ବାତ୍ୟା ପୂର୍ବରୁ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ
ରାୟଗଡ଼ା: ଆସୁଛି ବାତ୍ୟା ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ତେବେ ଏହାପୂର୍ବରୁ ଲୋକଙ୍କୁ କରାଯାଉଛି ସଚେତନ । ଆଉ ଯେଉଁ ସ୍ଥାନରେ ବିପଦ ରହିଛି ସେଠାରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଉଛି । ରାୟଗଡା ଜିଲାକୁ ରେଡ଼ ଜୋନରେ ଘୋଷଣା କରିଥିବା ବେଳେ କଲ୍ୟାଣସିଂହପୁର ବ୍ଲକକୁ ଜିଲାପାଳ!-->…
