Odia News Portal

ଆଜି ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ କେଉଁଠି କେତେ ଟଙ୍କା

ନୂଆଦିଲ୍ଲୀ: ଦେଶରେ ତୈଳଦର ବେଲଗାମ ହୋଇପଡିଛି। ଆଜି କ୍ରମାଗତ ଚତୁର୍ଥ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ବି ପେଟ୍ରୋଲ ଏବଂ ଡିଜେଲ ୩୫-୩୫ ପଇସା ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ମୂଲ୍ୟ ୧୦୮.୯୯ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ମୂଲ୍ୟ…

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୩୧୩ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟ ମଧ୍ୟରେ ୧୩,୫୪୩ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶର କରୋନାରୁ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୩୬ କୋଟି ଅତିକ୍ରମ କରିଛି। ସୁସ୍ଥ ହାର ୯୮.୧୯ ପ୍ରତିଶତକୁ ବୃଦ୍ଧି ପାଇଛି | କେରଳରେ…

ଜେଲରୁ ବାହାରିଲେ ଆର୍ୟନ

ମୁମ୍ବାଇ: ଶେଷରେ ଜେଲରୁ ମୁକୁଳିଛନ୍ତି ଆର୍ୟନ ଖାନ । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ରହିଥିଲେ । କଡା ସୁରକ୍ଷାବଳୟ ଭିତରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ୨୭ ଦିନ ପରେ ମୁକୁଳିଛନ୍ତି ଶାହାରୁଖଙ୍କ ପୁଅ ଆରୟନ । ଜେଲ ଆଗରେ ଲୋକଙ୍କ ଗହଳି…

ଟି-୨୦ ବିଶ୍ୱକପରେ ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ

ଦୁବାଇ: ଶନିବାର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୧)ରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । କ୍ରିକେଟ୍‌ ଜଗତର ଦୁଇ ଶକ୍ତିଶାଳୀ ଦଳ ତଥା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ପଏଣ୍ଟ ତାଲିକାରେ ଇଂଲଣ୍ଡ ଶୀର୍ଷ ସ୍ଥାନ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ…

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହରୁ ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୭୪ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୨୧୮ ଓ ସ୍ଥାନୀୟ ଅଂଚଳରୁ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୬୫ ଜଣ ଶିଶୁ ଓ…

ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର: ମମିତା ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର । ପ୍ରେସ ବିବୃତି ଜରିଆରେ ପ୍ରଥମ ଥର ମନ୍ତ୍ରୀ ମୁହଁ ଖୋଲିଛନ୍ତି । ‘ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ମର୍ମାହତ । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ,…

ସ୍ବାଧୀକାର ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା, ଦ୍ବିତୀୟ ଦିନରେ କବିର ପବ୍ଳିକ ସ୍କୁଲ ବିଜୟୀ

ଭୁବନେଶ୍ୱର: ଦୈନିକ ଏବଂ ସାପ୍ତହିକ ଖବର କାଗଜ ତଥା ଓଡ଼ିଶାର ଅଗ୍ରଣୀ ୱେବ ଚ୍ୟାନେଲ ଭାବେ ଘରେ ଘରେ ପରିଚିତ ଥିବା ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି କବିର public ସ୍କୁଲ ଓ iihm 2 ମଧ୍ୟରେ match ଅନୁଷ୍ଠିତ ହୋଇଥିଲା କବିର public…

ଡିଜିଲକର ସହ ଯୋଡି ହେଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ-ବିଏମସି କେନ୍ଦ୍ର ସରକାରଙ୍କ ଇ-ଗଭର୍ଣ୍ଣାନସ ବ୍ୟବସ୍ଥା –ଡିଜି ଲକର ସହ ଯୋଡି ହୋଇଛି । ଏଣିକି ଭୁବନେଶ୍ୱର ବାସିନ୍ଦାଙ୍କୁ ଅନଲାଇନରେ ବିବାହ ପ୍ରମାଣ ପତ୍ର ପାଇବା ପାଇଁ ଆଉ କାଗଜପତ୍ର ଦାଖଲ କରିବାକୁ ପଡିବ ନାହିଁ । ଡିଜି ଲକର ବ୍ୟବସ୍ଥା ଦ୍ୱାରା…

ଆଜି ବି ଜେଲ୍‌ରେ ରହିବେ ଆର୍ୟନ

ମୁମ୍ୱାଇ : କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା । ଆଜି ବି ଜେଲ୍‌ରେ ରାତି କଟେଇବେ ଆର୍ୟନ ଖାନ୍‌ ।ଟାଇମ୍‌ ଡେଟ୍‌ ଲାଇନ୍‌ କ୍ରସ୍‌ କରିଯିବାରୁ ଆଜି ସେ ଜେଲ୍‌ରେ ରହିବେ । ଆର୍ଥର ଜେଲକୁ ଆସି ପାରିଲାନି ଆର୍ୟନଙ୍କ ବେଲ୍‌ ଅର୍ଡର କପି । ନିର୍ଦ୍ଧାରିତ ସମୟ ସଂଧ୍ୟା ୫ଟା ୩୦ସୁଦ୍ଧା କୋର୍ଟରୁ…

ମୁଣ୍ଡବିନ୍ଧାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୫ ଆୟୁର୍ବେଦିକ ଉପାୟ

ମୁଣ୍ଡବିନ୍ଧା ବହୁତ ସାଧାରଣ ସମସ୍ୟା। ଏହା କୌଣସି ବି ସମୟରେ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏହା ପଛରେ ଅନେକ ଅଲଗା ଅଲଗା କାରଣ ହୋଇପାରେ। କିଛି ମୁଣ୍ଡବିନ୍ଧା ମାଇଗ୍ରେନର କାରଣ ମଧ୍ୟ ହୋଇଥାଏ। ଏହି ରୋଗରେ ପୀଡ଼ିତ ରୋଗଙ୍କୁ ଚକ୍କର ଆସିଥାଏ, ଚଞ୍ଚଳତା ଓ ଅଶାନ୍ତି ଲାଗିଥାଏ, ଆଲୋକ ଏବଂ…