Odia News Portal

ଆସୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃ୍ଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ୪୮ ଘଂଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବ । ଏହା ପଶ୍ଚିମ-ଉତର- ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା

ଅଧିକ ଗରମ ପାଣି ପିଉଛନ୍ତି କି, ହୋଇଯାଆନ୍ତୁ ସାବଧାନ

ସାଧାରଣତଃ ସକାଳୁ ସକାଳୁ ଗୋଟିଏ ଗ୍ଲାସ୍‌ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ପିଇବା ଆଜିକାଲିର ଟ୍ରେଣ୍ଡ ହୋଇଗଲାଣି। ୱେଟ ଲସ୍‌ ନିମନ୍ତେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କମନ୍‌ ମ୍ୟାନ୍‌ ବି ଏହାକୁ ଫଲୋ କରୁଛନ୍ତି। ଏପରିକି କିଛି ଲୋକ ଅଛନ୍ତି, ଯେଉଁମାନେ  ସ୍ୱାସ୍ଥ୍ୟ ପ୍ରତି ଅଧିକ

ନୌସେନାରେ ଏଣ୍ଟ୍ରି କଲା ସାଇଲେଣ୍ଟ କିଲର ଭେଲା

ଏବେ ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। ସାମିଲ ହେଲା ସମୁଦ୍ରର ସାଇଲେଣ୍ଟ କିଲର। ଗୁରୁବାର  ଭାରତୀୟ ନୌସେନାରେ INS ଭେଲା ସାମିଲ ହୋଇଛି।  ମୁମ୍ବାଇର ମାଜଗା ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଫ୍ରାନ୍ସ ନାଭାଲ୍ ଗ୍ରୁପର ଟେକ୍ନୋଲୋଜି ସହାୟତାରେ ନିର୍ମାଣ କରାଯାଇଛି। MDL

କ୍ୟାଟ୍ରିନା ବିକିଙ୍କ ବିବାହକୁ ନେଇ ଆସିଲା ଟ୍ୱିଷ୍ଟ

କ୍ୟାଟ୍ରିନା କୈଫ୍‌ ଏବଂ ବିକି କୌଶଲଙ୍କ ବିବାହ ଦିନ ଯେତେ ପାଖେଇ ଆସୁଛି ଖବରକୁ ନେଇ ସେତେ ନୂଆ ଅପଡେଟ୍ ଆସୁଛି ।  ତେବେ ମିଡିଆ ରିପୋର୍ଟ ଅନୁଯାୟୀ ଶୁଣିବାକୁ ମିଳୁଛି ଯେ ଉଭୟ ଆସନ୍ତା ସପ୍ତାହରେ ମୁମ୍ବାଇରେ କୋର୍ଟ ବିବାହ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଉଭୟ ପ୍ରଥମେ ନଭେମ୍ବରର ଶେଷ

ପୂର୍ବତନ ସ୍ୱାମୀଙ୍କୁ ଜଣାଇଲେନି ଜନ୍ମଦିନର ଶୁଭେଚ୍ଛା

ନଭେମ୍ବର ୨୪ରେ ସାଉଥ୍ ଷ୍ଟାର ନାଗା ଚୈତନ୍ୟ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ଥ୍ୟାଙ୍କ୍‌ୟୁ’ ଏବଂ ‘ବଙ୍ଗାରରାଜୁ’ର ଟିଜର୍ ରିଲିଜ୍ ହୋଇଛି। ଏହି ବିଶେଷ ଅବସରରେ ନାଗା ଚୈତନ୍ୟଙ୍କୁ ପ୍ରଶଂସକଙ୍କ ସମେତ ଅନେକ ସେଲିବ୍ରେଟି ଶୁଭେଚ୍ଛା

ପୂର୍ବତନ ସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭେମ୍ବର ୨୪ରେ ସାଉଥ୍ ଷ୍ଟାର ନାଗା ଚୈତନ୍ୟ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ଥ୍ୟାଙ୍କ୍‌ୟୁ’ ଏବଂ ‘ବଙ୍ଗାରରାଜୁ’ର ଟିଜର୍ ରିଲିଜ୍ ହୋଇଛି। ଏହି ବିଶେଷ ଅବସରରେ ନାଗା ଚୈତନ୍ୟଙ୍କୁ ପ୍ରଶଂସକଙ୍କ ସମେତ ଅନେକ ସେଲିବ୍ରେଟି ଶୁଭେଚ୍ଛା

୨୭ରୁ ହାଡ ଭଙ୍ଗା ଶୀତ

ଆସନ୍ତା ୨୭ ତାରିଖରୁ ଉପକୂଳ ଓଡ଼ିଶାରେ ଶୀତ ବଢ଼ିବ । ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅଢ଼େଇ ଡିଗ୍ରୀ ସେଲସିୟସ୍‌ କମିଯିବ । ସେହିଭଳି କେନ୍ଦ୍ରୀୟ ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ପାଣିପାଗ ବିଶେଷଜ୍ଞ ପ୍ରଫେସର

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି  । ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ।

OSSSC ରେ ବାହାରିଲା ନିଯୁକ୍ତି, ଶିଘ୍ର କରନ୍ତୁ ଆବେଦନ

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ୧୦୦୦ଟି ଲାବୋରଟୋରୀ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଏହି ନିଯୁକ୍ତି ମିଳିବ। ତେବେ ଜିଲ୍ଲା କ୍ୟାଡରରେ ମିଳିବାକୁ ଥିବା ଏହି

କ୍ଷୀର ଲିଟର ପିଛା ୨୦୦ ଟଙ୍କା

ପାକିସ୍ତାନରେ ହୁ ହୁ ହୋଇ ବଢି ଚାଲିଛି ଦରଦାମ୍ । ଖାଦ୍ୟ ସାମଗ୍ରୀ ଓ ଗ୍ୟାସର ଦର ଆକାଶଛୁଆଁ । ଇମ୍ରାନ ଖାନ୍ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା । ୭୦ ପ୍ରତିଶତ ଲୋକ ଗରିବ ହୋଇଥିବାରୁ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ପାକିସ୍ତାନବାସୀ । ଦେଶରେ କ୍ଷୀର ଲିଟର ପିଛି ୧୮୦