Odia News Portal

ଆଜି ବି ଆର୍ୟନଙ୍କୁ ମିଳିଲାନି ଜାମିନ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଆର୍ୟନଙ୍କ ଜାମିନକୁ ବିରୋଧ କରି ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ ସହ ସମ୍ପର୍କ

ବଡ଼ଭାଇକୁ ହତ୍ୟା କଲା ସାନଭାଇ

ଟିଟିଲାଗଡ଼: ଭାଇ ହାତରେ ଗଲା ଭାଇର ଜୀବନ। ମୃତ ବାପାଙ୍କ ସରକାରୀ ଅନୁକମ୍ପା ମୂଳକ ରାଶିକୁ ନେଇ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ। ଝାରଦେବନ୍ଦର ଘଞ୍ଚ ଜଙ୍ଗଲ ଭିତରୁ ଏକ ଗଳିତ ମୃତଦେହ ଟିଟିଲାଗଡ଼ ପୁଲିସ ଉଦ୍ଧାର କରିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା। ମୃତକ ଜଣକ ହେଲେ ସଞ୍ଜୟ ବେହେରା।

ଫିଲ୍ମ ‘ତଡପ୍‌’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ଡେବ୍ୟୁ ଫିଲ୍ମ 'ତଡପ'ର ଟ୍ରେଲର ରିଲିଜ ହୋଇଛି। ଅହାନଙ୍କ ସହ ଫିଲ୍ମରେ ତାରା ସୁତାରିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଗତକାଲି ଫିଲ୍ମର ଟିଜର ରିଲିଜ ହୋଇଥିଲା। ଡିସେମ୍ବର ୩ରେ ଅହାନ୍ ଶେଟ୍ଟୀ ଏବଂ ତାରା ସୁତାରିଆଙ୍କ ଅଭିନୀତ ଫିଲ୍ମ

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ରୂପି ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇବା ପାଇଁ କିଛି ସହଜ ଘରୋଇ ଉପାୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ– ନିୟମିତ କେଶକୁ ୨ ରୁ ୩ଥର କୁଣ୍ଡାନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।– ଟମାଟୋ ରସରେ ମୁଲତାନୀ ମାଟି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।

ଶଙ୍କର ମହାଦେବନଙ୍କ ଗୀତକୁ କୋରିଓଗ୍ରାଫି କଲେ ହ୍ରିତିକ ରୋଶନ

ନୂଆଦିଲ୍ଲୀ : ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ଶଙ୍କର ମହାଦେବନଙ୍କ ଦ୍ୱାରା କମ୍ପଜ କରାଯାଇଥିବା ଗୀତ ‘ଏଂଥମ ଅଫ୍ ଦି ସିଜନ’ ରେ ପୁଣି ଥରେ ଧମାଲ ମଚାଇବେ ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ । ଦୀପାବଳୀ ଅବସରରେ ବଡ ଧମାକା କରିବ ଶଙ୍କର ମହାଦେବନ ଓ ହ୍ରିତିକଙ୍କ ଯୋଡୀ । ସବୁଠାରୁ

ଭାରତକୁ କଟାକ୍ଷ କରି ଏମିତି କହିଲେ ଶୋଏବ ଅଖତର

ନୂଆଦିଲ୍ଲୀ: ପୁଣିଥରେ ଭାରତକୁ କଟାକ୍ଷ କରିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ଅଖତର । ଉଦଘାଟନୀ ମ୍ୟାଚରେ ପାକିସ୍ତାନଠାରୁ ଭାରତ ହାରିବା ପରଠାରୁ ନିୟମିତ ଭାବେ କଟାକ୍ଷ କରି ଆସୁଛନ୍ତି ଶୋଏବ । ଗତକାଲି ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି ଏବଂ ଏହି

ଜଣେ ପ୍ରେମିକଙ୍କୁ ଦୁଇ ପ୍ରେମିକା, ରାସ୍ତା ମଝିରେ ଟଣାଓଟରା

ଲକ୍ଷ୍ନୌ: ଜଣେ ଯୁବକ ପାଇଁ ଦୁଇ ଯୁବତୀ ପିଟାପିଟି। ଉଭୟେ କହୁଛନ୍ତି ଯୁବକ ଜଣକ ତାଙ୍କ ପ୍ରେମିକ। ଜଣେ ପ୍ରେମିକଙ୍କ ପାଇଁ ବିଚ୍‌ ରାସ୍ତାରେ ଦୁଇ ପ୍ରେମିକା ମାରପିଟ୍‌ ଲାଗୁଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି

ନଭେମ୍ବର ୧ରୁ ୟୁଜି ଓ ୧୫ରୁ ପିଜି କ୍ଲାସ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ସାରା ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ (ୟୁଜି) ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ ତାରିଖରୁ ପୋଷ୍ଟ ଗ୍ରାଜୁଏଟ (ପିଜି) ପିଲାଙ୍କ ପାଠପଢ଼ା ଆରମ୍ଭ ହେବ । ତେବେ ପ୍ରଥମ ବର୍ଷର ୟୁଜି ଓ ପିଜି ପିଲାଙ୍କ ପାଠପଢ଼ା ହେବ । 

ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ସକମା ୟୁଭୋଦୟ କଲେଜ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ହାତରେ ରହିଛି କଟା ଦାଗ ବଲାଙ୍ଗିର: ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକ୍‌ମା ସ୍ଥିତ ୟୁବୋଦୟ କଲେଜ୍ ଅଫ୍‌ ଆଡଭାନ୍ସଡ୍‌ ଟେକ୍ନୋଲଜି କଲେଜର

ମହାପ୍ରଭୁଙ୍କ ଦର୍ଶନ ଲାଗି ନୂଆ ନିୟମ, ଏଣିକି…

ପୁରୀ: ପୁରୀ ବାସୀଙ୍କ ପାଇଁ ଖୁସି ଖବର । ଏଣିକି ବିନା ଲାଇନରେ ଛିଡା ହୋଇ ଦର୍ଶନ କରିପାରିବେ କେବଳ ଜିଲ୍ଲା ବାସୀ । ପୌରାଞ୍ଚଳ ବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ପ୍ରସଙ୍ଗ ନେଇ ବୈଠକ ବସିଥିଲା । ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।ନଭେମ୍ବର ୧ରୁ ପଶ୍ଚିମ ଦ୍ଵାର ଦେଇ