Odia News Portal

ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଶୁକ୍ରବାର ଘୋଷଣା କରିଛନ୍ତି ଯେ ସେ ଜାପାନର ଶାସକ ଦଳ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି (LDP) ର ନେତୃତ୍ୱ ପାଇଁ ନିର୍ବାଚନ ଲଢିବେ ନାହିଁ। କରୋନା ମହାମାରୀକୁ ନିୟନ୍ତ୍ରଣ କରୁଥିବା ସମାଲୋଚନା ମଧ୍ୟରେ ଏହି ଘୋଷଣା କରାଯାଇଛି।

ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ପୁଅ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ଫାଇନାଲରେ ବ୍ରିଟେନର ପ୍ରତିଯୋଗୀଙ୍କୁ ହରାଇ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରମୋଦଙ୍କ ଦେଶବାସୀ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ବରଗଡ଼

ଆସନ୍ତା ୩୦ରେ ହେବ ମମତାଙ୍କ ଭାଗ୍ୟ ନିର୍ଦ୍ଧାରଣ

କୋଲକାତା: ଆସନ୍ତା ୩୦ରେ ହେବ ଉପନିର୍ବାଚନ । ପଶ୍ଚିମବଙ୍ଗରେ ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନ ପାଇଁ ତାରିଖ ଘୋଷଣା ସରିଛି । ଏଠାରେ ସେପ୍ଟେମ୍ବର ୩୦ ରେ ଭୋଟ ଗ୍ରହଣ ହେବ ଓ ଅକ୍ଟୋବର

ବଦଳିଲା +୩ ନାମଲେଖା ପ୍ରକ୍ରିୟା ତାରିଖ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ଯୁକ୍ତ ୩ରେ ନାମ ଲେଖା ଆବେଦନ ପାଇଁ ଶନିବାର ରାତି ୧୧ଟା ୪୫ ଶେଷ ସମୟ ରହିଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୨୨ ଡିଗ୍ରୀ କଲେଜ ପାଇଁ ଶୁକ୍ରବାର ସନ୍ଧ୍ୟା ସୁନ୍ଧା ୨ ଲକ୍ଷ ୪୫ ହଜାର ୯୬୮ ଜଣ

ଖୋଲିବ କି ଗୁମର? ଡିଏଫଓ ରାତିରେ ସୌମ୍ୟଙ୍କ ଘରକୁ ଯାଉଥିବା ନେଇ କହିଲେ ଜଗୁଆଳି

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଦୀର୍ଘଦିନ ବିତିଯାଇଥିଲେ ଏଯାବତ କୌଣସି ସତ୍ୟ ପଦାକୁ ଆସିନାହିଁ । ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ତେବେ ଆଜି ଜଗୁଆଳି ଗଙ୍ଗା ପ୍ରଧାନ ଏଭଳି ମନ୍ତବ୍ୟ ଦେଇଛନ୍ତି । ସୌମ୍ୟରଞ୍ଜନଙ୍କ ବାସଭବନକୁ ରାତି ୧୨ଟା ୩୦ରେ ଯାଇଥିବା

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଅକ୍ଟୋବର ୩ରେ ହେବ ଭୋଟ ଗଣତି । କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ହେବ ଭୋଟ ଗ୍ରହଣ । କରୋନା କାରଣରୁ ସ୍ଥ୍ଗିତ ରହିଥିଲା ଉପନିର୍ବାଚନ । ପିପିଲି ସହ ପଶ୍ଚିମବଙ୍ଗର ୩ଟି ସ୍ଥାନରେ ହେବ ଉପନିର୍ବାଚନ । ସୂଚନାଯୋଗ୍ୟ, ପ୍ରଦୀପ

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ରାଜଧାନୀ ଉପକଣ୍ଠରୁ ପୁଣିଥରେ ବ୍ରାଉନସୁଗାର ଜବତ ହୋଇଛି । କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଜବତ ହୋଇଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ବିଟେକ୍ ଛାତ୍ର ମନୋରଞ୍ଜନ

ଗୃହରେ ଉତ୍ତର ରଖିଲେ ଟୁକୁନି ସାହୁ, ଖୁବଶୀଘ୍ର ୫ ଜିଲ୍ଲାରେ ପ୍ରତିଷ୍ଠା ହେବ କର୍ମଜୀବୀ ମହିଳା ହଷ୍ଟେଲ

ଭୁବନେଶ୍ୱର: କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ସୁନ୍ଦରଗଡ, ଯାଜପୁର,ଖୋର୍ଦ୍ଧାରେ ୧୦୦ ସର୍ୟ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ରହ୍ମପୁର ଓ ରାୟଗଡ଼ାରେ ୧୦୦ ସର୍ୟ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜମି ଚିହ୍ନଟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ଭୁବନେଶ୍ୱର: ଶୁନ୍ୟକାଳରେ ଉଠିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ। କେନ୍ଦ୍ରୀୟ ଯୋଜନାକୁ ହଡପ କରାଯାଇଛି। ଭୋଟ ବ୍ୟାଙ୍କ ପାଇଁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ଗୃହ ବଣ୍ଟା ଯାଇଛି।

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୨ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩ ଶହରୁ ସାମାନ୍ୟ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ