Odia News Portal

୨୪ ଘଂଣ୍ଟାରେ ଦେଶରେ ୩୩ ହଜାର ୭୫୦ କରୋନା ସଂକ୍ରମିତ

ଦେଶରେ ୨୪ ଘଂଣ୍ଟାରେ ୩୩ ହଜାର ୭୫୦ କରୋନା ସଂକ୍ରମିତ । ଦିନକରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୨୨.୫ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ଆକ୍ଟିଭ କେସ୍ ୧ଲକ୍ଷ ୪୫ହଜାର ୫୮୨ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୧ ହଜାର ୮୯୩ରେ ପହଞ୍ଚିଛି। କରୋନାରୁ ସୁସ୍ଥ ହୋଇଛନ୍ତି ୧୦ହଜାର…

ଆଇଏଏସ ସ୍ତରରେ ଅଦଳ ବଦଳ

ଆଜି ଆଇଏଏସ୍ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଦାୟିତ୍ବ ଦେଇଛନ୍ତି। ସତ୍ୟବ୍ରତ ସାହୁଙ୍କୁ ରାଜସ୍ବ ସଚିବ ଭାବେ…

ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ

ପ୍ରେମୀ ଯୁଗଳଙ୍କ ମୃତଦେହ ଝୁଲୁଛି ଗଛରେ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଣ୍ଟ ପଞ୍ଚାୟତ କୁଅଁର ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଏବେ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ସୁଚନାନୁଯୀୟୀ, ମଙ୍ଗଳପୁର ଥାନା କୁଅଁର ସାହି ଗାଁରେ ଥିବା ଏକ ଗଛରେ ଯୁବକ-ଯୁବତୀଙ୍କ ମୃତଦେହ…

ରାଜ୍ୟରେ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ୨୩ ଛୁଇଁଲା

ରାଜ୍ୟରେ ଚିନ୍ତା ବଢାଉଛି ଓମିକ୍ରନ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଂଚିଛି । ୩୯ ଜଣଙ୍କର ଜିନମ୍ ସ୍ୱିକେନ୍ସ ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ରାଜ୍ୟରେ ୧୪ ଓମିକ୍ରନ୍…

ଭଡାଘରୁ ମିଳିଲା ଜାଲ ନୋଟ୍

ଯାଜପୁର: ଭଡା ଘରୁ ୧୩ ଲକ୍ଷ ଟଙ୍କା ନୋଟ୍ ଜବତ କରିଛି ପୋଲିସ୍ । ଯାହାର ମୂଲ୍ୟ ପ୍ରାୟ ୧୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବିଳମ୍ବିତ ରାତିରେ ଯାଜପୁର ପୋଲିସ ରେଡ୍ କରି ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଥିଲା । ମାମଲାରେ ଜଣଙ୍କୁ ଗିରଫ…

ମାଆ ହେବାକୁ ଯାଉଛନ୍ତି କାଜଲ

ମା ହେବାକୁ ଯାଉଛନ୍ତି ସୁନ୍ଦରୀ ନାୟିକା କାଜଲ ଅଗ୍ରଓ୍ଵାଲ। ଏହି ଖୁସି ଖବର ତାଙ୍କ ସ୍ୱାମୀ ଗୌତମ କିଚଲୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଖବର ଦେଇଛନ୍ତି। ତାଙ୍କ ପୋଷ୍ଟରୁ ଜଣାପଡୁଛି ଯେ କାଜଲ ଗର୍ଭବତୀ ଅଛନ୍ତି ଏବଂ ତାଙ୍କ ବେବି ୨୦୨୨ରେ ହିଁ ଆସିବାକୁ ଯାଉଛି। ନୂଆବର୍ଷର ପ୍ରଥମ ଦିନରେ…

ସ୍ଥିର ଅଛି ସୁନା ଦର ଜାଣନ୍ତୁ କେତେ

ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୦୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୮୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୨୪୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ…

ଏ ବର୍ଷ ଶେଷ ହେବ କରୋନା –WHO

ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସାରା ବିଶ୍ୱରେ ଅନେକ ସ୍ଥାନର କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଥିବା ଦେଖିବାକୁ ମିଳିଛି ।। ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୧୫୨୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ…

ହସ୍ପିଟାଲ ଖୋଲିବା ପାଇଁ ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ନୂଆବର୍ଷ ଆରମ୍ଭରୁ କରୋନା ମହାମାରୀ ଦୃତ୍ତ ଗତିରେ ବଢି ଚାଲିଛି । ଦିନକରେ ଦେଶରେ ୨୨ ହଜାର ପାର କରିଛି କୋରୋନା ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୭୭୫ ନୂଆ ସଂକ୍ରମଣ କେସ୍ ସାମ୍ନାକୁ ଆସିଛି । ପୂର୍ବଦିନ ତୂଳନାରେ ଏହା…

ଏ ବର୍ଷ ଜମୁଛି ଶିଶିର ସରସ ମେଳା

ପୁଣି ଲୋକଙ୍କ ନିକଟକୁ ଫେରିଛି ଶିଶିର ସରସ ମେଳା । ଗତ ୨ ବର୍ଷ ଧରି ବନ୍ଦ ରହିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳାକୁ ଲୋକମାନେ ଉପଭୋଗ କରୁଛନ୍ତି । ଏଥର ଏହା ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି। ଚଳିତ ମାସ ଏହି ମେଳା ୨୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୬ ତାରିଖ…