Odia News Portal

କ୍ୟାଟ୍ରିନା –ଭିକିଙ୍କ ବିବାହକୁ ପରିହାସ

କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଭିକି କୌଶଲ ଏବଂ କାଟ୍ରିନା କୈଫ । ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ଭିକି-କାଟ୍ରିନା । ତେବେ ଭିକି-କାଟ୍ରିନାଙ୍କ ବିବାହକୁ ନେଇ ଉପହାସ କରିଛନ୍ତି କମେଡିଆନ ସୁଗନ୍ଧା ମିଶ୍ର ଓ ତାଙ୍କ ସ୍ୱାମୀ ସଙ୍କେତ ଭୋସଲେ । ଉଭୟ ସୁଗନ୍ଧା ଓ ସଙ୍କେତ ସୋସିଆଲ

୨୦ କିମି ବେଗରେ ଆସୁଛି ଜୱାଦ

ଆଗାମୀ ୬ଘଣ୍ଟାରେ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ ଜୱାଦ୍ । ଅବପାତରେ ପରିଣତ ହୋଇ ପୁରୀ ଉପକୂଳ ଦେଇ ଅତିକ୍ରମ କରିବ । ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡିଶା ଉପକୂଳ ଦେଇ ଯିବା ସମ୍ଭାବନା । ପଶ୍ଚିମବଙ୍ଗ ଆଡକୁ ପଳାଇବ ଜୱାଦ । ମଧ୍ୟରାତ୍ରୀ ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ

ବର୍ଷା ସାଜିଲା ବାଧକ

ଜୁନିୟର ବିଶ୍ୱକପ ହକିରେ ବର୍ଷା ସାଜିଲା ବାଧକ ô ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ସ୍ଥଗିତ ରଖାଯାଇଛି । ସ୍ପେନ-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ସ୍ଥଗିତ ରହିଛି । ୭ମ/୮ମ ସ୍ଥାନ ପାଇଁ ମୁହାଁମୁହିଁ ହେବେ ସ୍ପେନ-ମାଲେସିଆ । ୧୦.୩୦ରେ ଖେଳାଯିବାକୁ ଥିଲା ମ୍ୟାଚ୍, ୧୧ଟାରେ

ରାଜଧାନୀରେ ଓମିକ୍ରନ

ରାଜଧାନୀ ଦିଲ୍ଲୀରେ ଓମିକ୍ରନର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।ଏହି ରୋଗୀ ଜଣକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତୀ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ବିଦେଶରୁ ଆସିଥିବା ୧୨ ଜଣ ନମୁନାକୁ

ପୁରୀ ଠାରୁ ୧୮୦ କିମି ଦୂରରେ ‘ଜୱାଦ’

ଆଉ କିଛି ସମୟ ମଧ୍ୟରେ ଅବପାତର ରୂପ ନେବ ‘ଜୱାଦ’ । ମଧ୍ୟାହ୍ନରେ ପୁରୀ ନିକଟବର୍ତ୍ତୀ ହେବ ଜୱାଦ । ଅପରାହ୍ଣ ସୁଦ୍ଧା ଏକ ୱେଲଡ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇ ପଶ୍ଚିମବଙ୍ଗ ଆଡକୁ ଗତି କରିବ । ଏବେ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୫ କିଲୋମିଟର ବେଗରେ ଗତି

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର , କେନ୍ଦ୍ରାପଡା , ଯାଜପୁର, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ ବରିଷ୍ଠ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ବୟଷ ହୋଇଥିଲା । କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ

ଫସିଗଲେ ଜ୍ୟାକଲିନ

ବ୍ୟାପକ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରକୁ ନେଇ ଖୁଲାସା କରିଛିି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୦ କୋଟି ଅର୍ଥ ଜାଲିଆତି ଅଭିଯୋଗରେ ଗିରଫ ହୋଇଥିବା ଚନ୍ଦ୍ରଶେଖରକୁ ଜେରା କରିବା ପରେ ଇଡି ଯେଉଁ ଚାର୍ଜସିଟ ପ୍ରସ୍ତୁତ କରିଛି ତାହା ଜାଣି ଆଶ୍ଚର୍ୟ୍ୟ ହେବେ ।

ନୂଆବର୍ଷରୁ ଏଟିଏମର ଟଙ୍କା କାରବାର ହେବ ମହଙ୍ଗା

ଆସନ୍ତା ଜାନୁଆରି ପହିଲାରୁ ଦେଶରେ ଏଟିଏମ୍ କାରବାର ମହଙ୍ଗା ହେବ। ମାସିକ ମାଗଣା କାରବାର ଶେଷ ହେବା ପରେ ଗ୍ରାହକଙ୍କୁ କାରବାର ପିଛା ୨୧ ଟଙ୍କା ସହ ଜିଏସଟି ବାବଦକୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଉଭୟ ଆର୍ଥିକ ଓ ଅଣ ଆର୍ଥିକ କାରବାର ଶୁଳ୍କ ବୃଦ୍ଧିପାଇଁ

ହକିରେ ପଶିଲା କରୋନା

ଜୁନିଅର ବିଶ୍ୱକପ ହକିରେ ପଶିଲା କରୋନା । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିଲା ପୁରୁଷ ଜୁନିଅର ବିଶ୍ୱକପ ହକିରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ସୂଚନା ମିଳିଛି । ପଜିଟିଭ ଚିହିନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମ ମିଡିଆ ସେଣ୍ଟର ବ୍ୟବହାର କରିଥିଲେ ।