ଚିରନିଦ୍ରାରେ ରାମକୃଷ୍ଣ ପଟ୍ଟନାୟକ
ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀଙ୍କ ପରଲୋକ ହୋଇଯାଇଛି । ୮୧ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିଲେ।ତାଙ୍କ ବିୟୋଗରେ ସାରା ଗଞ୍ଜାମ ଜିଲ୍ଲା ମ୍ରିୟମାଣ ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାମକୃଷ୍ଣ ପଟ୍ଟନାୟକ।!-->…
