Odia News Portal

ରାଜ୍ୟର ବରିଷ୍ଠ ବିଚାରବିଭାଗୀୟ ଅଧିକାରୀଙ୍କ ଅଦଳବଦଳ

କଟକ: ବିଚାରବିଭାଗୀୟ ଅଧିକାରୀ ସ୍ତରରେ ଆଜି ଏକ ବଡଧରଣର ବଦଳି ହୋଇଛି। ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୭୭ଜଣ ବିଚାରବିଭାଗୀୟ ଅଧିକାରୀଙ୍କୁ ସେମାନଙ୍କ ପୂର୍ବ ସ୍ଥାନରୁ ବଦଳି କରାଯାଇଛି। ହିରଣ୍ୟମୟୀ ବିଷୋୟୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଏବଂ

ସରକାରୀ ଡାକ୍ତରଙ୍କ କାରସାଦି, କୋଭିଡ ରିପୋର୍ଟ ଆଳରେ ଘରୋଇ କ୍ଲିନିକରେ ଚିକିତ୍ସା

ଭୁବନେଶ୍ୱର : ସରକାରୀ ଡାକ୍ତରଖାନାରେ ଚିକିତ୍ସା ପୂର୍ବରୁ ଡାକ୍ତର ମାଗୁଛନ୍ତି କୋଭିଡ ରିପୋର୍ଟ । ହେଲେ ସେହି ଡାକ୍ତରଯେତେବେଳେ ନିକଟସ୍ଥ ଘରୋଇ କ୍ଲିନିନକୁ ଯାଇ ରୋଗୀ ଦେଖୁଛନ୍ତି ଆଉ କୋଭିଡ ରିପୋର୍ଟ ଆବଶ୍ୟକ ହେଉନାହିଁ । ରାଜ୍ୟର ପ୍ରାୟ ସବୁ ସରକାରୀ ଡାକ୍ତରଖାନାରେ ଏହି ଅବସ୍ଥା ।

ସର୍ବସମ୍ମୁଖରେ ଦୁଷ୍କର୍ମ ଉଦ୍ୟମ, ଲୋକ ସାଜିଲେ ଦେଖଣା ହାରି

ଭୁବନେଶ୍ୱର: ସମସ୍ତେ ଦେଖୁଥିଲେ । ହେଲେ କେହି ବି ପ୍ରତିବାଦ କରୁନଥିଲେ । ଯୁବତୀଙ୍କୁ ସର୍ବ ସମ୍ମୁଖରେ ଦୁଷ୍କର୍ମ ଉଦ୍ୟମ କରୁଥିଲା ନର ରାକ୍ଷସ । କିନ୍ତୁ ଲୋକେ ସାଜିଥିଲେ ଦେଖଣାହାରି । ତେବେ ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଘଟିଛି ଏଭଳି ଘଟଣା

ପୁଣି ଆରବିଆଇ ଗଭର୍ଣ୍ଣର ପଦ ବଜାୟ ରଖିଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଛି । ଆଗାମୀ ଡିସେମ୍ବର ୧୦ ତାରିଖ ଠାରୁ ଏହି ପୁନଃନିଯୁକ୍ତି ଲାଗୁ ହେବ। ଏହି ପଦବୀରେ ସେ ନିର୍ଦ୍ଧାରିତ ସମୟସୀମା କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଏକ ବିବୃତ୍ତିରେ କୁହାଯାଇଛି ଯେ,

ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ

ଚେନ୍ନାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ରଜନୀକାନ୍ତ। ତାଙ୍କୁ ଚେନ୍ନାଇର କୌଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଟିମ୍‌ର କହିବାନୁସାରେ, ତାଙ୍କୁ 'ରୁଟିନ୍ ଚେକଅପ୍' ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ଅପରାହ୍ନ ସମୟରେ ତାଙ୍କୁ ଡାକ୍ତରଖାନା

ଲଘୁଚାପ ପ୍ରଭାବରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୁଣି ଫେରିଛି ମୌସୁମୀ । ରାଜ୍ୟର କିଛି ସ୍ଥାନରେ ପୁଣି ଆରମ୍ଭ ହୋଇଛି ବର୍ଷା । ଅଧିକାଂଶ ସ୍ଥାନରେ କୋହଲା ପାଗ ମଧ୍ୟ ଦେଖିବାକୁ ମିଳିଛି । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଓଡ଼ିଶା ଉପରେ ଏହାର ସିଧା ପ୍ରଭାନ ନଥିଲେ ବି ଆଂଶିକ ପ୍ରଭାବ ପଡ଼ିବ । ୫ଦିନ

ଇଟାଲୀରେ ମୋଦି

ନୂଆଦିଲ୍ଲୀ: ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି। ସେ ସେଠାରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହି ବୈଠକରେ ସେ ଜି-୨୦ର ନେତାଙ୍କ ସହ ମହାମାରୀ, ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୪ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୮ ଶହରୁ ସାମାନ୍ୟ ଅଧିକ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪

ଆଜି ରାଜ୍ୟରେ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କିଛି ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୬୫ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୧୨ ଓ ସ୍ଥାନୀୟ ଅଂଚଳରୁ ୧୫୩ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୫୬ ଜଣ ଶିଶୁ ଓ କିଶୋର ।

ବିଜେପିକୁ ବାଏ ବାଏ, ବିଜେଡିରେ ବିଶ୍ୱ

ଭୁବନେଶ୍ୱର: କିଛିଦିନ ତଳେ ବିଜେପିକୁ ବାଏ ବାଏ କହିଥିବା ବିଶ୍ୱରଞ୍ଜନ ମଲ୍ଲିକ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ବିଜେପିର ତୁଙ୍ଗ ନେତୃ ମଣ୍ଡଳୀ ଏବେ ବିଜେଡି ମୁହାଁ ହୋଇଛନ୍ତି । ବିଶ୍ୱଙ୍କ ସହ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ