Odia News Portal

ବ୍ରେକଅପ ଖବର କୁ ବାରଣ କଲେ ମଲାଇକା ଓ ଅର୍ଜୁନ

ଚର୍ଚ୍ଚାରେ ରହିଥିବା ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର ଓ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବ୍ରେକ୍ ଅପ୍ ଖବରରେ ପଡିଛି ପୂର୍ଣ୍ଣଛେଦ। କୁହାଯାଉଥିଲା ଯେ ଅର୍ଜୁନ୍ ଓ ମଲାଇକାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ସେମାନଙ୍କର ବ୍ରେକ୍ ଅପ୍ ହୋଇଯାଇଛି କିନ୍ତୁ ଏହି ବ୍ରେକଅପ ଖବରକୁ ଖଣ୍ଡନ କଲେ…

ବଦଳିଲା ଯବାନଙ୍କ ୟୁନିଫର୍ମ

ଆଜି ପାଳିତ ହେଉଛି ଯବାନଙ୍କ ୭୪ ତମ ପ୍ରତିଷ୍ଠା ଦିବସ । ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଉଛି ସମଗ୍ର ଦେଶ । ଶନିବାର ସେନାର ପାରାସୁଟ ରେଜିମେଣ୍ଟର ଯୁନିଫର୍ମରେ ପରିବର୍ତ୍ତନ ଘଟିଛି । ଜାତୀୟ ଖବର ସରାବରାହ ସଂସ୍ଥା ଇଘଓ ଏହି ସୂଚନା ପ୍ରଦାନ କରିଛନ୍ତି । ପ୍ରଥମ ଥର ପାଇଁ ପାରାସୁଟ…

ଛୁଆର ଜନ୍ମ ଦିନରେ ମାଆ ଉପରେ ଚଢିଗଲା କାର

ଜନ୍ମଦିନରେ ମା’କୁ ହରାଇଲା ଶିଶୁ କନ୍ୟା ।ଏଭଳି ଘଟଣା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି ।ଦୁର୍ଘଟଣାରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ବାଉଁଶୁଣି ଥାନା ବୈଦ୍ଧ ଗୁଦୁଗୁଦା ପୋଲ ନିକଟରେ ଘଟିଛି । ସୂଚନା ଅନୁସାରେ…

ପଞ୍ଜାବ ନିର୍ବାଚନ ପାଇଁ ୮୬ ପାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି କଂଗ୍ରେସ ନିଜର ୮୬ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଚାମକୌର ସାହିବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ଅମୃତସର ପୂର୍ବରୁ ନବଜୋତ ସିଂ ସିଦ୍ଧୁ ନିର୍ବାଚନ ଲଢ଼ିବେ। ସୋନୁ ସୁଦଙ୍କ ଭଉଣୀ…

ଏମସର ଓପିଡି ବିଭାଗ ବନ୍ଦ

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଆସନ୍ତା ୧୭ ଜାନୁଆରୀରୁ ଏହି ସେବା ବନ୍ଦ ରହିବ । ତେବେ ଅଳ୍ପ କେତେକ ବିଭାଗ ର ସେବା ଜାରି ରହିବ। ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ,…

ରାଜ୍ୟରୁ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ପୁଣି ବୃଦ୍ଧି ପାଇଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରୁ ଆଉ ୩୨ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହେବା ସହ ରାଜ୍ୟରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି । ଏନେଇ ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି ।

ନେତାଜୀଙ୍କ ଜନ୍ମଦିନରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ

ଜାନୁଆରୀ ୨୬ ତାରିଖରେ ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ । କିନ୍ତୁ ଏଣିକି ଜାନୁଆରୀ ୨୩ରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ସମାରୋହ । ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିବସରୁ ଏହି ସମାରୋହ ପର୍ବ ଆରମ୍ଭ ହେବ । ପୂର୍ବରୁ ଏହି ଉତ୍ସବ ଜାନୁଆରୀ ୨୪ ତାରିଖରୁ…

୧୦୭ ପୈାରାଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା

ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ । ଏହାକୁ ନେଇ ଯଦି କୌଣସି ଆପତ୍ତି ଅଭିଯୋଗ ଥିବ ତେବେ ଜଣାଇବା ପାଇଁ କୁହାଯାଇଛି…

ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୬୮ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ସାରା ଦେଶରେ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । ପ୍ରତିଦିନ କରୋନା କେସ୍ ବୃଦ୍ଧି ପାଉଛି । ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୮ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୪୦୨ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲିଠାରୁ ଆଜି ୪…

ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ

ଦିଲ୍ଲୀରେ ଓମିକ୍ରନର ଆରମ୍ଭ ହୋଇଯାଇଛି ବୋଲି ସୂଚନା ମିଳିଛି । ଗୋଷ୍ଠୀ ସଙ୍କ୍ରମଣକୁ ନେଇ ମିଳିଲା କ୍ଲିନିକାଲ ପ୍ରମାଣ । ଦିଲ୍ଲୀ ଆଇଏଲବିଏସ କ୍ଲିନିକାଲ ଭାଇରୋଲୋଜି ବିଭାଗର ସୂଚନା ।