Odia News Portal

କର୍ଣ୍ଣାଟକରେ ପୁଣି ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । କର୍ଣ୍ଣାଟକରେ ପୁଣି ୫ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଓମିକ୍ରନ ଆକ୍ରାନ୍ତକୁ ମିଶାଇ କର୍ଣ୍ଣାଟକରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ବେଳେ, ଓମିକ୍ରନ…

ରାଜ୍ୟରେ ଆଉ ୧୮୬ ନୂଆ କୋରନା ଆକ୍ରାନ୍ତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୫୦.୫୩ ପ୍ରତିଶତ । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୦.୩୪ ପ୍ରତିଶତ । ସଂକ୍ରମିତଙ୍କ…

ଆସିଲା ଚିତ୍ତରଂଜନ ପଲାଇ ମୃତ୍ୟୁ ମାମଲାର ପୋଷ୍ଟମର୍ଟମ ରିପୋର୍ଟ

ପୁରୀ:ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲାଇଙ୍କ ମୃତ୍ୟୁ ମାମଲାରେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ପୋଷ୍ଟମର୍ଟମ ରିପୋର୍ଟ । ଖବର ଅନୁଯାୟୀ, ବ୍ରହ୍ମଗିରିରେ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା । ମାମଲାରେ ତଦନ୍ତ ପୋଲିସ…

ରାଜ୍ୟରେ ଶୀତର ଲହରୀ ଜାରୀ,ଆହୁରି ୪ ଦିନ ଥରାଇବ ଶୀତ

ରାଜ୍ୟରେ ଆହୁରି ବଢିବ ଶୀତ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବ । ଶୀତ ବଢୁଥିବା କାରଣରୁ ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ…

ଆଜି ମହାନଦୀର ଦୀର୍ଘତ୍ତମ ସେତୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ମହାନଦୀରେ ରାଜ୍ୟରେ ଦୀର୍ଘତମ ସେତୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ତା ପୂର୍ବରୁ ଏହି ‘ଟି’ ଆକୃତିର ସେତୁର କିଛି ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀ ଉପରେ ଏହି ଦୀର୍ଘତମ ସେତୁ ଅଧିକରୁ ଅଧିକ ଲୋକ ଓ ସ୍ଥାନକୁ ଯୋଡିବ । ଏହାଦ୍ୱାରା ଅଧିକ…

ଓମିକ୍ରନ ପାଇଁ ନେଦରଲ୍ୟାଣ୍ଡରେ ଲକ୍ ଡାଉନ ଘୋଷଣା

ୟୁରୋପରେ ଓମିକ୍ରନର ପ୍ରକୋପ ଚିନ୍ତା ବଢାଇଛି। ସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରୁଥିବାରୁ ବିଭିନ୍ନ ଦେଶରେ କଠିନରୁ କଠିନ କଟକଣା ଲାଗୁ କରାଯାଉଛି। ଓମିକ୍ରନର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନେଦରଲାଣ୍ଡ ସରକାର ପୁଣି ଥରେ ଦେଶବ୍ୟାପୀ ଲକ୍ ଡାଉନ ଘୋଷଣା କରିଛନ୍ତି। ଜାନୁଆରୀ ପର୍ୟ୍ୟନ୍ତ…

ରାଜ୍ୟରେ ରୋଗୀ ସେବାର ନୂଆ ଯୋଜନା କଲେ ମୁଖ୍ୟମନ୍ତ୍ରୀ

ଦୂର୍ଗମ ଅଞ୍ଚଳରେ ରହିବ ନାହିଁ ସ୍ବାସ୍ଥ୍ୟସେବା ଜନିତ ଅସୁବିଧା। କିଛି ବି ଅସୁବିଧା ହେଲେ ରୋଗୀ ନିକଟରେ ଏୟାର ଲିଫ୍ଟରେ ପହଞ୍ଚିବେ ଡାକ୍ତର । ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ ।…

ଜାଡ଼ରେ ଥରୁଛି ସାରା ଓଡ଼ିଶା

ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ଜା଼ଡ଼ରେ ଥରୁଛି ସାରା ଓଡ଼ିଶା। ୧୨ଡିଗ୍ରୀ ସେଲ୍ସିୟସ ତଳେ ୧୨ଟି ସହରର ତାପମାତ୍ରା ରହିଛି। ସର୍ବନିମ୍ନ ୭ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହରର ପାଲଟିଛି। ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତିର…

ଆତ ଖାଇବା ଦ୍ୱାରା ଦୁର ହୋଇଥାଏ ଏହି ସବୁ ରୋଗ

ବଜାରରେ ଅନେକ ତଟକା ଫଳ ଏବଂ ପନିପରିବା ମିଳୁଛି , ଯାହାକୁ ଲୋକମାନେ ବର୍ଷସାରା ଅପେକ୍ଷା କରନ୍ତି । ଆତ ମଧ୍ୟ ଏପରି ଏକ ଫଳ ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ସ୍ୱାଦ ବ୍ୟତୀତ ଆତ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।ସାଧାରଣତ ଆତ ଭାବରେ ଜଣାଶୁଣା, ଏହି…

କେରଳ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି ଡବଲ ମର୍ଡର

କୋଚି: ଦୁଇଟି ରାଜନୈତିକ ହତ୍ୟା କେରଳର ରାଜନୀତିକୁ ଗରମ କରିଦେଇଛି । ୧୨ ଘଣ୍ଟା ମଧ୍ୟରେ ଦୁଇ ନେତାଙ୍କ ହତ୍ୟା ଘଟଣା ଆଲାପୁଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି କରିଛି । ଫଳରେ ୧୪୪ ଧାରା ଲାଗୁ କରାଯାଇଛି । ଏହି ଘଟଣାକୁ CM ମଧ୍ୟ ନିନ୍ଦା କରିଛନ୍ତି । ରବିବାର ସକାଳେ ଆଲାପୁଜାଠାରେ ବିଜେପି…