Odia News Portal

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗିଛି ବ୍ରେକ୍। ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୪୯ ଆକ୍ଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୦୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

୭ ବର୍ଷର ନାବାଳିକାକୁ ଛାତ ଉପରକୁ ଡାକି ନେଇ…

ଗଜପତି: ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଥମିବାର ନାଁ ଧରୁନି ଲଜ୍ଜା । ଦେହର ସୁଖ ଲାଗି ବୟସର ତାରତମ୍ୟ ଭୁଲି ଯାଉଛନ୍ତି ନରରାକ୍ଷସ । ତେବେ ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରୁ ଆସିଛି ଏକ ଲଜ୍ଜା ଖବର । ଜଣେ ୭ ବର୍ଷର ନାବାଳିକାଙ୍କୁ ଛାତ ଉପରକୁ ଡାକି

ଆଜି ରାଜ୍ୟରେ ୬ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ତେବେ ପ୍ରତିଦିନ କରୋନାରେ ଗଢ଼ୁଛି ମୁଣ୍ଡ । ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ବାଲେଶ୍ୱର ଓ ପୁରୀରୁ ୨ ଜଣ ଲେଖାଏ ହୋଇଥିବା ବେଳେ କଟକ ଓ ଖୋର୍ଦ୍ଧାରୁ

ଡେଲିଭରି ବୟଙ୍କୁ ଅପହରଣ

ଭୁବନେଶ୍ୱର: ପୁଣି ରାଜଧାନୀରେ ଅପରାଧ । ଖାଦ୍ୟ ଯୋଗାଣ କମ୍ପାନି ସ୍ବିଗିରେ ଡେଲିଭରି ବୟ ଭାବେ କାମ କରୁଥିବା ପତିତବପାବନ ପୃଷ୍ଟିଙ୍କୁ କେତେକ ଦୁର୍ବୁତ୍ତ ଆକ୍ରମଣ କରି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଉତ୍ତରା ଛକ ନିକଟରେ ତାଙ୍କୁ ଅପହରଣ କରାଯାଇଥିବା କଥା ଗତ ରାତିରେ ଫୋନ

ସମଲେଶ୍ୱରୀ ମନ୍ଦିରର ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅାଁଖାଇ । ସମ୍ବଲପୁରର ଅଧିÂାତ୍ରୀ ଦେବୀ ମା ସମଲେଇଙ୍କ ପୀଠରେ ପାଳିତ ହୋଇଛି ନୂଅାଁଖାଇ । ତେବେ ଆଜିର ଏହି ପବିତ୍ର ଦିନରେ ମା’ ସମଲେଶ୍ୱରୀ ମନ୍ଦିରର ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଇପିଏଲରୁ ଓହରିଲେ ୩ ଇଂଲଣ୍ଡ ଖେଳାଳୀ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ବାକି ମ୍ୟାଚ୍ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଇପିଏଲରୁ ଓହରିଛନ୍ତି ୩ ଇଂଲଣ୍ଡ ଖେଳାଳୀ । ତେବେ ଶେଷ ଟେଷ୍ଟ ବାତିଲ ହେବାପରେ ଏମାନେ ଆଇପିଏଲରୁ ଓହରିଥିବା ଚର୍ଚ୍ଚା ହେଉଛି । ଟି-୨୦ ବିଶ୍ୱକପ ପାଖେଇ ଆସୁଥିବାବେଳେ

ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା

ଭୁବନେଶ୍ୱର: ରବି ଫସଲ ପାଇଁ ନୂଆଁଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସମସ୍ତଙ୍କ

ନୂଅାଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର : କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ବଲାଙ୍ଗୀର । ରାଜପରିବାରରେ ପାଳନ ହେଲା ନୂଆଁଖାଇ । ଏକାଠି ବସି ନୂଆ ଖାଇଲେ ବଲାଙ୍ଗୀର ରାଜପରିବାର । ବଲାଙ୍ଗୀର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡିଶା । ଅନ୍ୟଜିଲ୍ଲା ପରି ବଲାଙ୍ଗୀରରେ ମଧ୍ୟ

ଜାଣନ୍ତୁ କଳାଲୁଣର ଉପକାରିତା

ଭୁବନେଶ୍ୱର: ସମସ୍ତ ଖାଦ୍ୟର କିଛି ନାଁ କିଛି ଉପକାରିତା ରହିଛି । ତେବେ କଳାଲୁଣରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ଏହି ଲୁଣରୁ ପାଖାପାଖି ୮୦ ପ୍ରତିଶତ ଖଣିଜ ପଦାର୍ଥ ମିଳିଥାଏ । ଏହାସହିତ ପାଚନକ୍ରିୟା ପାଇଁ ଏହି ଲୁଣ ଖୁବ୍ ଉପଯୋଗୀ । ମୋଟାପଣ, ଉଚ୍ଚ ରକ୍ତଚାପ, ଆଣ୍ଠୁ ଗଣ୍ଠି ଦରଜ ଭଳି

ଶପଥ ଗ୍ରହଣ ଉତ୍ସବ ପାଳନ କରିବନି ତାଲିବାନ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର । ନୂଆ ସରକାର ଗଠନ ନିମନ୍ତେ ହେଉଥିବା ଶପଥ ପାଠ ଉତ୍ସବକୁ ତାଲିବାନ ବନ୍ଦ କରିବାର ନିଷ୍ପତ୍ତି ଗ୍ରହଣ କରିଛି । ଶପଥ ଉତ୍ସବ କଲେ ଅଯଥା ଅର୍ଥ ଖର୍ଚ୍ଚ ହେବ ବୋଲି କାରଣ ଦର୍ଶାଇ ତାଲିବାନ ଉତ୍ସବକୁ ବନ୍ଦ କରିଛି । ଏହାପୂର୍ବରୁ ଆମେରିକାରେ ହୋଇଥିବ