Odia News Portal

ଆଜିଠୁ ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନ

ଆଜିଠୁ ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନ ଆଜିଠାରୁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ବିଲ ଆଣିବେ । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ ଆଗତ କରିପାରନ୍ତି । ଅଧିବେଶନ ପୂର୍ବରୁ ସରକାର ସର୍ବଦଳୀୟ ବୈଠକ

ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖ ବଜାରରେ ଅଗ୍ନିକାଣ୍ଡ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖ ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ୧୦ ରୁ ଅଧିକ ଦୋକାନ ଘର ସମ୍ପୁର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ସମ୍ପୁର୍ଣ୍ଣ କାରଣ ଏଯାଏଁ ଜଣା ପଡନି । ବାଣ ଅଥବା ସିଗାରେଟ ଧୁଆଁରୁ ଏପରି

ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି

ଶ୍ରୀମନ୍ଦିରରେ ଆଜି ମାର୍ଗଶୀର କୃଷ୍ଣ ଦଶମୀ ତିଥିରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉ ନୂଆ ପଇତା ପରିଧାନ କରିବେ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଅପରାହ୍ନ ୪ଟା ରୁ ଏହି ନୀତିକାନ୍ତି ଆରମ୍ଭ ହେବ । ଏହି ଉପଲକ୍ଷେ ଅପରାହ୍ନ

ହାତକୁ ଦି ହାତ ହେବେ ମୋନୀ ରୟ

ଫିଲ୍ମ ଜଗତରେ ଏବେ ବିବାହ ଋତୁ ଚାଲିଛି। ଅଭିନେତା ରାଜକୁମାର ଓ ପତ୍ରଲେଖା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେହିପରି କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲଙ୍କ ବିବାହ ଖବର ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ଟିଭି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ମଧ୍ୟ ହାତକୁ ଦି ହାତ ହୋଇଛନ୍ତି।

ଏବେ ଡ୍ରଗ୍ସ ନେଲେ ଯିବେନି ଜେଲ

ଡ୍ରଗ୍ସ କିମ୍ବା କୌଣସି ନିଶାଜାତ ଦ୍ରବ୍ୟ କବଳରେ ଫସିଥିବା ଲୋକଙ୍କୁ ସରକାର ଏବେ କୌଣସି ବି ପ୍ରକାର କଠୋରତା ପରିବର୍ତ୍ତେ ସହାନୁଭୂତି ସପକ୍ଷରେ ଅଛନ୍ତି। କାହିଁକିନା, ସରକାର ଏହା ସହ ଜଡ଼ିତ ଆଇନରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କ ପାଖରେ ଯଦି ନିଜେ ବ୍ୟବହାର ପାଇଁ

ତୃତୀୟ ଲହରୀ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ

ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଆଜି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରହିବା ପାଇଁ ସବୁ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ

ବିବାହ ବିଳମ୍ବ ହେଉଥିଲେ କରନ୍ତୁ ଏହି କାମ

ବିବାହ ହିନ୍ଦୁ ଧର୍ମର ପ୍ରମୁଖ ୧୬ ସଂସ୍କାର ମଧ୍ୟରୁ ଗୋଟିଏ। ବିବାହ ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର। ଏଥିପାଇଁ ଅନେକ ରୀତିନୀତି ପାଳନ କରାଯାଏ। ବେଳେବେଳେ କିଛି କାରଣବଶତଃ ବିବାହ ବିଳମ୍ବ ହୋଇଥାଏ। ବେଳେବେଳେ ସବୁ ଠିକ ହେଲା ପରେ ବି ବିବାହ ବିଳମ୍ବ ହୋଇଥାଏ। ବିଳମ୍ବ ବିବାହ ପଛରେ ଅନେକ

ବିବାହ ପାଇଁ ପ୍ରସ୍ତୁତି ଚାଲିଛି

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଥମୁନାହିଁ। ପ୍ରତିଦିନ ଏହି ଯୋଡ଼ିଙ୍କ ବିବାହକୁ ନେଇ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି। ଯେମିତି ବିବାହ ଠାରୁ ଆରମ୍ଭ କରି ମେହେନ୍ଦୀ, ସଙ୍ଗୀତ ଯାଏଁ ସମସ୍ତ ପ୍ରକାରର ପ୍ରସ୍ତୁତି ନେଇ ଖବର

ବିବାହ କରିବାକୁ ମନ ବଳାଇଲେଣି ସୋନାକ୍ସି ସିହ୍ନା

ବର୍ତ୍ତମାନ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବିହାଜର ଋତୁ ଆରମ୍ଭ ହୋଇଛି । କିଏ ବିବାହ କରୁଛି ତ କାହାର ନିର୍ବନ୍ଧ ହେଉଛି । ନିକଟରେ ରାଜକୁମାର ରାଓ-ପତ୍ରଲେଖା ଏବଂ ଆଦିତ୍ୟ -ଅନୁଷ୍କା ରଂଜନଙ୍କ ବିବାହ ପରେ ପ୍ରଶଂସକମାନେ ଚର୍ଚ୍ଚିତ ଯୋଡି ବିକି- କ୍ୟାଟ୍ରିନା ଏବଂ ଆଲିଆ ଭଟ୍ଟ-ରଣବୀର କପୁରଙ୍କ

ଭୁବନେଶ୍ୱର ଏୟାରପୋର୍ଟରେ ଲେଜର ଆକ୍ରମଣ ଭୟ

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲେଜର ଆକ୍ରମଣ ଭୟ। ଭୁବନେଶ୍ବର ବିମାନବନ୍ଦର ପ୍ରତି ଲେଜର ଓ ଡ୍ରୋନ ଆକ୍ରମଣର ଭୟ ରହିଛି। ବିଭିନ୍ନ ସମୟରେ ବିମାନବନ୍ଦରର ସୁରକ୍ଷାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଥିବାବେଳେ ଖୋଦ ବାଣିଜ୍ୟ ଓ ପରିବହନ ବିଭାଗ ଏନେଇ