Odia News Portal

୨୨ ତାରିଖରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ପାଇଁ ମିଶନ୍ ସ୍ମାର୍ଟକାର୍ଡ । ଆସନ୍ତା ୨୨ ତାରିଖରେ ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୬ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରାଯିବ । ହସପିଟାଲରେ କେବଳ ସ୍ମାର୍ଟକାର୍ଡ ଦେଖାଇଲେ

ନାବାଳିକା ଅପହରଣ ରୋକିବା ପାଇଁ କମିଶନରେଟ ପୋଲିସର ‘ପ୍ରାରମ୍ଭ’ ଯୋଜନା

ଭୁବନେଶ୍ୱର: ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରାରମ୍ଭ ଯୋଜନା’ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ‘ପ୍ରାରମ୍ଭ’ ଯୋଜନାରେ ନାବାଳିକା ଅପହରଣ ରୋକିବା ନେଇ ସଚେତନତା ସୃଷ୍ଟି କରାଯିବ । ସ୍କୁଲ ଓ

ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା, ୨୯ରୁ ଅଧିକ ହିନ୍ଦୁଙ୍କ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାଂଲାଦେଶ : ବାଂଲାଦେଶରେ ଥମୁନି ସାମ୍ପ୍ରଦାୟିକ ହିଂସା । ଦୁର୍ଗା ପୂଜା ମଣ୍ଡପ, ଇସ୍କନ ମନ୍ଦିରରେ ହମଲା ପରେ କେତେକ ହିନ୍ଦୁ ଲୋକଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ପୀରଗଞ୍ଜ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଦୁର୍ବୃତ୍ତମାନେ ଶହେରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିବା

ଇଡିର ସମନ ପରେ ବି ଚତୁର୍ଥ ଦିନରେ ହାଜର ହେଲେନି ଜ୍ୟାକଲିନ୍

ମୁମ୍ବାଇ: ୨୦୦ କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ବଲିଉଡ ୪ର୍ଥ ଥର ପାଇଁ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସ ଇଡି ଆଗରେ ହାଜର ହୋଇନାହାନ୍ତି ।ସୋମବାର ଦିନ ଇଡିରେ ହାଜର ହେବାକୁ ତାଙ୍କୁ ନୋଟିସ ଜାରିକରାଯାଇଥିଲା । କିନ୍ତୁ ସେ ଏଥର ମଧ୍ୟ ଉପସ୍ଥିତ ହୋଇନଥିଲେ । ଏହା ପୂର୍ବରୁ ଶନିବାର

ରାଜ୍ୟରେ କୋଟିଏ ଛୁଇଁଲା ଡବଲ ଡୋଜ୍ ଟିକାକରଣ

ଭୁବନେଶ୍ୱର: କରୋନା ସ୍ଥିତି ଏବେ ରାଜ୍ୟରେ ଭଲ ରହିଥିବା ବେଳେ ଟିକାକରଣ ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟରେ ୧ କୋଟି ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଥିବା ଜଣାପଡ଼ିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମା ମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଗିରଫ । ରଘୁନାଥଙ୍କୁ ପଣ୍ଡାପାଲି ଅଞ୍ଚଳରୁ ଗିରଫ କରିଛି ପୋଲିସ । ରଘୁନାଥ ଗିରଫ ପରେ ମୋଟ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ପ୍ରତାପ ରାଉତ,

ସ୍ତ୍ରୀକୁ ହାଣିଦେଲା ସ୍ୱାମୀ

ଜଗତସିଂହପୁର: ଜଗତସିଂହପୁର ଜିଲା ଧନୁଅରବେଲାରୀ ଗାଁରେ ଅଘଟଣ । ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ଗୁରୁତର । ଗୁରୁତର ଅବସ୍ଥାରେ ସ୍ତ୍ରୀ ସାବିତ୍ରୀ ବେହେରା ପ୍ରଥମେ ବାଲିକୁଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । 

ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ

ଚଣ୍ଡିଗଡ : ବହୁ ଚର୍ଚ୍ଚିତ ରଞ୍ଜିତ ସିଂହ ହତ୍ୟା ମାମଲାରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ସୋମବାର ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାମ ରହିମଙ୍କ ସହ ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। କେବଳ

ଜାଣନ୍ତୁ କେଉଁ ସମୟରେ ଫଳ ଖାଇବା ଉଚିତ୍?

ଭୁବନେଶ୍ୱର: ସାଧାରଣତଃ ଫଳ ଖାଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି । କେବଳ ସ୍ୱାଦ ପାଇଁ ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଯୋଗୀ । କିଛି ଲୋକ ଖାଦ୍ୟ ଖାଇବା ପୂର୍ବରୁ ଫଳ ସେବନ କରୁଥିବା ବେଳେ ଆଉ କିଛି ଲୋକ ଖାଦ୍ୟ ଖାଇବା ପରେ ସେବନ କରିଥାନ୍ତି । କିନ୍ତୁ ଫଳ କିଭଳି

ଟି ୨୦ ବିଶ୍ୱକପ, ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ

ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ । ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତ ୨ଟି ଅଭ୍ୟାସ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ଜରିଆରେ ଭାରତ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବାକୁ ପ୍ରୟାସ କରିବ । ଇଂଲଣ୍ଡ ବିପକ୍ଷ ଏହି ଅଭ୍ୟାସ ମ୍ୟାଚରେ ଉଭୟ କେ