Odia News Portal

ମା’ଙ୍କ ଦେହାନ୍ତରେ ଭାବ ବିହ୍ୱଳ ହୋଇ ଏମିତି ଲେଖିଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ଏହି ଖବର ବିଷୟରେ ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି

୧୧ରେ ଆସୁଛି ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଛତିଶଗଡ଼଼ ମୁହାଁ ହୋଇଛି। ଏହାଦ୍ୱାରା ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ଅନ୍ୟପଟେ ଆସନ୍ତା ୧୧ ତାରିଖରେ ଆଉ ଏକ ଲଘୁଚାପ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଚଳିତ ମୌସୁମୀ ଋତୁରେ

ଭିଜିଲାନ୍ସ ପଞ୍ଝାରେ ପିଇଓ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଚଲକି ପଞ୍ଚାୟତ ପିଇଓ । ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ପିଇଓ ବିଶ୍ୱମ୍ଭର ଭୋଇଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ୱମ୍ଭରଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ଡିଏସପି ସଦାନନ୍ଦ

ଟି-୨୦ ବିଶ୍ୱକପ ଲାଗି ୧୫ ଜଣିଆଁ ଟିମ୍ ବାଛିଲେ ଗାଭାସ୍କର, ଜାଣନ୍ତୁ କାହାକୁ ଦେଲେ ସ୍ଥାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଯେତିକି ପାଖଉଛି କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ୁଛି । ତେବେ ପ୍ରାୟ ସବୁଦେଶ ନିଜର ବିଶ୍ୱକପ ସ୍କ୍ୱାର୍ଡ ଘୋଷଣା କରିସାରିଲେଣି । ତେବେ ଭାରତ ଏଯାବତ ଦଳ ଘୋଷଣା କରିନାହିଁ । ଏବେ ଭାରତୀୟ ଦଳରେ ବହୁ ଷ୍ଟାର ଖେଳାଳୀ ରହିଛନ୍ତି । ସମସ୍ତେ ଫର୍ମରେ

ଆସିଲା ଶ୍ରୀମନ୍ଦିରର ନୂଆ ଏସଓପି, ଜାଣନ୍ତୁ କଣ ରହିଛି ଗାଇଡଲାଇନ୍

ପୁରୀ: ଭକ୍ତଙ୍କ ଲାଗି ଖୁସି ଖବର । ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର । ପୂର୍ବରୁ ସପ୍ତାହରେ ୫ଦିନ କାଳିଆ ଦର୍ଶନ କରୁଥିବାବେଳେ ଏବେ ୬ଦିନ ଖୋଲା ରହିବ ମନ୍ଦିର । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସାନିଟାଇଜେସନ ଲାଗି କେବଳ ରବିବାର ବନ୍ଦ ରହିବ

ଧମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଧମେନ୍ଦ୍ର ପ୍ରଧାନଙ୍କୁ ଗୁରୁ ଦାୟିତ୍ୱ । ୨୦୨୨ ନିର୍ବାଚନକୁ ଦୃଷ୍ଟିରେ ରଖି ଧମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ୪୦୩ ଟି ଆସନର ଦାୟିତ୍ୱ ପ୍ରଧାନଙ୍କ ଦାଇତ୍ୱରେ ରହିବ । ତେବେ ଦଳ ପକ୍ଷରୁ ପ୍ରଧାନଙ୍କ ଡେପୁଟି ଭାବରେ ଅନୁରାଗ ସିଂ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୩୭,୮୭୫ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୩୬୯ ଜଣଙ୍କର ମୃତ୍ୟୁ ହୋଇଛି ।

ବାଚସ୍ପତିଙ୍କ ଚ୍ୟାମ୍ବର ଘେରାଉ କଲେ ବିରୋଧୀ

ଭୁବନେଶ୍ୱର: ତାତିଲେ ବିରୋଧୀ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଚ୍ୟାମ୍ବରୀ କଲେ ଘରାଉ । ଖଣି ଦୁର୍ନୀତି ସଂକ୍ରାନ୍ତରେ ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ପରେ ବିରୋଧୀ ଦଳର ସଦସ୍ୟମାନେ ଏଭଳି କରିଥିବା ଜଣାପଡିଛି ଜ୍ଝ ଯେ ପର୍ୟ୍ୟନ୍ତ ମୁଲତବୀ ପ୍ରସ୍ତାଵକୁ ସମ୍ମତି ପ୍ରଦାନ ନ

ଆଉ ଅଳ୍ପ ସମୟ ପରେ ବସିବ ବୈଠକ, ଆସିବ ଶ୍ରୀମନ୍ଦିର ଦର୍ଶନର ନୂଆ ଏସଓପି

ପୁରୀ: ଦିନ ୧୨ଟାରେ ଶ୍ରୀମନ୍ଦିର ଏସଓପି ସମୀକ୍ଷା ବୈଠକ ବସିବ । ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରଶାସନର ନୂଆ ନିୟମାବଳୀ ନେଇ ଆଲୋଚନା ସମ୍ଭାବନା ରହିଛି । ସପ୍ତାହାନ୍ତ ସଟ୍ଡାଉନ ଉଠିଯାଇଥିଲେ ମଧ୍ୟ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଛି । ଏହି ଦୁଇ ଦିନ ଶ୍ରୀମନ୍ଦିର ଖୋଲିବା,

ଆଜି ରାଜ୍ୟରେ ୮ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ଅନୁଗୁଳ, ବାଲେଶ୍ୱର, କେନ୍ଦୁଝର ଓ କୋରାପୁଟ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।