Odia News Portal

ନବୀନ ନିବାସ ଅଭିମୁଖେ ହଜାର ହଜାର ଡ୍ରାଇଭର

ଭୁବନେଶ୍ୱର: ନବୀନ ନିବାସ ଅଭିମୁଖେ ଡ୍ରାଇଭର ମହାସଂଘ । ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଛନ୍ତି ହଜାର ହଜାର ଡ୍ରାଇଭର । ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଛନ୍ତି

୧୯୯୯ ମହାବାତ୍ୟାକୁ ପୁରିଲା ୨୨ ବର୍ଷ

ଭୁବନେଶ୍ୱର: ଯୁଆଡ଼େ ଚାହିଁଲେ ଖାଲି କୁଡ଼ କୁଡ଼ ଶବ । ଦେଖିଲେ ଡର ଲାଗୁଥିଲେ ଆଉ ନଦେଖିଲେ ଲୁହ ବାହାରୁଥିଲା । ଆଉ ଆଜି ବି ଯଦି ସେହି କଥା ମନେ ପଡ଼ିଯାଏ ଦେହ ସିହରି ଉଠେ । ୧୯୯୯ ମସିହା ମହାବାତ୍ୟା । ସବୁକିଛି କିଛି ଉଜାଡ଼ି ଦେଇଥିଲା । ପିଲାଠାରୁ ବାପାଙ୍କୁ ଛଡ଼ାଇ ନେଇଥିଲା ଆଉ ବୃଦ୍ଧ ବାପା

ବଦଳିଲା ଫେସବୁକର ନାଁ

ସାନ୍ ଫ୍ରାନ୍ସିସ୍କୋ: ଫେସ୍‌ବୁକ୍‌ ଏହାର ନାମକୁ ପରିବର୍ତ୍ତନ କରିଛି । ଏହାର ନୂଆ ନାମ Facebook ରୁ Meta କୁ ପରିବର୍ତ୍ତନ କରାଯାଇଛି । ଏହାର ପ୍ରତିଷ୍ଠାତା ମାର୍କ ଜୁକର ବର୍ଗ ନିଜେ ଏହି ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ଫେସ୍‌ବୁକ୍‌ର ନାମ ପରିବର୍ତ୍ତନ କରାଯିବ ବୋଲି ଚର୍ଚ୍ଚା

ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ହେଉଛି ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡିଆ ସହିଦ ବିପ୍ଲବୀ ଜୟୀ ରାଜଗୁୁରୁଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟୀ ରାଜଗୁୁରୁଙ୍କ ନିର୍ଭୀକ ସଂଗ୍ରାମୀ ଜୀବନ, ଅସାଧାରଣ ଦେଶପ୍ରେମ ଓ ଅସୀମ ତ୍ୟାଗ

ଆରମ୍ଭ ହେଲା ସ୍ୱାଧିକାର ଇଣ୍ଟର ସ୍କୁଲ ଖୋଖୋ ଚାମ୍ପିୟନସିପ୍

ଭୁବନେଶ୍ୱର: ଦୈନିକ ଏବଂ ସାପ୍ତହିକ ଖବର କାଗଜ ତଥା ଓଡ଼ିଶାର ଅଗ୍ରଣୀ ୱେବ ଚ୍ୟାନେଲ ଭାବେ ଘରେ ଘରେ ପରିଚିତ ଥିବା ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ

ଶୀତଦିନେ ଗୋଇଠି ଫାଟୁଛି କି? ଜାଣନ୍ତୁ କଣ ରହିଛି ଘରୋଇ ଉପଚାର

ଭୁବନେଶ୍ୱର: ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି। ଶୀତ ପଡ଼ିବା କ୍ଷଣି ହାତ, ଗୋଡ଼, ଗୋଇଠି ଆଦି ଫାଠିବାକୁ ଲାଗିଥାଏ। ଏମିତିରେ ଆପଣ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆଜି ଆମେ ଆପଣଙ୍କୁ ଗୋଡ଼କୁ ମୁଲାୟମ ରଖିବାର କିଛି ସହଜ ତରିକା କହିବାକୁ ଯାଉଛୁ, ଯାହା

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩ ଜଣ ଗବେଷକ

ଭୁବନେଶ୍ୱ ର: ଶି କ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନି କଙ୍କ ତାଲିକାରେ ସ୍ଥାନ ପାଇବାର ଗୋ÷ରବ ଅର୍ଜ ନ କରିଛନ୍ତି । ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍ଫୋର୍ଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ବୈ ଜ୍ଞାନିକମାନଙ୍କ ତାଲି କାରେ

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଓଡିଶାର ସମସ୍ତ ପୌରସଂସ୍ଥା ଓ ୩୩ଟି ଆଇ.ଟି.ଆଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ୧୧୪ଟି ପୌରାଚଂଳରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୩୩ଟି ଆଇଟିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ପୌରାଚଂଳରେ ପ୍ରତିଷ୍ଠା କରାଯାଇଥିବା ସଂପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ରଗୁଡିକରେ ବ୍ୟବହୃତ ସଂରଜାମର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସ୍ୱାକ୍ଷରିତ

ପୂରଣ ହେଲା ମନ୍ନତ, ମନ୍ନତ ଯିବେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲା ଜାମିନ୍ । ଆସନ୍ତାକାଲି ପ୍ରକାଶ ପାଇବ ବେଲ ଅର୍ଡର । ତାଙ୍କୁ ଜାମିନ୍ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୩ ଦିନର ମାରାଥର ଜେରା ପରେ ମିଳିଛି ଜାମିନ୍ । ଶାହାରୁଖ ଖାନଙ୍କ ମନ୍ନତ ପୂରଣ

ଋଷରେ ପୁଣି ଫେରିଲା ଲକଡାଉନ୍

ନୂଆଦିଲ୍ଲୀ: କମୁନି କରୋନା କାୟା । ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ବଢ଼ିବାରେ ଲାଗିଛି । ବେକାବୁ ହେବାରୁ ତୃତୀୟ ଲହର ଆରମ୍ଭରୁ ଋଷରେ ପୁଣିଥରେ ଲକଡାଉନ ଆରମ୍ଭ ହୋଇଛି । ୧୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ପୁଟିନ୍ ସରକାର । ଆଜି ଠାରୁ କଟକଣା ଆରମ୍ଭ ହୋଇଥିବା ବେଳେ ଋଷର ସ୍କୁଲ, କଲେଜ,