Odia News Portal

ଟ୍ରିପଲ ମର୍ଡର: ୯ ଦୋଷୀଙ୍କ ମୃତ୍ୟୁଦଣ୍ଡ କାଏମ

ଭୁବନେଶ୍ୱର: ବାପା, ମା ଓ ଝିଅକୁ ବିଷ ଇଂଜେକ୍ସନ ଦେଇ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୯ ଜଣଙ୍କ ଫାଶି ଦଣ୍ଡାଦେଶ କାଏମ ରଖିଛନ୍ତି ରାୟଗଡା ଜିଲ୍ଲା ଦୌରା ଜଜ । ୨୦୧୬ରେ ପୁଟାସିଂରେ ବାପା, ମାଆ, ଝିଅଙ୍କୁ ହତ୍ୟା କରାଯାଇଥିଲା । ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଳା ଜାମିନ୍

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି । ପ୍ରଶାନ୍ତଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ସର୍ତ ରଖିଛନ୍ତି ହାଇକୋର୍ଟ । ଅନ୍ୟାନ୍ୟ ସର୍ତ ରଖି ନିମ୍ନ ଅଦାଲତ ପ୍ରଶାନ୍ତଙ୍କୁ ଜାମିନରେ ଛାଡିବେ ।

କେଜିଏରୁ ଅଧିକ ବ୍ରାଉନସୁଗାର ଜବତ, ଦଲାଲ ଗିରଫ

ଖୋର୍ଦ୍ଧା: ରାଜ୍ୟରେ ବଢ଼ି ଚାଲିଛି ବ୍ରାଉନସୁଗର ବେପାର। ପ୍ରତିଦିନ ଗିରଫ ହେଉଛନ୍ତି ଦଲାଲ। ପୋଲିସ୍‌ର ବାରମ୍ବାର କଠୋର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ବ୍ରାଉନସୁଗର ଦଲାଲ। ଯଦି ଦେଖିବା ଘନ ଅନ୍ଧାରରେ ବଢ଼ିଚାଲିଛି ଏହରି ବେପାର। ତେବେ ବ୍ରାଉନସୁଗର ବେପାରୀଙ୍କ ଉପରେ

ହାଇକୋର୍ଟ ଗଲା ମମିତା ହତ୍ୟା ମାମଲା

କଟକ : ହାଇକୋର୍ଟରେ ପହଞ୍ଚିଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା। ଏହି ମାମଲାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର୍‌ ହୋଇଛି ଏହି ମାମଲା । ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ସିବିଆଇ ତଦନ୍ତ

ଆଜିଠୁ ଟ୍ୱିନସିଟିରୁ ହଟିବ କଟକଣା

ଭୁବନେଶ୍ୱର: ଆଜିଠୁ ହଟୁଛି କଟକଣା । ଟ୍ୱିନସିଟିରେ ଲାଗିଥିବା ପାର୍ବଣ କଟକଣା ଆଜିଠୁ ହଟିବ । ଫଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ବଦଳରେ ପୁଣିଥରେ ୧୦ଟା ଯାଏଁ ଖୋଲା ରହିବ । ଗତ ୧୧ ତାରିଖରୁ ଏହି କଟକଣା ଲାଗୁ କରାଯାଇଥିଲା । ଆଜିଠାରୁ ଭୁବନେଶ୍ୱର ଏବଂ କଟକରେ ରାତି ୮ଟା ପରେ ବି ଦୋକାନ

ପ୍ରିୟଙ୍କା ଗାନ୍ଧୀଙ୍କ ବଡ଼ ପ୍ରତିଶ୍ରୁତି: ୟୁପିରେ କଂଗ୍ରେସ ସରକାର ଆସିଲେ ଝିଅଙ୍କୁ ମିଳିବ…

ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ । ବିଜେପି ମାତ ଦେବା ଲାଗି କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି । ୟୁପିର ମଙ୍ଗ ଧରିଥିବା ପ୍ରିୟଙ୍କା ସରକାର ଗଠନ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । କଂଗ୍ରେସ ମହାସଚିବ ଓ ଉତ୍ତର ପ୍ରଦେଶରର ପ୍ରଭାରୀ

ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ମିଳୁନି ନିସ୍ତାର । ଦେଶରେ ଲଗାତାର ଭାବେ ବଢିଚାଲିଛି ତୈଳ ଦାମ୍ । ଆଜି ପୁଣି ଦେଶରେ ପେଟ୍ରୋଲ-ଡିଜେଲ ଦାମ୍ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଆଜି ଦେଶରେ ପୁଣି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଯାହାପରେ ଆଜି

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୧୮,୪୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୧,୨୭,୪୫୦କୁ ବୃଦ୍ଧି ପାଇଛି। ଆଉ ୧୬୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୫୨,୮୧୧ରେ ପହଞ୍ଚିଛି।

ମହାଲିଙ୍ଗ କଲେଜରେ ଡିଆଇଜି, ଏସପି

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମମିତା ହତ୍ୟା ଘଟଣାରେ ତଦନ୍ତ ନିମନ୍ତେ ମହାଲିଙ୍ଗ କଲେଜରେ ପହଞ୍ଚିଛନ୍ତି ଡିଆଇଜି ଏବଂ ଏସପି । ମହାଲିଙ୍ଗ କଲେଜରେ ପହଁଞ୍ଚିଛି ଜିଲ୍ଲା ପ୍ରଶାସନ । ତେବେ କଲେଜକୁ କେଉଁଠାରୁ ଆସୁଥିଲା ଟଙ୍କା ତାହା ଯାଞ୍ଚ ଚାଲିଥିବା ଜଣାପଡିଥିବା ବେଳେ ତହସିଲଦାର ସର୍ବେଶ୍ୱର ଜାଲ

ବଲାଙ୍ଗୀରରେ ବନ୍ଦର ପ୍ରଭାବ

ବଲାଙ୍ଗୀର: ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ବନ୍ଦ ରହିଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିଛି । ଏଭଳି ଲୋମ ହର୍ଷଣକାରୀ ବର୍ବର ତଥା ଜଘନ୍ୟହତ୍ୟାକାଣ୍ଡକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ଓ ଆଜି ବଲାଙ୍ଗିର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ