Odia News Portal

ଭାରତୀୟ ଟି-୨୦ ଦଳରେ ପରିବର୍ତ୍ତନ, ଏହି ଖେଳାଳୀଙ୍କ ସ୍ଥାନରେ…

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସ-୨୦ ବିଶ୍ୱକପ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦଳରେ ହୋଇଛି ପରିବର୍ତ୍ତନ । ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗା ନେଇଛନ୍ତି ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର

ଏମ.ଏସ ଲ’ ୟୁନିଭରସିଟିକୁ ମିଳିଲା ମାନ୍ୟତା

କଟକ: କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା । ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛି ୟୁନିଭରସିଟି ଗ୍ରାଣ୍ଟ କମିଶନ । ତେବେ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସହ ତାଲିକାଭୁକ୍ତ କରିଛି ୟୁଜିସି । ୟୁଜିସି ଅଧିନିୟମ ଅନୁସାରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ଏମଏସଏଲୟୁ ।

ରାଜଧାନୀରେ ସିଲ୍ ହେଲା ଆଉ ଏକ ରେଷ୍ଟୁରାଣ୍ଟ

ଭୁବନେଶ୍ୱର: କୋଭିଡ୍ ଗାଡ୍ଲାଇନକୁ ଅମାନ୍ୟ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ବିଏମସି ପକ୍ଷରୁ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । କଟକଣା ଅମାନ୍ୟ କରୁଥିବା ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ସିଳ୍ କରୁଛି ବିଏମସି । ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟ ସିଲ୍ କଲା

ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର: ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ହୋଇଥିଲା ବୋମା ମାଡ । ଏ ନେଇ ଗତକାଲି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜକୁ ଜାରି କରାଯାଇ ପୁରସ୍କାର ଘୋଷଣା ହୋଇଥିଲା । ସବିଶେଷ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ଚିହ୍ନଟ ହୋଇଥିବା ନେଇ ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା

‘ଗତିଶକ୍ତି’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: 'ଗତିଶକ୍ତି' ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀ ସମୟରେ ପ୍ରଭାବିତ ହେଇଥିବା ଦେଶର ଅର୍ଥନୀତିକୁ ସଜାଡିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ପ୍ରୟାସ । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନା ଦେଶରେ ନିଯୁକ୍ତି କ୍ଷେତ୍ରରେ ଉନ୍ନତି

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡ଼ି

ଗଞ୍ଜାମ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସବୁରି ପ୍ରିୟ । ନିଆରା ଯୋଜନା ସାଙ୍ଗକୁ ସମସ୍ତଙ୍କ ଦୁଃଖ ବୁଝିବାରେ ସେ ହେଉଛନ୍ତି ମାହିର । ଯେଉଁ କାରଣରୁ ସବୁବେଳେ ସେ ପ୍ରଂଶସାର ପାତ୍ର ହୋଇଥାନ୍ତି । ରଙ୍ଗେଇଲୁଣ୍ଡା ବ୍ଳକ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲୁଚକାଳି ଖେଳୁଛି ବର୍ଷା । ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଯାଇଥିବା ବେଳେ ଆଜି ମଧ୍ୟ କିଛି କିଛି ସ୍ଥାନରୁ ଫେରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୋଟ୍ ଉପରେ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା,

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଏମକେ ସାଂସଦ କାନିମୋଝୀ କରୁଣାନିଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଡିଏମକେ ସାଂସଦ କାନିମୋଝୀ କରୁଣାନିଧୀ । ଆଜି ନବୀନ ନିବାସରେ ପହଂଚି ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କାନିମୋଝୀ କରୁଣାନିଧି । ସେ ଡିଏମକେ ସଂସଦୀୟ ଦଳର ଉପନେତା ଅଛନ୍ତି । ତାମିଲନାଡୁରେ କ୍ଷମତାରେ ଅଛି ଡିଏମକେ ।

ମନୀଷ ହତ୍ୟା ମାମଲା: ଅଟକ ୩ ଜଣଙ୍କୁ ପୋଲିସର ଜେରା

ଫୁଲବାଣୀ ଅଫିସ,୧୩।୧୦: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ତଥା ନିର୍ଭୟର ପରିଚାଳନା ସମ୍ପାଦକ ମନୀଷ ଅନୁରାଗଙ୍କ ହତ୍ୟା ମାମଲରେ ଟାଉନ ଥାନା ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେମାନଙ୍କ ମଧ୍ୟରୁ ୨ ଜଣ ବୁଧବାର ପାହାନ୍ତିଆରୁ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ଅନ୍ୟ

ଟି-୨୦ ବିଶ୍ୱକପ ଲାଗି ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଲାଗି ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରିଛି ବିସିସିଆଇ । ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ପର୍ୟ୍ୟନ୍ତ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୧ ରେ ବିରାଟ ବାହିନୀ ଏକ ନୂତନ କିଟ୍ରେ ନଜର ଆସିବେ। ବିସିସିଆଇ ଏକ ଟ୍ୱିଟ୍ କରି