୨ ଦିନ ଧରି ପ୍ରବଳ ଶୀତର ସମ୍ଭାବନା
ଖସୁଛି ପାରଦ ବଢୁଛି ଜାଡ ଆସନ୍ତା ୨ ଦିନ ଧରି ୪ ଜିଲ୍ଲାରେ ପ୍ରବଳ ଶୀତ ସମ୍ଭାବନା ରହିଛି। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଶୀତ ଲହରୀ ସତର୍କତା ଜାରି କରାଯାଇଛି। ପାଣିପାଗ ବଭାଗ ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାକୁ ଶୀତ ଜନିତ କୋଲ୍ଡ ୱେଭ୍ ସ୍ଥିତି ଜାରି କରିଛି।
ରାତିର!-->…
