Odia News Portal

ମନ୍ତ୍ରୀ ଟୁକୁନି ସାହୁଙ୍କୁ ତାଲା ପକାଇଲେ ବିରେଧୀ

ସମ୍ବଲପୁର: କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରାଯାଇଛି। ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରୁଛନ୍ତି ଏହି ଦୁଇଟି ଦଳ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ

ମଙ୍ଗଳସୂତ୍ର ବିଜ୍ଞାପନକୁ ଡିଲେଟ କଲେ ସବ୍ୟସାଚୀ

ଖ୍ୟାତନାମା ଫ୍ୟାଶନ ତଥା ଅଳଙ୍କାର ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କ ମଙ୍ଗଳସୂତ୍ରର ବିଜ୍ଞାପନ ସାରା ଦେଶରେ ତୀବ୍ର ସମାଲୋଚନା ହେଉଛି। ସୋସିଆଲ ମିଡିଆରେ ଟ୍ରୋଲ୍ ହେବା ପରେ ସବ୍ୟସାଚି ତାଙ୍କର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ସେ ରବିବାର ଦିନ ନିଜର ବିଜ୍ଞାପନ

ପୁଅ ଫେରିବା ଖୁସିରେ ଝଲସୁଛି ମନ୍ନତ

ମୁମ୍ବାଇ କୋର୍ଡିଲିଆ ଡ୍ରଗ୍ସ ମାମଲାରେ ବେଲ୍ ପାଇ ଶନିବାର ଘରକୁ ଫେରିଛନ୍ତି ବଲିଉଡ୍ ବାଦ୍‌ଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ପୁଅ ଫେରିବା ଖୁସୀରେ ସେଦିନ କାନ୍ଦି ପକାଇଥିଲେ ଶାହରୁଖ। ଆଉ ଆଜି ଦୀପାବଳି ପୂର୍ବରୁ ବିଭିନ୍ନ ଦାମିକିଆ ଲାଇଟ୍‌ରେ ଜଲସୁଛି ବଲିଉଡ୍ କିଂଙ୍କ ବିଳାସମୟ

ଜେଲରୁ ମୁକୁଳିବା ପରେ ରାଜ କୁନ୍ଦ୍ରା ଡିଲେଟ କଲେ ନିଜ ଆକାଉଣ୍ଟ

ଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପ୍ରୋନୋଗ୍ରାଫି ମାମଲାରେ ଜେଲରୁ ମୁକୁଳିବା ପରେ ଏକ ବଡ଼ ନିଷ୍ପତି ନେଇଛନ୍ତି  । । ଗଣମାଧ୍ୟମକୁ ଶେଷ ସାକ୍ଷାତ କରିବା ସହ ନିଜ ଇନଷ୍ଟା ଓ ଟ୍ୱିଟର୍ ଆକାଉଣ୍ଟ ଡିଲିଟ୍ କରିଛନ୍ତି  । ଇନଷ୍ଟା ଏବଂ ଟ୍ୱିଟରରେ ଏବେ ତାଙ୍କ ଆକାଉଣ୍ଟ

କଟକ କେଏଫସିରେ ସିଏମସିର ଚଢାଉ

କେଏଫସିରେ ସିଏମସି ଖାଦ୍ୟ ସୁରକ୍ଷା ସ୍କ୍ୱାଡର ଚଢାଉ । କଟକ ବାଦାମବାଡିରେ ଥିବା କେଏଏଫସି ରେଷ୍ଟୁରାଂଟରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ଟିମ୍ । କେଏଫସି ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ଅଭିଯୋଗ ରହିଥିବା ବେଳେ ଖାଦ୍ୟ ସୁରକ୍ଷା ଟିମ୍ ଚଢାଉ କରି କିଛି ଖାଦ୍ୟ ଜବତ କରିଛି ।

ଆରୟନଙ୍କ ପାଇଁ ବଡିଗାର୍ଡ ରଖିବେ ଶାହରୁଖ ଖାନ

ଆର୍ଯ୍ୟନ୍‌ ଜେଲ୍‌ରୁ ମୁକୁଳିବା ପରେ ଶାହାରୁଖ ଏବଂ ଗୌରୀ ପୁଅକୁ ନେଇ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଦୁହେଁ ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ ସବୁ ଠାରୁ ଦୂରେଇ ରଖିବେ ବୋଲି ଭାବିଛନ୍ତି। ଡ୍ରଗ୍ସ ମାମଲାରେ ଫସି ଜେଲ ଯିବା ପରେ ଶାହାରୁଖ ଏବଂ ଗୌରୀ ବହୁତ ଚିନ୍ତାରେ ଥିଲେ।

ଦୀପାବଳିରେ କୁକୁର ପୂଜା

ଏଥର ଦୀପାବଳି ପର୍ବ ଭାରତରେ ନଭେମ୍ବର ୪ରେ ପାଳନ କରାଯାଉଛି। ପଡୋଶୀ ଦେଶ ନେପାଳରେ ମଧ୍ୟ ଏହି ପର୍ବ ପାଳନ କରାଯାଏ, କିନ୍ତୁ ଏହା ସହିତ ଜଡିତ ପରମ୍ପରା ଏଠାରେ ଟିକିଏ ଅଲଗା। ପ୍ରାଚୀନ କାଳରୁ ଚାଲିଆସୁଥିବା ଏହି ପରମ୍ପରା ନେପାଳରେ ମଧ୍ୟ ପାଳନ କରାଯାଏ। ଏହି ପର୍ବକୁ ନେପାଳର ଦୀପାବଳି

ରୋହିତ ଶର୍ମା ହୋଇପାରନ୍ତି ଟିମ୍ ଇଣ୍ଡିଆ କ୍ୟପଟେନ

ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ପ୍ରଥମେ ପାକିସ୍ତାନ ଓ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହେବା ପରେ ଏବେ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ଆଉ ସହଜ ହୋଇନାହିଁ । ଏଭଳି ସ୍ଥଳେ ଅନ୍ୟ ମ୍ୟାଚର ଫଳାଫଳ ଉପରେ ଟିମ୍ ଇଣ୍ଡିଆର ସେମିଫାଇନାଲ

କୁଚିଣ୍ଡା ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର କୁଚିଣ୍ଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଧନତେରସରେ ୧୫୫୪ କୋଟି ଟଙ୍କାର ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ

ଖୋଜି ଖୋଜି ଟିକା ଦେବେ ସ୍ୱାସ୍ଥ୍ୟକର୍ମୀ

ଏଣିକି ରାଜ୍ୟରେ ନନଷ୍ଟପ୍ ଚାଲିବ ଟିକାକରଣ। ଟିକା ନେଇନଥିଲେ ଘରକୁ ଯିବେ ସ୍ୱାସ୍ଥ୍ୟ କମୀ। ଆଜିଠୁ ଘର ଘର ବୁଲି ଭ୍ୟାକ୍ସିନ ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀ। ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲିଯାଉଛନ୍ତି। ଦେଶରେ ୧୧କୋଟି ଓ