ରାଜନଗର ପ୍ରେସ କ୍ଲବ ପକ୍ଷରୁ ଅରିନ୍ଦମ ଦାସଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳି
ରାଜନଗର : ସାହାସୀ, ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଓଡ଼ିଶା ସମ୍ବାଦ ଜଗତ । ସାହସିକତା ସହିତ ନିଜ କର୍ତ୍ତବ୍ୟ ସମୟରେ ଆଖି ବୁଜିଥିଲେ ଅରିନ୍ଦମ । ତାଙ୍କ ମୃତ୍ୟୁ ଖବର ଯିଏ ଶୁଣୁଛି ତା ଆଖିରୁ ଦି ଟୋପା ଲୁହ ଝରି ଆସୁଛି । ତାଙ୍କର ଏଭଳି ଅକାଳ ସାରା!-->…
