Odia News Portal

ଟପ ୬ ଲିଷ୍ଟ୍ ରେ ଓଡିଶା

ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ-PFMS ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଏହା ଗତ ବର୍ଷ ଜୁଲାଇ ପ୍ରଥମରେ ଆରମ୍ଭ ହୋଇଥିଲା। ୬ ମାସ ଭିତରେ ଓଡ଼ିଶା ସରକାର ଦେଖାଇ ଦେଇଛନ୍ତି ଯେ PFMS ଫ୍ରେମୱାର୍କ ଭଲ ଭାବେ କରିଛନ୍ତି। ଯେଉଁ ଟାର୍ଗେଟ ୩୧ ଡିସେମ୍ବର ସୁଦ୍ଧା…

ଓଡିଶାରେ ପ୍ରଥମ ଓମିକ୍ରନ ଆକ୍ରନ୍ତଙ୍କ ମୃତ୍ୟୁ

ଓଡିଶାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକ ଜଣଙ୍କ ଆଗଲପୁର ବ୍ଲକ ଅଞ୍ଚଳର ୪୫ ବର୍ଷୀୟା ମହିଳା । ମହିଳାଙ୍କ ସମ୍ପର୍କରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ତରଫରୁ…

ପାଚିଲା ଚୁଟିକୁ କଳା କରିବ ଲାଉ

ଚୁଟି ପାଚିବା ଆଜି କାଲି ଲୋକଙ୍କ ପାଇଁ ସାଧାରଣ ସମସ୍ୟା ହୋଇଗଲାଣି । ପିଲା ଠାରୁ ବୁଢା ବୁଢୀ ସମସ୍ତଙ୍କର ଚୁଟି ପାଚିବାରେ ଲାଗୁଛି ।ଚୁଟି ପାଚୁଥିଲେ ଲୋକମାନେ କଳା କରିବାକୁ ବିଭିନ୍ନ ଉପାୟ ଆପଣଉଥିଲେ ମଧ୍ୟ ସବୁବେଳେ ଏସବୁ ଉପାୟ କାମ ଦେଇନଥାଏ, ଫଳସ୍ୱରୂପ ଚୁଟି ଯେଉଁ ଧଳାକୁ ସେଇ ଧଳା ହୋଇ…

ରାଜ୍ୟରେ ସାମାନ୍ୟ କମିଛି ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ :ଆଜି ରାଜ୍ୟରେ ସାମାନ୍ୟ କମିଲା ପେଟ୍ରୋଲ ଓ ଡିଜେଲ ଦର ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୧୭ ପଇସା କମି ୧୦୧ ଟଙ୍କା ୮୧ ପଇସା ହୋଇଥିବା ବେଳେ ଡିଜେଲ ଦର ପ୍ରତି ଲିଟର ପିଛା ୧୫ ପଇସା କମି ୯୧ ଟଙ୍କା ୬୨ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ…

ଗୁଜୁରାଟରେ ବଡ ଅଘଟଣ

ଗୁଜୁରାଟ: ଗୁରୁବାର ସକାଳୁ ସକାଳୁ ଘଟିଛି ଏକ ବଡ଼ ଅଘଟଣ। ଗୁଜୁରାଟ ସୁରତରେ ଗ୍ୟାସ ଲିକ୍ ହୋଇ ୬ ମୃତ ଓ ୨୦ରୁ ଅଧିକ ଗୁରୁତର। ସଚିନ GIDC ଏରିଆ ନିକଟ ଏକ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ଲୋକଙ୍କ ଜୀବନ ଯାଇଛି। ସୂଚନାନୁସାରେ ଗ୍ୟାସ ଲିକ୍ ହେବା ପରେ ଆଖପାଖ ଲୋକଙ୍କୁ ନିଶ୍ୱାସ…

ଭଦ୍ରକରେ ବିଜେପି କର୍ମୀଙ୍କର ତୁମୁଳ କାଣ୍ଡ

ଭଦ୍ରକ ଜିଲ୍ଲାରେ ବିଜେପି କର୍ମୀଙ୍କ ଉନ୍ମତ କାଣ୍ଡ । ବ୍ୟାପକ ଭଙ୍ଗାରୁଜା । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଭିତରକୁ ଧସେଇ ପଶିଲେ ବିଜେପି କର୍ମୀ । ଜିଲ୍ଲାପାଳଙ୍କ ଗାଡିକୁ ବାଡିରେ ପିଟି, କାର୍ୟ୍ୟାଳୟ ଭିତରେ ପଶି ଚେୟାର ଭାଙ୍ଗିଲେ ଉତ୍ତ୍ୟକ୍ତ ବିଜେପି କର୍ମୀ । ପଞ୍ଚାୟତ ନିର୍ବାଚନରେ…

ତୃତୀୟ ଲହରର ଟାର୍ଗେଟରେ କରୋନା ଯୋଦ୍ଧା

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ଏହା ଯୋଗୁ ପରିସ୍ଥିତି ସଙ୍କଟ ହେବାରେ ଲାଗିଛି। ତୃତୀୟ ଲହର କରୋନା ଯୋଦ୍ଧାଙ୍କୁ ଟାର୍ଗେଟ କରିଛି। ଇତି ମଧ୍ୟରେ ଦେଶରେ ୧୦୦୦ରୁ ଅଧିକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଦିଲ୍ଲୀ, ମୁମ୍ବାଇ, ପାଟନା, ଲକ୍ଷ୍ନୌରେ…

ବଳତ୍କାର କେସ୍ ରେ ଫସିଲେ ପଦ୍ମଶ୍ରୀ ବିଜେତା

ଆସାମ: ଆସାମର ଉଦ୍ଧବ ଭରାଲୀ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ତାଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛି। ସେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆସାମର ଉତ୍ତର ଲଖୀମପୁର ପୋଲିସ ଏହି ମାମଲାରେ ଭରାଲୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲା ରୁଜୁ ହେବା…

ଦେଶରେ ୨୪ ଘଂଣ୍ଟାରେ ୯୦ ହଜାର ୯୨୮ ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି ଲକ୍ଷେ ମୁହାଁ ଦୈନିକ କୋଭିଡ୍ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୯୦ହଜାର ୯୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୫୬.୨ ପ୍ରତିଶତ ବୃଦ୍ଧି ପାଇଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ୩୨୫ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ କେସ୍ ରହିଛି ୨ ଲକ୍ଷ ୮୫ହଜାର ୪୦୧। ସୁସ୍ଥ…

ଆଜି ଓଡିଶାରେ ୧୮୯୭ କରୋନା ଚିହ୍ନଟ,ଜଣେ ମୃତ

ଓଡିଶାରେ ହୁ ହୁ ହୋଇ ବଢୁଛି କରୋନା । ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୩୫.୨୬ ପ୍ରତିଶତ । ଆଜି ମୋଟ…