Odia News Portal

୧୭ରୁ ପୁଣି ଓଡ଼ିଶାରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ରାଜ୍ୟରେ ପୁଣି ବର୍ଷିବ । ଆସନ୍ତା ୧୭ରୁ ରାଜ୍ୟରେ ପୁଣି କୁଟିବ । ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର

ରୋହିତ ଶର୍ମା ହୋଇପାରନ୍ତି ଟି-୨୦ ଓ ଦିନିକିଆ ଦଳର ଅଧିନାୟକ

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ହୋଇପାନ୍ତି ଟିମ ଇଣ୍ଡିଆର ଅଧିନାୟକ । ରୋହିତ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ହୋଇପାରନ୍ତି ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ଏହି ଖବର ପ୍ରସାରଣ ହେବା ପରେ ଏବେ ଏହା ବିଜୁଳି ଭଳି

୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଅଧିା ଓଡ଼ିଶା ଏବେ ଜଳମଗ୍ନ ହୋଇଛି । ସେପଟେ ୮ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଗଞ୍ଜାମ ଓ ଗଜପତି ।

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୨୭,୨୫୪ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୨୧୯ ଜଣଙ୍କର ମୃତ୍ୟୁ ହୋଇଛି ।

ପ୍ରକାଶ ପାଇଲା +୨ କଟ୍ ଅଫ୍ ମାର୍କ, ଜାଣନ୍ତୁ କେତେ ପିଲା ମନୋନୀତ ହୋଇଛନ୍ତି

ଭୁବନେଶ୍ୱର: ପ୍ରକାଶ ପାଇଲା +୨ କଟଅଫ୍ ମାର୍କ । ଆବେଦନ କରିଥିଲେ ୪ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ । ୩ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍ଅଫ୍ ମାର୍କରେ ମନୋନୀତ ହୋଇଛନ୍ତି । କଳାରେ ପ୍ରଥମ କଟକ ଅଫ୍ ମାର୍କରେ ୨ଲକ୍ଷ ୪୭ହଜାର ୯୦୬ଜଣ ମନୋନୀତ ହୋଇଛନ୍ତି । ସେହିପରି ବାଣିଜ୍ୟରେ ୨୪ହଜାର

ଦୁବାଇରେ ପହଞ୍ଚିଲେ ଭାରତୀୟ ଖେଳାଳୀ

ଦୁବାଇ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୦୨୧ ଆଇପିଏଲର ବାକି ଥିବା ମ୍ୟାଚ୍ । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଓ ବୋଲର ମହମ୍ମଦ ସିରାଜ ଆଜି ପ୍ରଥମେ ଦୁବାଇରେ ପହଞ୍ଚିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ୍ ଦଳର ୭ଜଣ ତଥା ରିଷଭ ପନ୍ଥ, ରବିଚନ୍ଦ୍ରନ ଅଶ୍ୱିନ, ଅଜିଙ୍କ୍ୟ

ରାଜ୍ୟରେ ୬ ଜଣଙ୍କ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ତେବେ ପ୍ରତିଦିନ କରୋନାରେ ଗଢ଼ୁଛି ମୁଣ୍ଡ । ରାଜ୍ୟରେ କରୋନା କୋପ ଜାରି ରହିଛି । ପୂର୍ବପେକ୍ଷା ଏବେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିବା ଫଳରେ ଆଶ୍ୱସ୍ତି ମିଳିଛି । ଯାହାଫଳରେ ଦୈନିକ ମୃତ୍ୟୁସଂଖ୍ୟା ସିଧାସଳଖ ୧୦ ତଳକୁ ଖସିଛି ।

ଆଖଣ୍ଡଳମଣୀ ମନ୍ଦିରର ଗର୍ଭଗୃହରେ ଆଣଣ୍ଠୁଏ ପାଣି

ଭଦ୍ରକ: ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା । ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ଆଖଣ୍ଡଳମଣୀଙ୍କ ମନ୍ଦିରରେ ପାଣି । ଗର୍ଭଗୃହରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷା ଜଳ। ଗର୍ଭଗୃହରେ ବର୍ଷା ପାଣି ପଶିଯାଇଥିବା କାରଣରୁ ମଣି ବାବାଙ୍କ ବିଗ୍ରହର ଅର୍ଦ୍ଧାଧିକ ଭାଗ ପାଣିରେ ବୁଡ଼ିଯାଇଛି। ସେପଟେ

ଆଜି ରାଜ୍ୟରେ ୫ଶହ ତଳକୁ ଖସିଲା କରୋନା ମାମଲା

ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୭୧ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୭୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୯୭ ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ

ବର୍ଷାରେ ବିଜେପି କର୍ମୀଙ୍କ ବିକ୍ଷୋଭ

କଟକ: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ତେବେ ଏହି ବର୍ଷାରେ ମଧ୍ୟ ବିଜେପି କର୍ମୀଙ୍କ ପକ୍ଷରୁ ବିକ୍ଷୋଭ କରାଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ବିଜେପି ପ’ରୁ ଏହି ବନ୍ଦ ଡାକରରା ଦିଆଯାଇଛି । ତେବେ ପ୍ରବଳ ବର୍ଷା ହୋଇଥିଲେ ସୁଦ୍ଧା