Odia News Portal

ପୁନମ ପାଣ୍ଡେଙ୍କ ସ୍ୱାମୀ ଗିରଫ

ସର୍ବଦା ଚର୍ଚ୍ଚାରେ ରହିବାକୁ ଚାହାନ୍ତି ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ଏବେ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି, ଏହା ପରେ ସୋମବାର ସନ୍ଧ୍ୟାରେ ପୋଲିସ ସାମଙ୍କୁ ଗିରଫ କରିଛି। କେବଳ

ବିକି-କ୍ୟାଟ୍ରିନାଙ୍କ ନିର୍ବନ୍ଧ ଶେଷ

ଗତ କିଛି ଦିନ ହେବ ଅଭିନେତା ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚା ଖୁବ୍ ଶିଘ୍ର ସତ ହେବାକୁ ଯାଉଛି । କାରଣ ଦୀପାବଳୀରେ ବିକି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ ଶେଷ ହୋଇଛି । ନିର୍ଦ୍ଦେଶକ କବୀର ଖାନଙ୍କ ଘରେ ବିକି ଓ କ୍ୟାଟ୍ରିନାଙ୍କ

ମୁକେଶ ଅମ୍ବାନୀଙ୍କ ଉପରେ ବିପଦ

ଭାରତର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ ଅଫ୍ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କ ଉପରେ ଘନୁଛି ବିପଦ । ଦକ୍ଷିଣ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ‘ଆଣ୍ଟିଲିଆ’ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ଜଣେ ଟ୍ୟାକ୍ସି ଚାଳକ ଏନେଇ ପୋଲିସକୁ ସୂଚନା ଦେବା ପରେ

ଖୁବଶୀଘ୍ର ଭୁବନେଶ୍ୱରରୁ ଡେରାଡୁନକୁ ଉଡିବ ବିମାନ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଭୁବନେଶ୍ୱର ଏବଂ ଡେରାଡୁନ୍ ମଧ୍ୟରେ ବିମାନ ସଂଯୋଗ ସମ୍ପର୍କରେ ବିମାନ ସେବା ଅପରେଟରଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂ ଦେଓଙ୍କୁ ଚିଠି

ମନ୍ଦିର ପାଇଁ ଜମି ଦେବାକୁ ମନାକଲେ ସରକାର

ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ସରକାର ଆଡ଼ ଅଖିରେ ଦେଖୁଛନ୍ତି। ଏଠାରେ ରାଜଧାନୀ ଉନ୍ନୟନ କର୍ତ୍ତୃପକ୍ଷ (CDA) ଇସଲାମାବାଦରେ ଏକ ମନ୍ଦିର ନିର୍ମାଣ ପାଇଁ ଜମିର ଆବଣ୍ଟନକୁ ବାତିଲ କରିଦେଇଛନ୍ତି। ନାଗରିକ ନିକାୟର ଓକିଲ ଜାଭେଦ ଇକବାଲ ସୋମବାର ଇସଲାମାବାଦ ହାଇକୋର୍ଟଙ୍କୁ

ଓଡିଶା ପୋଲିସ ହାଉସିଙ୍ଗ ଆଣ୍ଡ ଫ୍ୱେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ

ଓଡିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍ (ଓପିଏଚ୍ଡବ୍ଲୁସି) ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରେ ଆୟ ଭହିବୁର୍ତ୍ତ ସମ୍ପତି ଠୁଳ କରିବା ଅଭିଯୋଗରେ ଆଜି ଓଡିଶା ଭିଜିଲାନ୍ସ ଅଧିକାରୀ ଏକାଧିକ ସ୍ଥାନରେ ଚଢାଉ କରିଛନ୍ତି। ଦୁର୍ନୀତି ନିବାରଣ ସଂସ୍ଥାର ସ୍ଲୁଥସ୍

କେମିତି ଚିହ୍ନିବେ କାର୍ବାଇଟ୍ ଦିଆ କଦଳୀ  

ପେଟ ଏବଂ ହୃଦୟକୁ ଛାଡ଼ିଦେଲେ ଶରୀରକୁ ଫୁର୍ତ୍ତିବାନ୍ ରଖିବାରେ ମଧ୍ୟ ଏହି ଫଳ ସହାୟକ ହୁଏ । କିନ୍ତୁ ବର୍ତ୍ତମାନ ସମୟରେ କାର୍ବାଇଡ଼୍ ଉପାୟରେ କଦଳୀ ପଚା ଯାଉଥିବାରୁ ଏହା ଶରୀର ଉପରେ ସେତେଟା ଭଲ ପ୍ରଭାବ ପକାଇନଥାଏ । ଆପଣ ଯଦି ପ୍ରାକୃତିକ ଉପାୟରେ ପାଚିଥିବା କଦଳୀ ବଜାରରେ ଖାଇବାକୁ

ଶୀତରେ କେମିତି ପାଇବେ ସର୍ଦ୍ଦିରୁ ରକ୍ଷା

ଶୀତଋତୁର ଆଗମନରେ ଚାରିଆଡ଼େ ଏବେ ଶୀତର ଲହରୀ ଖେଳିଗଲାଣି । ଆଲମିରାରୁ ସ୍ୱେଟର୍ ଏବଂ ମୋଟା ମୋଟା କମ୍ବଳ ବାହାରିବା ଆରମ୍ଭ ହୋଇଗଲାଣି । ଏହି ସମୟରେ ଖାଦ୍ୟପେୟର ଉଚିତ୍ ଧ୍ୟାନ ନଦେଲେ ନାନା ପ୍ରକାରର ରୋଗ କୁଣିଆ ହୋଇ ଶରୀରକୁ ଚାଲିଆସନ୍ତି । ତେବେ ଏଥିପାଇଁ ଶରୀର ପ୍ରତି ଯତ୍ନବାନ୍ ହେବା

ବିନା ଛୁଞ୍ଚିରେ ପିଲାଙ୍କୁ ଟିକା

କୋଭିଡ ଟିକା ଜାଇଡସ କାଡିଲାର ଦର ସ୍ଥିର କଲେ କେନ୍ଦ୍ର ସରକାର । ଗୋଟିଏ ଡୋଜର ଦାମ ୨୬୫ ଟଙ୍କା ସ୍ଥିର ହୋଇଛି । ଏହି ଟିକା ବିନା ଛୁଞ୍ଚିରେ ଦିଆଯିବ । ଏହି ପ୍ରକ୍ରିୟାକୁ ଫାର୍ମାଜେଟ୍ ବୋଲି କୁହାଯାଉଛି । ଏହି ଫାର୍ମାଜେଟ୍ ପ୍ରକ୍ରିୟା ପାଇଁ ଟିକା ବାଦ୍ ଅତିରିକ୍ତ ୯୩ ଟଙ୍କା ଦେବାକୁ ହେବ

ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

୧୦ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା ମଧ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରବେଶ କରିବ । ଏହା ପ୍ରଭାବରେ ରାତ୍ରି ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିବା ସହ ଶୀତ କମିବ । ଏହାବ୍ୟତୀତ ୧୦ରୁ ୧୨ତାରିଖ ଯାଏ ରାଜ୍ୟର