ରାଜ୍ୟରେ ୪୦୦ ଟପିଲା କୋଭିଡ ସଂକ୍ରମଣ
ରାଜ୍ୟରେ ପୁଣି ଉପରମୁହାଁ କୋଭିଡ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧାରୁ ୧୭୭ ଓ କଟକରୁ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜିଲ୍ଲାରୁ ୨୨୨ ସଂକ୍ରମିତ ରହିଛନ୍ତି । ଯାହାକି ରାଜ୍ୟର ମୋଟ ଆକ୍ରାନ୍ତଙ୍କର ୫୨.୩୫ ପ୍ରତିଶତ ।!-->…
