Odia News Portal

ଦରକାର ପଡ଼ିଲେ ପୁଣିଥରେ କଳା କୋଟ ପିନ୍ଧିବି, ଜାଣନ୍ତୁ କାହିଁକି ଏମିତି କହିଲେ ନରସିଂହ

ବଲାଙ୍ଗୀର: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି କି ଦରକାର ପଡ଼ିଲେ ପୁଣିଥରେ କଳା କୋଟ ପିନ୍ଧିବ । ଆଜି ଝରଣୀ ଗାଁକୁ ଯାଇ ମମିତାଙ୍କୁ ଭେଟିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ମମିତାଙ୍କ ମାଆ ମୋତେ ଲଢିବା ପାଇଁ

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୨୮ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ

ୟୁପି: ଦୀପାବଳିରେ ସବୁଠି ପ୍ରାୟତଃ କର୍ମଚାରୀଙ୍କୁ ମିଳିଥାଏ ବୋନସ । ତେବେ କର୍ମଚାରୀଙ୍କ ଲାଗି ସରକାର ମଧ୍ୟ ବଡ଼ ଘୋଷଣା କରିଛନ୍ତି । ତେବେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ୨୮ ଲକ୍ଷ କର୍ମଚାରୀଙ୍କୁ ମିଳିବ ୋବନସ । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ବୋନସର ପ୍ରସ୍ତାବକୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଡ଼ୋଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ମିନି ବସ୍ ଯାଉଥିବା ବେଳେ ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡୋଡା ଚିକିତ୍ସାଳୟରେ

ରିଲିଜ୍ ହେଲା ଫିଲ୍ମ ‘ସତ୍ୟମେବ ଜୟତେ ୨’ର ପ୍ରଥମ ଗୀତ

ମୁମ୍ବାଇ: ଫିଲ୍ମ'ସତ୍ୟମେବ ଜୟତେ ୨'ର ଟ୍ରେଲର ରିଲିଜ୍‌ ହେବା ପରେ ଗୁରୁବାର ଏହାର ପ୍ରଥମ ଗୀତ'ମେରି ଜିନ୍ଦେଗୀ ହୈ ତୁ' ରିଲିଜ୍‌ ହୋଇଛି। ଜନ ଆବ୍ରାହମ ଏବଂ ଦିବ୍ୟା ଖୋସଲା କୁମାରଙ୍କୁ ଏହି ଗୀତରେ ଦେଖିବାକୁ ପାଇବେ ଦର୍ଶକ। ତେବେ ଫିଲ୍ମର ସବୁ ଗୀତ ମଧ୍ୟରୁ ଏହି ଗୀତଟି ଅଭିନେତା ଜନ

ଜାଣନ୍ତୁ ସର୍ବଦଳୀୟ ବୈଠକରେ କଣ ହେଲା ଆଲୋଚନା

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି ଯେ, ଆସନ୍ତାବର୍ଷ ହେବାକୁ ଥିବା ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି । କେନ୍ଦ୍ର ନିର୍ବାଚନ କମିଶନ ଜାନୁଆରୀ ୧ ୨୦୨୧ ସୁଦ୍ଧା ଭୋଟର ଲିଷ୍ଟ ପ୍ରଦାନ କରିସାରିଛନ୍ତି । ଏହି ଭୋଟର ତାଲିକା ସଂଶୋଧନ ହେବା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୱାଙ୍ଖଡେଙ୍କ ସ୍ତ୍ରୀ

ମୁମ୍ବାଇ: ହାଇଭୋଲଟେଜ୍ କ୍ରୁଜ୍ ଡ୍ରଗ୍ସ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ନେଉଛି । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଏବଂ ଏନସିବି ଅଫିସର ସମୀର ୱାଙ୍ଖଡେଙ୍କୁ ନେଇ ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେଙ୍କୁ ଚିଠି

ପାରାଦୀପ ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ

ପାରାଦୀପ: ଓଡ଼ିଶା ଗସ୍ତରେ ଆସି ପାରଦୀପରେ ପହଞ୍ଚିଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ । ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ଵରରୁ ହେଲିକପ୍ଟର ଯୋଗେ ଷଣ୍ଢକୁଦ ହେଲିପ୍ୟାଡରେ ପହଞ୍ଚିଥିଲେ । ଏହାପରେ ପାରାଦୀପ ବନ୍ଦରକୁ ଯାଇଥିଲେ ।

ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଧରି ବନ୍ଦ ରହିଛି ସ୍କୁଲ । ଯଦିଓ ଟିକେ କୋହଳ ହେବାରୁ ଅଷ୍ଟମରୁ ଦଶମ ଶ୍ରେଣୀ କ୍ଲାସ ହେଉଛି ତଥାପି ଏବେ ବି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । ପିଲାମାନେ ଅନଲାଇନ କ୍ଲାସ କରୁଛନ୍ତି । ଏବେ ସରକାର ପ୍ରଥମରୁ ସପ୍ତମ

ପୁଣି ଏହିସବୁ ଜିଲ୍ଲାରେ ୩ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଗୁରୁବାର ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହା ସମୂଦ୍ର ପତନରୁ ୧.୫ କିମି ଯାଏ ବାୟୁ ମଣ୍ଡଳରେ ସକ୍ରିୟ ରହିଛି । ପ୍ରଭାବରେ ଓଡ଼ିଶା ସମେତ ଦକ୍ଷିଣ ଭାରତର ଏକାଧିକ ରାଜ୍ୟରେ ଲଗାଣ ବର୍ଷା ହେବା

ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପାରା ବ୍ୟାଡମିଂଟନ ତାରକା ତଥା ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ଅଭିନନ୍ଦନ