Odia News Portal

ସୁସ୍ଥ ହେଲେ ସୈାରଭ ଗାଙ୍ଗୁଲି

କୋରନାରୁ ସୁସ୍ଥ ହେଲେ ବିସିସିଆଇ ସଭାପତି ସୈାରଭ ଗାଙ୍ଗୁଲି । ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ୍ ଚିହ୍ନଟ ହୋଇ, କୋଲକାତାର ଉଡଲାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସାମ୍ପ୍ୟୁଲ ଜିନେମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । କିନ୍ତୁ ଏହି…

ହବନି ଜିରୋ ନାଇଟ ସେଲିବ୍ରେସନ

ଗତବର୍ଷ ପରି ଏଥର ବି ଜମିବନି ଜିରୋ ନାଇଟ ସେଲିବ୍ରେସନ । ଓମିକ୍ରନକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନକୁ ମନା । ନା ହେବ ନା ଭୋଜି ନା ବାଜିବ ଡିଜେ । ରଙ୍ଗୀନ ଆଲୁଅରେ ନାଚି, ଗାଇ ନୂଆବର୍ଷ ୨୦୨୨କୁ କରି ହେବନି ସ୍ବାଗତ । କାରଣ କରୋନା ସଂକ୍ରମଣକୁ ଚେକ୍ ଦେବାକୁ ରାଜ୍ୟ ସରକାର…

ଶିକ୍ଷକଙ୍କୁ ନୂଆ ବର୍ଷରେ ଉପହାର ଦେଲେ ରାଜ୍ୟ ସରକାର

ନୂଆବର୍ଷରେ ଶିକ୍ଷକଙ୍କୁ ଉପହାର ଦେଲେ ନବୀନ। ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କଲେ ରାଜ୍ୟ ସରକାର। ଉପକୃତ ହେବେ ପ୍ରାୟ ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ । ୨୦୨୨ ଜାନୁଆରୀ ୧ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ ବୋଲି ସୂଚନା ରହିଛି । କ୍ୟାବିନେଟ୍ ବୈଠକରେ…

ଜାନୁଆରୀରେ ହୋଇପାରିବନି ପିକନିକ

ଜାନୁଆରୀ ମାସରେ ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ସକାଳ ୫ଟାରୁ ରାତି ୧୦ ଟା ପର୍ୟ୍ୟନ୍ତ ସମସ୍ତ ପ୍ରକାରର ଦୋକାନ ଖୋଲା ରହିବ । ଓମିକ୍ରନ ସଙ୍କ୍ରମଣକୁ ଦେଖି ସମସ୍ତ ପ୍ରକାରର ସାମାଜିକ ଓ…

ବୁର୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

ସଟ ସର୍କିଟ ଯୋଗୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ। ଫିମେଲ୍ ମେଡିସିନ୍ ୱାର୍ଡ ସମ୍ମୁଖରେ ସର୍ଟ ସର୍କିଟ୍ ଯୋଗୁ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଗୁରୁବାର ରାତି ୧୦ଟ । ରେ ୱାର୍ଡ ବାହାରେ ଏହି ଅଗ୍ନିକାଣ୍ଡ ହୋଇଥିବାରୁ କାହାର କିଛି କ୍ଷତି ହୋଇ ନାହିଁ। କିନ୍ତୁ…

ଘର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ

ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ଜାଗା ମିଶନରେ ୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଘର ପ୍ରଦାନ କରିବେ ରାଜ୍ୟ ସରକାର । ଏହାଦ୍ୱାରା ୫ ଟି ମହାନଗର ନିଗମ ଅଧିନରେ ୯୩୮ଟି ବସ୍ତିର ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ । ଏହି…

ବିଳମ୍ବତ ରାତିରେ ଘରେ ପଶି କଲେ ଡକାୟତି

ସାଲେପୁର: ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଘରେ ପଶି ଡକାୟତି କରିଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ମଢଙ୍ଗା ଗ୍ରାମରେ । ମଢଙ୍ଗା ଗ୍ରାମର ମାନସ ସେଠୀଙ୍କ ଘରେ ୩ ଜଣ ଡକାୟତ ଗୁରୁବାର ବିଳମ୍ବିତ ରାତିରେ ପଶି ମାନସ ସେଠୀ ଓ ତାଙ୍କ ସ୍ତ୍ରୀଙ୍କ…

ରାଜ୍ୟରେ ଆଉ ୨୨୮ କୋରେନା ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ଚିହ୍ନଟ ହୋଇଛନ୍ତି ଆଉ ୨୨୮ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୩୧ ଓ ସ୍ଥାନୀୟ ଅଞ୍ଚଳରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କ ୩୨ ଜଣ । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୫, ସୁନ୍ଦରଗଡରୁ ୧୫, କଟକରୁ ୧୨,…

ଲଗାଣ ବର୍ଷାରେ ଉବୁଟୁବ ତାମିଲନାଡୁ

ତାମିଲନାଡୁରେ ବର୍ଷ। କରୁଛି ବେହାଲ ।ଉବୁଟୁବୁ ହଉଛନ୍ତି ଚେନ୍ନୋଇର ଅନେକ ସହର । ୨୪ ଘଣ୍ଟାରେ ଚେନ୍ନାଇରେ ୨୦୦ ମିଲିମିଟର ବର୍ଷା ହୋଇଥିବା ନେଇସୂଚନା ଦେଇଛନ୍ତ ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ବର୍ଷା ବିତ୍ପାତ ମଧ୍ୟରେ ଇଲେକ୍ଟ୍ରି କରେଣ୍ଟ ଲାଗି ୩ଜଣଙ୍କର ମୃତ୍ୟୁ ହୋଇଛି ।…

ବିହାରରେ ମାସେ ଭିତରେ ୧୦ ଗୁଣା ବଢିଲା ଓମିକ୍ରନ ସଂଖ୍ୟା

ଓମିକ୍ରନ ଭାଇରସ ସାରା ଦେଶରେ ବ୍ୟପିଗଲାଣି । ଏବଂ କରୋନାର ତୃତୀୟ ଲହରୀ ଏବେ ଆରମ୍ଭ ହୋଇଯାଇଛି। ଏଥରକ ନୂଆ ଭ୍ୟାରିଏଣ୍ଟ ଭାବେ ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି। ଓମିକ୍ରନ୍ର ଭୟାବହତା ପୂର୍ବ ଦୁଇଟି ଲହରୀ ଠାରୁ ଯଥେଷ୍ଟ ଅଧିକ ରହିବ ବୋଲି ଏକ୍ସପର୍ଟମାନେ ମତବ୍ୟକ୍ତ କରିଛନ୍ତି।…