Odia News Portal

ଜେରା ପାଇଁ ହାଜର ହେଲେନି ଅନନ୍ୟା ପାଣ୍ଡେ

କ୍ରୁଜ୍‌ ଡ୍ରଗ୍ସ ମାମଲାରେ ତୃତୀୟ ଥର ପଚରା ଉଚରା ପାଇଁ ସୋମବାର ହାଜର ହେବାକୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନ୍‌ସିବି ସମନ ପଠାଇଥିଲା। ହେଲେ ଅନନ୍ୟା ଅସୁସ୍ଥ ଥିବା ଦର୍ଶାଇ ଆଜି ଏନ୍‌ସିବିରେ ହାଜର ହୋଇନାହାନ୍ତି। ପଚରା ଉଚରା ପାଇଁ ସେ ଆଉ ଦୁଇଦିନ ସମୟ ମାଗିଛନ୍ତି। ଏନ୍‌ସିବି ଉପ

ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ହୋଇଯିବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଝିଟିପିଟି ପଡ଼ିଯାଏ ତାହେଲେ କିଛି କ୍ଷେତ୍ରରେ ତାକୁ ଶୁଭ ତ କିଛି କ୍ଷେତ୍ରରେ ଅଶୁଭ କୁହାଯାଏ। ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ହୋଇଥାଏ ଓ କେଉଁ ଅଙ୍ଗରେ ପଡିଲେ ଅଶୁଭ ହୋଇଥାଏ ଆସନ୍ତୁ ଜାଣିବା। ୧. ମହିଳାମାନଙ୍କ

ଜାରୀ ଦେଲା ନୂଆ ନିୟମ

କରୋନା ମହାମାରୀ ମଧ୍ୟରେ ଆମେରିକା (ଯୁକ୍ତରାଷ୍ଟ୍ର) ଯିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ହ୍ୱାଇଟ ହାଉସ ଦ୍ୱାରାଜାରି ବିବୃତ୍ତିରେ କୁହାଯାଇଛି ଯେ ନଭେମ୍ବର ୮ପରେ ସମସ୍ତ ବିଦେଶୀ ସଂପୂର୍ଣ୍ଣ ଟିକାକରଣ କରିଥିବା ନାଗରିକମାନଙ୍କୁ ଆମେରିକା ଆସିବାକୁ ଅନୁମତି

୨୪ ବର୍ଷର ମହିଳା ୨୧ ପିଲାଙ୍କ ମା

ଦୁଇଟି ପିଲା ହେବା ସବୁଠାରୁ ଭଲ, କିନ୍ତୁ ଜର୍ଜିଆର ବାସିନ୍ଦା କ୍ରିଷ୍ଟିନା ଓଜଟର୍କ ଏହାକୁ ବିଶ୍ୱାସ କରନ୍ତି ନାହିଁ। ତେଣୁ ୨୪ ବର୍ଷ ବୟସରେ ସେ ୨୧ ଟି ସନ୍ତାନର ମା’ ହୋଇପାରିଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କର ୨୧ ସନ୍ତାନର ଯତ୍ନ ନେବା ପାଇଁ ୧୬ ଜଣ ଆୟାଙ୍କୁ ନିଯୁକ୍ତି ଦେଇଛନ୍ତି।

ପିୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ

ଅର୍ଡର କରିଥିଲେ ଆଇଫୋନ ଆସିଲା ସାବୁନ

ଅନଲାଇନରୁ ଅଡର କରି ଠାକାମୀର ଶିକାର ହେବା ଭଳି ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଛି । ପୂର୍ବରୁ ଜଣେ ବ୍ୟକ୍ତି ଅନଲାଇନରେ ମୋବାଇଲ ମଗେଇଥିଲେ କିନ୍ତୁ ତାଙ୍କ ପାଖକୁ ଆସିଥିଲା ଇଟା ଭର୍ତ୍ତି ପ୍ୟାକେଟ୍ । ଠିକ ସେହିଭଳି ଆଉ ଏକ ଘଟଣାବି କେରଳରୁ ସାମ୍ନାକୁ ଆସିଛି । କେରଳର ଜଣେ ବ୍ୟକ୍ତି

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ. ଏଇ ଅବସରରେ ସେ ରାଜ୍ୟପାଳଙ୍କୁ ନିଜେ ଆଙ୍କିଥିବା ତାଙ୍କର ପ୍ରତିଛବିକୁ ପ୍ରଦାନ କରିଛନ୍ତି. ପ୍ରିୟଙ୍କା ସାଧା କାଗଜ ଉପରେ

ଢେଙ୍କାନାଳ ଜିଲ୍ଲା ରୁ ବାଲ୍ୟ ବିବାହର ସଂପୂର୍ଣ୍ଣ ଉଚ୍ଛେଦ୍ଦ ଲାଗି କିଶୋର କିଶୋରୀମାନଙ୍କୁ ନେଇ ଗଠିତ ପ୍ରତିରୋଧ ମଞ୍ଚ

ଢେଙ୍କାନାଳ , ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ , ଆକ୍ସନଏଡ ଓ ୟୁନିସେଫର ମିଳିତ ସହଯୋଗରେ କିଶୋର ଓ କିଶୋରୀମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ଜିଲ୍ଲା ସ୍ତରୀୟ ଅଧିବେଶନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ କନଫରେନ୍ସ ହଲ , ଢେଙ୍କାନାଳ

କାର୍ଯ୍ୟରତ ସମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବିମା କାର୍ଡ ପ୍ରଦାନ

ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଢେଙ୍କାନାଳର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ

ଆଜି ଆରୟନ ଖାନଙ୍କ ଜାମିନ ଆବେଦନର ହେବ ଶୁଣାଣୀ

ଆରୟନଙ୍କ ଜାମିନ ଆବେଦନର ମୁମ୍ବାଇ ହାଇକୋର୍ଟରେ ଆଜି ହେବ ଶୁଣାଣି । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର