ବିଦ୍ୟୁତ ଉପଭୋକ୍ତା ନୂତନ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ
ଭୁବନେଶ୍ୱର : ଗତ ଶୁକ୍ରବାର ଦିନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଉଦ୍ଧିଷ୍ଟ ନୂତନ ବିଲିଂ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି । ଅତି ଉଚ୍ଚ କ୍ଷମତାଠାରୁ ଆରମ୍ଭ କରି ସମସ୍ତ ସାଧାରଣ ଉପଭୋକ୍ତାଙ୍କ ମିଟରିଂ, ବିଲିଂ, ବିଲ ପୈଠ,!-->…
