Odia News Portal

ନିଶା ଖାଇବାକୁ ଟଙ୍କା ନଦେବାରୁ ମା’କୁ ହାଣିଲା ପୁଅ

କେନ୍ଦୁଝର: ନିଶା ପାଇଁ ସମ୍ପର୍କ ଭୁଲିଗଲା ପୁଅ । ନିଜ ଜନ୍ମକଲା ମାକୁ ହାଣିଲା ପୁଅ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖଡ଼ିବିଲ ଗାଁରେ ଘଟିଛି ଏଭଳି ଅଭାନୀୟ ଘଟଣା । ଜଣେ ଭିନ୍ନକ୍ଷମ ପୁଅ ନିଜ ମାକୁ ହାଣିଛି । ସୁଶାନ୍ତ ଜେନାଙ୍କ ପୁଅ ମଣ୍ଟୁ ଘଟଣାଇଛି ଏଭଳି କାଣ୍ଡ । ରଙ୍ଗଲତା ଗୁରୁତର

ପାଣି ପାଣି ଦିଲ୍ଲୀ, ୪୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ବାଦ ଫଟା ବର୍ଷା । ଯୁଆଡେ ଯିବ ସିଆଡେ ପାଣି । ରେଲୱେ ଷ୍ଟେସନ କି ମାର୍କେଟ ସବୁଠି ଭରି ରହିଛି ପାଣି । ଶନିବାର ସକାଳେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ହୋଇଥିବା ବର୍ଷାର ପରିମାଣ ବିଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ଏହାର ପ୍ରଭାବ କେବଳ ରାସ୍ତାଘାଟରେ ନୁହେଁ

ମେଡିକାଲରେ ଭର୍ତ୍ତିହେଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ବିଜେଡିର ଟାଣୁଅାଁ ନେତା ତଥା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ମନ୍ତ୍ରୀ । ତାଙ୍କ ଛାତିରେ ଦୁଇଟି ବ୍ଲକେଜ ଥିବା

ଇସ୍ତଫା ଦେଲେ ଗୁରୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ

ଅହମ୍ମଦାବାଦ : ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ । ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ରୁପାଣୀ । ୫ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ କାହିଁକି ଇସ୍ତଫା ଦେଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ଇସ୍ତଫା ପରେ ଗଣମାଧ୍ୟମକୁ

ମା ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ

ସମ୍ବଲପୁର: ଅନ୍ତ ହେଲା ସବୁ ପ୍ରତୀକ୍ଷା । ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ତୁଳା ଲଗ୍ନର ଶୁଭ ମୁହୁର୍ତ୍ତରେ ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ପର୍ବରୁ ଧାର୍ୟ୍ୟ ହୋଇଥିବା ୧୦ଟା ୧୫ ମିନିଟରୁ ୧୦ଟା ୨୫ ମଧ୍ୟରେ

ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ପୁରେଇ ଦେଲେ, ଆଖି ବୁଜିଲେ ପିଡ଼ିତା

ମୁମ୍ବାଇ: ବହୁ ଚର୍ଚ୍ଚିତ ନିର୍ଭୟା କେସର ରିପିଟ୍ ଟେଲିକାଷ୍ଟ । ପ୍ରଥମେ ଦୁଷ୍କର୍ମ । ଆଉ ପରେ ମନ ନବୁଝିବାରୁ ପିଡିତାଙ୍କ ଗୁପ୍ତାଙ୍ଗରେ ପୁରେଇ ଦେଲା ଲୁହା ରଡ଼ । ମୁମ୍ବାଇରେ ଘଟିଛି ଏଭଳି ଅଭାନୀୟ ଘଟଣା । ମୁମ୍ବାଇ ସାକିନାକାରେ ଜଣେ ୩୦ ବର୍ଷୀୟ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ।

ଆଫଗାନିସ୍ତାନର ଅଧିନାୟକ ପଦ ଛାଡ଼ିଲେ ରସିଦ୍ ଖାନ୍, ଜାଣନ୍ତୁ କଣ ରହିଛି କାରଣ

କାବୁଲ: ଆଫଗାନିସ୍ତାର ଷ୍ଟାର ଖେଳାଳୀ ରସିଦ ଖାନ ଅଧିନାୟକ ପଦ ଛାଡ଼ିଛନ୍ତି । ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା ହେବା ପରେ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ତାଙ୍କ ସହ କୌଣସି ପରାମର୍ଶ ନକରି ଦଳ ଘୋଷଣା କରିଥିବାରୁ ରସିଦ୍ ଅସନ୍ତୁଷ୍ଟ

ସତ୍ୟପାଠ ଦାଖଲ କଲେ ମମତା, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଦିଦି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନ ଲାଗି ଗତକାଲି ନାମାଙ୍କନ ଭରିଥିବା ବେଳେ ଆଜି ସତ୍ୟପାଠ ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ସମୟରେ ସେ ସତ୍ୟପାଠରେ ନିଜ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠ ଅନୁଯାୟୀ ତାଙ୍କ ପାଖରେ ନଗଦ ୬୯, ୨୨୫

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୩୩,୩୭୬ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୩୦୮ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି

ପୁରୀ: ବାର ମାସରେ ତେର ପର୍ବ । ହେଲେ ଶ୍ରୀକ୍ଷେତ୍ରରେ ସବୁଦିନ ପର୍ବ ପାଳିତ ହୋଇଥାଏ । ମହାପ୍ରଭୁଙ୍କ ରହିଛି ଅନେକ ନୀତି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଥାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଇଥାଏ । ସେହିପରି ଆଜି ହେଉଛି ଋଷି