ଧଳା ଜହର କବଳରେ ରାଜଧାନୀ
ରୋନା କାଳରେ ବଢ଼ି ଚାଲିଛି ନିଶାଖୋର ମାଫିଆଙ୍କ ରାଜ। ପୋଲିସ୍ କୁ ଚ୍ୟାଲେଞ୍ଜ ଦେଉଛନ୍ତି ଧଳା ଜହର ବେପାରୀ। ଗିରଫ ପରେ ମଧ୍ୟ ସୁଧୁରୁ ନାହାଁନ୍ତି। ରାଜଧାନୀରୁ ପୁଣି ଜବତ ହୋଇଛି ବ୍ରାଉନସୁଗର। ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଚନ୍ଦ୍ରଶେଖର ପୁର ସ୍ଥିତ ପଣ୍ଡା ପାର୍କ!-->…
