Odia News Portal

ଜାଣନ୍ତୁ କଣ ରହିଛି ବାତ୍ୟା ଅପଡେଟ୍

ଭୁବନେଶ୍ୱର: ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ୍’। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ‘ଗୁଲାବ୍’ ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ‘ଗୁଲାବ୍’ ଗତି କରୁଛି। ବର୍ତ୍ତମାନ ଏହାର ଗତିପଥକୁ ଡପଲର୍ ରାଡାର ସାହାଯ୍ୟରେ

୨ ଜୀବନ ଗଲା ପରେ ଶେଷରେ ଉଦ୍ଧାର ହେଲା ହାତୀର ମୃତଦେହ

କଟକ: ଅପରେସନ ଗଜରାଜ । ହାତୀକୁ ଉଦ୍ଧାର କରିବାକୁ ଯାଇ ୨ ଜଣଙ୍କ ଜୀବନ ଯାଇଛି । ଉଦୀୟମାନ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ଜୀବନ ଯାଇଛି । ଆଉ ଶେଷରେ ଯେଉଁ ଦନ୍ତାକୁ ଉଦ୍ଧାର କରିବା ଲାଗି ସେମାନେ ଯାଇଥିଲେ ଆଜି ସେ ଦନ୍ତା ମଧ୍ୟ ଜୀବନ୍ତ ଉଦ୍ଧାର

ସୀତାରାମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଅପରେସନ ଗଜରାଜରେ ପ୍ରାଣ ହରାଇଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ଖବର ପାଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶୋକ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି କି, ଓଡ୍ରାଫର

ଇଶ୍ୱର ଚନ୍ଦ୍ରଶେଖରଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ମହାନ ଶିକ୍ଷାବିତ ଓ ସମାଜ ସଂସ୍କାରକ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଆଜି ଜନ୍ମବାର୍ଷିକୀ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାରୀ ସଶକ୍ତିକରଣ, ସାମାଜିକ ସଂସ୍କାର ଓ ସଂସ୍କୃତର ପ୍ରସାର ଦିଗରେ ବିଦ୍ୟାସଗରଙ୍କ ଅବଦାନ ଚିର ସ୍ମରଣୀୟ ହୋଇ

ରାଜନଗର ପ୍ରେସ କ୍ଲବ ପକ୍ଷରୁ ଅରିନ୍ଦମ ଦାସଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳି

ରାଜନଗର : ସାହାସୀ, ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଓଡ଼ିଶା ସମ୍ବାଦ ଜଗତ । ସାହସିକତା ସହିତ ନିଜ କର୍ତ୍ତବ୍ୟ ସମୟରେ ଆଖି ବୁଜିଥିଲେ ଅରିନ୍ଦମ । ତାଙ୍କ ମୃତ୍ୟୁ ଖବର ଯିଏ ଶୁଣୁଛି ତା ଆଖିରୁ ଦି ଟୋପା ଲୁହ ଝରି ଆସୁଛି । ତାଙ୍କର ଏଭଳି ଅକାଳ ସାରା

ଜାତିସଂଘରେ ଆତଙ୍କବାଦ ବିରୋଧରେ ବର୍ଷିଲେ ମୋଦି, ଜାଣନ୍ତୁ ଆଉ କଣ ସବୁ ପ୍ରସଙ୍ଗ ଉଠାଇଲେ

ୱାଶିଂଟନ: ଜାତିସଂଘ ବୈଠକରେ ବର୍ଷିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଦୁନିଆ ଆଗରେ ଚରମପନ୍ଥୀଙ୍କ ବିପଦ ବଢ଼ିବାରେ ଲାଗିଛି। ବୈଜ୍ଞାନିକ ଦୃଷ୍ଟିକୋଣ ଓ ପ୍ରଗତିବାଦୀ ଚିନ୍ତାଧାରାକୁ ବଢ଼ାଇବାର ଆବଶ୍ୟକତା ବଢ଼ି ଗଲାଣି। ଏହାଦ୍ୱାରା ସାରା ବିଶ୍ୱର ବିକାଶ ହୋଇପାରିବ।

ରାଜସ୍ଥାନକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ଦିଲ୍ଲୀ

ଦୁବାଇ: ପୁଣି ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଲା ଦିଲ୍ଲୀ । ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ପ୍ଲେଅଫରେ ସ୍ଥାନ ପକ୍କା କରିଛି ଦିଲ୍ଲୀ । ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ରାଜସ୍ଥାନ ରୟାଲ୍ସକୁ ୩୩ ରନରେ ପରାସ୍ତ କରିଛି ।

କୋଟିଏ ଟଙ୍କାର ଗଞ୍ଜେଇ ଜବତ

ରାୟଗଡ଼ା: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ପ୍ରତିଦିନ ଜବତ ହେଉଛି କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ । ତେବେ ଆଜି କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ ଚଢାଉ କରି ୧୦୦୮ କେଜି ଗଞ୍ଜେଇ ସହ ଟ୍ରକକୁ

ସୋଆରେ ଦୁଇ ଦିନିଆ ମେକାନିକାଲ୍‌ ଇଞ୍ଜିନିୟରିଂ ଅନ୍ତର୍ଜାତିୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଦୁଇ ଦିନିଆ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।ଏହି ସମ୍ମିଳନୀରେ ଆଲ୍ଲେଖ୍ୟ ଶୀର୍ଷକ ଥିଲା “ ରିସେଂଟ ଆଡ୍‌ଭାନ୍‌ସେସ୍‌ ଇନ୍‌

ପିପିଲି ପ୍ରଚାର ମଇଦାନରେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦିନ ଯେତିକି ପାଖଉଛି ଛାତି ସେତିକି ଧଡ଼ ଧଡ଼ ହେଉଛି । ପିପିଲି ଉପନିର୍ବାଚନ ଜିତିବା ଲାଗି ପ୍ରାର୍ଥୀମାନେ ଲାଗି ପଡ଼ିଛନ୍ତି । ଷ୍ଟାର ପ୍ରଚାରକମାନଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇ ଭୋଟରଙ୍କ ମନମୋହିବା ଲାଗି ପ୍ରୟାସ ଜାରି ରଖିଛନ୍ତି ପ୍ରାର୍ଥୀ । ଏହି ଅବସରେ ବିଜେପି ପକ୍ଷରୁ