍ତର କହିଲେ ଏହାର ଲକ୍ଷଣ
ବଢୁଥିବା ସଂକ୍ରମଣକୁ ନଜରରେ ରଖି ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଜନସଚେତନତା କାର୍ୟ୍ୟକ୍ରମ । ଆଲୋଚନା ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ବରିଷ୍ଠ ଡାକ୍ତର ଅମରେନ୍ଦ୍ର ମହାନ୍ତି ଓ ଜୟନ୍ତ ପଣ୍ଡା । ରାଜ୍ୟରେ ତୃତୀୟ ପର୍ୟ୍ୟାୟ ଆରମ୍ଭ ହୋଇସାରିଛି । ଓମିକ୍ରନ ଭାବେ ଆରମ୍ଭ କରିଛି ।!-->…
