Odia News Portal

ନୂଆ ବର୍ଷ ଠାରୁ ମିଳିବ ଛୋଟ ପିଲାଙ୍କୁ ଟିକା

ନୂଆବର୍ଷରୁ ୧୮ରୁ କମ ବୟସ ପିଲାଙ୍କୁ ଦିଆଯିବ କରୋନା ଟିକା । ପ୍ରଥମ ପର୍ୟ୍ୟାୟରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକା ଦେବା ପାଇଁ ନାଁ ପଞ୍ଜିକରଣ କରିପାରିବେ। ପ୍ରାପ୍ତ ବୟସ୍କଙ୍କ ନାଁ ପଂଜିକରଣ ଭଳି କିଶୋରକିଶୋରୀମାନେ ମଧ୍ୟ କୋଓ୍ବିନ ପ୍ଲାଟଫର୍ମରେ ନାଁ ପଞ୍ଜିକରଣ କରିପାରିବେ । ୨୦୨୨…

ସ୍ତ୍ରୀ କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

କେନ୍ଦୁଝର:ସ୍ତ୍ରୀକୁ ହତ୍ୟା କରି ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ । ପୋଲିସ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି । ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଞ୍ଚଳର ଠାକୁରପାଟଣା ମୁଣ୍ଡାସାହିରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ହଠାତ୍ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା ।…

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ

ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ…

୧୦ ଦିନ ପାଇଁ ବନ୍ଦ ହେଲା ଭିତରକନିକା

୧୦ ଦିନ ବନ୍ଦ ହେଲା ଭିତରକନିକା । କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ । ଜାନୁୟାରୀ ୨ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ ବଉଳା କୁମ୍ଭୀର ଗଣନା । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ୟ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ଜାନୁୟାରୀ ୨ତାରିଖରୁ…

୫୬ ବର୍ଷରେ ପାଦ ଦେଲେ ଭାଇଜାନ

୫୬ ବର୍ଷରେ ପାଦ ଥାପିଲେ ଭାଇଜାନ। ନିଜର ୫୬ତମ ଜନ୍ମଦିନକୁ ଧୂମଧାମରେ ସେଲିବ୍ରେଟ କରୁଛନ୍ତି ଦବଙ୍ଗଖାନ । ଗତକାଲି ସଲମାନଙ୍କ ଫାର୍ମ ହାଉସରେ ପାର୍ଟିର ଆୟୋଜନ କରାଯାଇଥିଲା । ସଲମାନଙ୍କ ବର୍ଥଡ଼େ ଓ୍ଵିସ୍ କରିବାକୁ ତାଙ୍କ ଫାର୍ମ ହାଉସ୍ ବାହାରେ ଜମିଥିଲା ଫ୍ୟାନଙ୍କ ଭିଡ଼ । ସୂଚନାଯୋଗ୍ୟ, ବଡ…

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ସୁନ୍ଦରଗଡରେ ଦନ୍ତା ହାତୀ ଆତଙ୍କ । ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତ ବୃଦ୍ଧଙ୍କ ନାଁ କିରଣ ଡୁଙ୍ଗଡୁଙ୍ଗ । ପଞ୍ଚରା ସେକ୍ସନ ଗୌବାହାଲ ବିଟ କୁତ୍ରା ଥାନା ଛୁରୀଚୋକା ଗାଁରେ ତାଙ୍କ ଘର । ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ପଞ୍ଚରା ସେକ୍ସନ ଗୌବାହାଲ ବିଟ କୁତ୍ରା ଥାନା…

ପୋଲିସ ମାଓବାଦୀ ମୁହା ମୁହିଁ

ଯବାନ ଙ୍କ ଟାର୍ଗେଟ ରେ ଅଛନ୍ତି ମାଓବାଦୀ । ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର । ଏହାସହ ବହୁତ ପରିମାଣର ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ସୂଚନାନୁସାରେ ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ମାଓବାଦୀ…

ରାଜ୍ୟରେ କମୁଛି ଶୀତର ଳହରୀ

ଏବେ ରାଜ୍ୟରେ ଶୀତର ଲହରୀ କମି କମି ଯାଉଛି । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି । ରାଜ୍ୟରେ କମୁଛି ଶୀତର ଳହରୀ । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର ସବୁଠୁ…

ଘରେ ପଶି ଦୁଷ୍କର୍ମ ଅଭିଯୋଗ

ଘରେ ପଶି ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ଦୁର୍ବତ୍ତ । ଏହିଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁରୁ । ଅଭିଯୋଗ ଅନୁସାରେ, ୨୪ ତାରିଖ ରାତିରେ ୨ ଜଣ ଦୁର୍ବୃତ୍ତ ବ୍ରାହ୍ମଣୀ ଗାଁରେ ଜୈନିକ ବ୍ୟକ୍ତିଙ୍କ ଘରେ ପଶିଥିଲେ । ଦମ୍ପତିଙ୍କୁ ମାରଧର କରିବା ସହ…

ଓଡିଶାରେ ଓମିକ୍ରନ ସଂଖ୍ୟା ୮ ରେ ପହଞ୍ଚଲା

ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ।ରାଜ୍ୟରେ ଆଉ ୪ ଜଣ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ବିଦେଶ ଫେରନ୍ତା । ୪ ଜଣଙ୍କ ମଧ୍ୟରୁ ୨ ଜଣ ନାଇଜେରିଆରୁ ଫେରିଥିଲେ । ଆଉ ଦୁଇ ଜଣ ୟୁଏଇ ଫେରନ୍ତା । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ସେଥିମଧ୍ୟରୁ ନାଇଜେରିଆ…