ନଦୀ ପାର ହେଉଥିଲେ, ଭାସିଗଲେ
ଗଜପତି: ନଦୀ ପାର୍ ହେବା ବେଳେ ଭାସିଗଲେ ଯୁବକ। ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ସଇଲଡା ଗାଁରେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକ ସଇଲଡା ଗାଁର ଜି.ରାମୁ। ଗତକାଲି ସେ ମହେନ୍ଦ୍ର ତନୟା ନଦୀ ପାର୍ ହେଉଥିବାବେଳେ ପାଣି ସ୍ରୋତରେ ଭାସି ଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଓ ଓଡ୍ରାଫ୍ ଟିମ୍!-->…